Browsing Category

ରାଜ୍ୟ

ଜାଣନ୍ତୁ ୠଷ-ୟୁକ୍ରେନ ଯୁଦ୍ଧ ବିଷୟରେ କିଛି ବଡ କଥା

ନୂଆଦିଲ୍ଲୀ : ବିଶ୍ୱ ଯାହା ଆଶଙ୍କା କରୁଥିଲା, ତାହା ଘଟିଲା । ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଛି । ପ୍ରଥମେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହା ଘୋଷଣା କରିଛନ୍ତି । ପରେ ଜଣେ ୟୁକ୍ରେନ ମନ୍ତ୍ରୀ ଏହି ଆକ୍ରମଣକୁ ନିଶ୍ଚିତ କରିଥିଲେ । ଏଥି ସହିତ ପୁଟିନ ଆମେରିକାକୁ ଏହି ପୂରା ଏପିସୋଡରୁ
Read More...

ଷ୍ଟ୍ରଙ୍ଗ ରୁମ ଆଗରେ ପ୍ରହରା ଦେଉଛନ୍ତି ବିଜେପି ନେତା ଓ କର୍ମୀ

ଗଞ୍ଜାମ : ପୁରୁଷୋତ୍ତମପୁର ବ୍ଲକ ଅଫିସ ପାଖରେ ଥିବ ଷ୍ଟ୍ରଙ୍ଗ ରୁମରେ ଭୋଟ ବାକ୍ସ ରହିଛି, ସେଥିରେ କିଛି ଜାଲିଆତି ଶାସକ ଦଳ କରିପାରନ୍ତି ବୋଲି ବିଜେପିର କର୍ମୀ, ନେତା ମାନେ ସେହି ରୁମ ଆଗରେ ପହରା ଦେଉଛନ୍ତି । ୩୬ ନଂ ଜିଲ୍ଲା ପରିଷଦ ସଦସ୍ୟା ରାଜ କୁମାରୀ ବେହେରା କହିଛନ୍ତି ଯେ ଶାସକ ଦଳ
Read More...

ଆତ୍ମସମର୍ପଣ କରିଥିବା ମାଓବାଦୀ ଧନଞ୍ଜୟ ଧରିଲେ ଆଣ୍ଟି ନକ୍ସଲ ପିପୁଲ୍‌ ପିସ୍‌ ଫୋର୍ସର ମଙ୍ଗ

ବାଲିଗୁଡ଼ା: କନ୍ଧମାଳ ପୋଲିସ୍‌ ପାଖରେ ଆତ୍ମସମର୍ପଣ କରିଥିବା ଦୁର୍ଦ୍ଦାନ୍ତ ମାଓବାଦୀ ଧନଞ୍ଜୟ ଗୋପେ ଓରଫ ସୁଧିର ଏଏନ୍‌ପିପିଏଫ୍‌ (ଆଂଟି ନକ୍ସଲ ପିପୁଲ ପିସ ଫୋର୍ସ)ରେ ଯୋଗ ଦେଇଛନ୍ତି । ସେ ଏଥର ମାଓବାଦୀଙ୍କ ଦମନରେ ସାମିଲ ହେବେ ବୋଲି ସୂଚନା ମିଳିଛି । ବିଶେଷ କରି ପିଏଲଜିଏ(ପିପୁଲ୍ସ
Read More...

ମାର୍ଚ୍ଚ ୨୭ରେ ଓଜେଏସ୍‌ ପରୀକ୍ଷା

ଭୁବନେଶ୍ୱର : ଓଡିଶା ଲୋକସେବା ଆୟୋଗଙ୍କ ଦ୍ୱାରା ପରିଚାଳିତ ଓଡିଶା ନ୍ୟାୟିକ ସେବା (ଓଜେଏସ) ପ୍ରିଲିମିନାରୀ ପରୀକ୍ଷା ଆସନ୍ତା ମାର୍ଚ୍ଚ ୨୭ତାରିଖରେ ଅନୁଷ୍ଠିତ ହେବ । ୫୩ଟି ସିଭିଲ ଜଜ୍‌ ପଦବୀ ନିମନ୍ତେ ଏହି ପରୀକ୍ଷା ହେବ । ଏନେଇ ଆଜି ଓଡିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ବିଧିବଦ୍ଧ
Read More...

ଜାତୀୟ ଗ୍ରାମୀଣ ମେଧା ବୃତ୍ତି ପରୀକ୍ଷାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ଶୀର୍ଷରେ

ଫୁଲବାଣୀ : ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀ ପକ୍ଷରୁ ଦିଆଯାଇଥିବା ଜାତୀୟ ଗ୍ରାମୀଣ ମେଧା ବୃତ୍ତି ପରୀକ୍ଷାରେ ୬ ଜଣ ସଫଳତା ଲାଭ କରିଛନ୍ତି । ସେମାନେ ହେଲେ ଲିବୁନ କୁମାର କର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବିଭୁ ପ୍ରସାଦ ତ୍ରିପାଠୀ ଦ୍ୱିତୀୟ, ସ୍ମିତା ରାଣୀ
Read More...

ଭୁବନେଶ୍ୱରରେ ଧର୍ମାନୁଷ୍ଠାନ ପ୍ରବେଶ ପାଇଁ ଆବଶ୍ୟକ ନାହିଁ କୋଭିଡ୍‌ ଟିକା ପ୍ରମାଣପତ୍ର

ଭୁବନେଶ୍ୱର: କରୋନା ସଂକ୍ରମଣ ହ୍ରାସ ଏବଂ ଭକ୍ତଙ୍କ ଆବେଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଧର୍ମାନୁଷ୍ଠାନଗୁଡ଼ିକରେ ପୂର୍ବରୁ ଲାଗୁ ହୋଇଥିବା କଟକଣାକୁ ପର୍ଯ୍ୟାୟକ୍ରମେ କୋହଳ କରିଚାଲିଛନ୍ତି । ଆଜି ଆଉ ଟିକେ କୋହଳ କରାଯାଇଛି । ଏଣିକି, ରାଜଧାନୀର ଧର୍ମାନୁଷ୍ଠାନରେ ପ୍ରବେଶ ପାଇଁ ଆଉ ଦରକାର
Read More...

ରାତି ୧୦ଟାରେ ଉଠିବ ମହାଦୀପ : ଭକ୍ତଙ୍କୁ ମିଳିବ ଦର୍ଶନ ସୁଯୋଗ

ଭୁବନେଶ୍ୱର: ଏବର୍ଷ ମହାଶିବରାତ୍ରି ତଥା ଜାଗର ଯାତ୍ରା ଅନେକାଂଶଣେ ସ୍ୱାଭାବିକ ରହିବ । ଭକ୍ତମାନଙ୍କୁ ନିରାଶ ହେବାକୁ ପଡ଼ିବ ନାହିଁ । ଭକ୍ତଙ୍କୁ ମିଳିବ ପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ । ରାତି ୧୦ଟାରେ ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଉଠିବ ମହାଦୀପ । ଲିଙ୍ଗରାଜ ମନ୍ଦିରରେ
Read More...

ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ସ୍ମାରକପତ୍ର ଦେଲା…

ଜି. ଉଦୟଗିରି : ପଞ୍ଚାୟତ ନିର୍ବାଚନର ଚାରୋଟି ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରେ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ଜାରି ରହିଛି । ପ୍ରଥମ ଦୁଇଟି ପର୍ଯ୍ୟାୟରେ କଣାସ, ପିପିଲି, ଚାନ୍ଦବାଲି, ଯାଜପୁର ସମେତ ବିଭିନ୍ନ ସ୍ଥାନରେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ନଜରକୁ ଆସିଥିଲା । ତୃତୀୟ
Read More...

କ୍ରିଷନ କୁମାରଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର : ଆଇଏଏସ କ୍ରିଷନ କୁମାରଙ୍କୁ ମିଳିଛି ନୂଆ ଦାୟିତ୍ୱ । ତାଙ୍କୁ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ବିଭାଗର ଯୁଗ୍ମ ସଚିବଭାବେ ନିଯୁକ୍ତ କରାଯାଇଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଏବେ ସେ ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଭାବେ କାର୍ଯ୍ୟ
Read More...

ଜାଣନ୍ତୁ କେମିତି ହେବ ଭୋଟ ଗଣତି ?

ଭୁବନେଶ୍ବର: ଆସନ୍ତା ୨୬, ୨୭, ୨୮ରେ ଭୋଟ ଗଣନା ହେବାକୁ ଥିବା ବେଳେ ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସଚିବ ରବୀନ୍ଦ୍ର ନାଥ ସାହୁଙ୍କ ସୂଚନା ଅନୁସାରେ ଜିଲ୍ଲା ପରିଷଦ ଜୋନ୍ ଅନୁଯାୟୀ ଭୋଟ ଗଣନା କରିବାକୁ ନିଷ୍ପତ୍ତି
Read More...