Browsing Category

ରାଜ୍ୟ

ଅନଲାଇନ ପରୀକ୍ଷା ଦାବିରେ କଳିଙ୍ଗ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଘୁ ଉଦୟଗିରି : କରୋନା ଯୋଗୁଁ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପ୍ରଭାବ ପଡିବା ସହ ପ୍ରାଥମିକ ଶିକ୍ଷା ଠାରୁ ଆରମ୍ଭ କରି ମହାବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷାଦାନ ସମ୍ପୂର୍ଣ୍ଣ ବିଗିଡି ଯାଇଥିବା ବେଳେ ମହାବିଦ୍ୟାଳର ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ
Read More...

ଆସନ୍ତା ୨୭ ତାରିଖରେ ପୁରୀ ଲୋକନାଥ ମନ୍ଦିରରେ ହେବ ପଙ୍କୋଦ୍ଧାର ଏକାଦଶୀ

ପୁରୀ : ଆସନ୍ତା ୨୭ ତାରିଖରେ ପୁରୀର ପ୍ରସିଦ୍ଧ ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କ ମନ୍ଦିରରେ ପଙ୍କୋଦ୍ଧାର ନୀତି ଅନୁଷ୍ଠିତ ହେବ । ବର୍ଷର ଏହି ଗୋଟିଏ ଦିନ ପ୍ରଭୁ ଲୋକନାଥଙ୍କ ଗମ୍ଭୀରା ଭିତରକୁ ଯାଇ ଭକ୍ତ ଓ ଶ୍ରଦ୍ଧାଳୁ ଦର୍ଶନ କରିଥାନ୍ତି । ତେବେ ଭାରତବର୍ଷର ଅନ୍ୟ କୌଣସି ଶୈବପୀଠ କିମ୍ୱା
Read More...

ଘୁ.ଉଦୟଗିରି ଏନଏସି ପକ୍ଷରୁ ଚୂଡାନ୍ତ ଭୋଟର ତାଲିକା

ଘୁ ଉଦୟଗିରି,୨୪/୨:ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ । ଆଜି ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଚୂଡାନ୍ତ ଭୋଟର ତାଲିକା ଏବଂ ଭୋଟ ଗ୍ରହଣ କେନ୍ଦ୍ର ତାଲିକା ପ୍ରକାଶ ପାଇଛି । ନିର୍ବାଚନ ଅଧିକାରୀ ତଥା ସ୍ଥାନୀୟ ତହସିଲଦାର ଶୁଭ୍ରାଞ୍ଜଳି ପ୍ରଧାନ ଆଜି ଏନଏସି
Read More...

ଅନ୍ତିମ ପର୍ଯ୍ୟାୟରେ ଉଲୁଣ୍ଡା ବ୍ଲକରେ ଶାନ୍ତିପୂର୍ଣ୍ଣ ଭୋଟଗ୍ରହଣ, ୮୫.୪୪ ପ୍ରତିଶତ ମତଦାନ

ସୁବର୍ଣ୍ଣପୁର,୨୪/୨- ସୁବର୍ଣ୍ଣପୁର ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟରେ ଉଲୁଣ୍ଡା ବ୍ଲକରେ ୮୫.୪୪ ପ୍ରତିଶତ ମତଦାନ ସହିତ ଶାନ୍ତିପୂର୍ଣ୍ଣ ଭାବରେ ଭୋଟ ଗ୍ରହଣ ସମାପ୍ତ ହୋଇଛି । ବ୍ଲକରେ ସମୁଦାୟ ୬୮,୩୪୯ ଜଣ ଭୋଟର ୨୩୪ ଟି ମତଦାନ କେନ୍ଦ୍ରରେ
Read More...

ଉତ୍ତର ପ୍ରଦେଶ ଦମ୍ପତ୍ତିଙ୍କ ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ

ଗଜପତି,୨୪/୨- ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୨୮ ତମ ଶିଶୁକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ପୋଷ୍ୟ ସନ୍ତାନ ଭାବେ ଉତ୍ତରପ୍ରଦେଶ ରାଜ୍ୟର ମୁରାଦାବାଦ ସହରର ଗୋଟିଏ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି । ଗତ ଲକଡାଉନ ଏବଂ ସଟଡାଉନ ସମୟରେ ଜିଲ୍ଲାର ବିଭିନ୍ନ
Read More...

ବାଇକ ଚୋରି ଅଭିଯୋଗରେ ଦୁଇ ଗିରଫ, ବାଇକ ଉଦ୍ଧାର

ଘୁ ଉଦୟଗିରି: କିଛି ଦିନ ନୀରବ ପରେ ପୁଣି ବାଇକ୍‌ ଲୁଟେରା ମାତିଲେ ଘୁ.ଉଦୟଗିରି ଅଞ୍ଚଳରେ । ହେଲେ ବାଇକ ଚୋରି କରିବା ପର ଦିନ ହିଁ ଧରାପଡିଗଲେ । ଗତ କିଛି ମାସ ତଳେ ଘୁ ଉଦୟଗିରି କଚେରି ସାହିରୁ ରାତିରେ ଲୁଟେରା ବାଇକ୍‌ ଚୋରି କରି ନେଇଥିଲେ ଏବଂ ପରବର୍ତ୍ତୀ ସମୟରେ ବାଇକ ଉଦ୍ଧାର ହେବା ସହ
Read More...

ମୁଖ୍ୟ ରାସ୍ତାରେ ଭାସୁଛି ଅପରିଷ୍କାର ଜଳ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ମୁଖ୍ୟରାସ୍ତାରେ ଅପରିଷ୍କାର ଜଳ ଭାସୁଛି । ନାଳର ବ୍ୟବସ୍ଥା ନଥିବାରୁ ଅପରିଷ୍କାର ଜଳ ଭାସୁଛି । ରାସ୍ତା ଦୁର୍ଗନ୍ଧମୟ ସାଙ୍ଗକୁ ଯାନବାହନ ଯିବା ସମୟରେ ଅପରିଷ୍କାର ଜଳ ପଥଚାରୀଙ୍କ ଉପରକୁ ଛିଟୁକୁଛି । ଯାହା ଫଳରେ ରାସ୍ତାରେ
Read More...

ପଞ୍ଚାୟତ ମହାଭାରତ ପରେ ଅଜ୍ଞାତବାସ

ଦଶପଲ୍ଲା : ସରିଲା ପଞ୍ଚାୟତ ମହାଭାରତ । ଆସନ୍ତା ୨୮ ତାରିଖରେ ଦଶପଲ୍ଲା ବ୍ଲକରେ ହେବ ଭୋଟ ଗଣତି । ୱାର୍ଡ ସଭ୍ୟଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ସମସ୍ତ ପ୍ରାର୍ଥୀ ଏବେ ହାର ଜିତ୍‌କୁ ନେଇ ଦ୍ୱନ୍ଦରେ ଥିବା ବେଳେ କିଏ ହାତେଇବ ଦଶପଲ୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦବୀ , ତାହାକୁ
Read More...

ବେଲପଡା ଷ୍ଟ୍ରଙ୍ଗ ରୁମ ଅନିୟମିତତା ଅଭିଯୋଗ

ପାଟଣାଗଡ଼,୨୪/୨:- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗ୍ରହଣ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟରେ ସରିଛି । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଲପଡା ଷ୍ଟ୍ରଙ୍ଗରୁମ୍‌ରେ ବ୍ଲକ୍‌ର ସମସ୍ତ ବାଲାଟ ବାକ୍ସ ରଖାଯାଇଛି । ହେଲେ ଷ୍ଟ୍ରଙ୍ଗରୁମ୍‌ରେ ଅବ୍ୟବସ୍ଥା ସନ୍ଦେହକରି
Read More...

ବୌଦ୍ଧ ଏନଏସି ନିର୍ବାଚନ ପାଇଁ ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ

ବୌଦ୍ଧ,୨୪/୨:- ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ପାଇଁ ଚୂଡାନ୍ତ ଭୋଟର ତାଲିକା ଆଜି ପ୍ରକାଶ ପାଇଛି । ଏନଏସି କାର୍ଯ୍ୟାଳୟ ମିଟିଂ ହଲଠାରେ ବୌଦ୍ଧଗଡ ଏନଏସି ନିର୍ବାଚନ ଅଧିକାରୀ ତଥା ବୌଦ୍ଧ ତହସିଲଦାର ଅବିନାଶ ପାଣ୍ଡିଆ ଏହି ତାଲିକାକୁ ଉନ୍ମୋଚିତ କରିଥିଲେ । ବୌଦ୍ଧ ଏନଏସିରେ ୧୭ଟି
Read More...