Browsing Category

ରାଜ୍ୟ

ନକଲି ଡାକ୍ତରଙ୍କ ଭଉଣୀ ଗିରଫ

ଭୁବନେଶ୍ୱର: ଗୋଟିଏ କି ଦୁଇଟି ନୁହେଁ,ମୋଟ ୧୮ଟି ବିବାହ କରିଥିବା ମାଟ୍ରିକ ଫେଲ ତଥା ଠକ ରସିକିଆ ଡାକ୍ତର ରମେଶଙ୍କୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ରମେଶଙ୍କ ଭଉଣୀଙ୍କୁ ପୁଲିସ ଗିରଫ କରିଛି । ଜେରା ବେଳେ ଠକେଇ ପ୍ରମାଣ ମିଳିବା ପରେ ପୁଲିସ ତାଙ୍କୁ ଗିରଫ କରିଛି । 
Read More...

ନୟାଗଡ଼ରେ ଆକର୍ଷଣୀୟ ମେମୁ ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ; ପୁରୀକୁ ଚଳାଚଳ ସହ ପାର୍କିଂ ଓ ଟାଉନ୍‌ ବସ୍‌ ଚଳାଚଳ…

ଦଶପଲ୍ଲା : ବଢୁଛି ମେମୁ ଟ୍ରେନ୍‌ର ଲୋକପ୍ରିୟତା । ମୋମୁ ଟ୍ରେନ୍‌ ଚାଲିବାପରେ ନୟାଗଡ଼ରୁ ଭୁବନେଶ୍ୱର ରେଳଯାତ୍ରୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଆକାର୍ଷଣୀୟ ମେମୁ ଟ୍ରେନରେ ବସି ମଜା ନେବାପାଇଁ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ହେଲେ ଯାତ୍ରୀମାନଙ୍କ ପାଇଁ
Read More...

ପଲିଥିନ ବ୍ୟବହାର ନକରିବାକୁ ସଚେତନ କଲେ ଛାତ୍ରଛାତ୍ରୀ

ବୌଦ୍ଧ,୨୩/୨:- ବୌଦ୍ଧଜିଲ୍ଲା ବଘିଆପଡା ଠାରେ ପ୍ରତି ବୁଧବାର ସାପ୍ତାହିକ ହାଟ ବସୁଥିବାବେଳେ ଏଠାକୁ ବୌଦ୍ଧ ସହର ସହିତ ଶତାଧିକ ଗ୍ରାମର ହଜାର ହଜାର ଲୋକ ଆସି କିଣାବିକା କରିଥାନ୍ତି । ଫଳରେ ଏଠାରେ ଲକ୍ଷାଧିକ ପଲିଥିନ ବ୍ୟାଗ ବ୍ୟବହୃତ ହୋଇଥାଏ ଓ ପରିବେଶକୁ ନଷ୍ଟ କରିଥାଏ । ଏହାଦେଖି ହାଟକୁ
Read More...

ଜି. ଉଦୟଗିରି ଏସବିଆଇ ପକ୍ଷରୁ ମୁଖ୍ୟ ଶାଖାରେ ବ୍ୟାଙ୍କ ଅଦାଲତ ଅନୁଷ୍ଠିତ

ଜି. ଉଦୟଗିରି: ବ୍ୟାଙ୍କ ଅଦାଲତ ଶୁଣିଲା ବେଳେ ଟିକେ ଅଲଗା ଲାଗୁଛି । ହେଲେ ଜି. ଉଦୟଗିରି ସ୍ଥିତ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖା ଠାରେ ବ୍ୟାଙ୍କ ତରଫରୁ ଏକ ବ୍ୟାଙ୍କ୍‌ ଅଦାଲତ ଅର୍ଥାତ୍‌ ଋଣ ନେଇଥିବା ଗ୍ରାହକମାନଙ୍କ ଋଣ ପରିଶୋଧ ସମ୍ବନ୍ଧିତ ସମାଧାନ ଓ ଶୁଣାଣି କାର୍ଯ୍ୟକ୍ରମ
Read More...

ପାନୀୟଜଳ ସମସ୍ୟା ନେଇ ଆସନ୍ତା ୨୫ରେ ଆମରଣ ଅନଶନ ଚେତାବନୀ

ପାଟଣାଗଡ଼,୨୩/୨- ପାଟଣାଗଡ଼ ବ୍ଲକ ଲରମ୍ଭା ପଞ୍ଚାୟତ ଖୁରିପାଣି ଗାଁରେ ପାନୀୟଜଳ ସମସ୍ୟାକୁ ନେଇ ଗ୍ରାମବାସୀ ଦୀର୍ଘ ଦିନ ଧରି ଜିଲ୍ଲାପାଳ, ବ୍ଳକ ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ପାଖରେ ଗୁହାରି କରିଆସୁଥିଲେ ସୁଦ୍ଧା କୈାଣସି ସୁଫଳ ମିଳିନାହିଁ । ଶେଷରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ
Read More...

ସରିଲା ଭୋଟ୍‌, ବଢୁଛି ହୃତ୍‌ସ୍ପନ୍ଦନ ଆଶା ଆଶଙ୍କାରେ ଦିନ ଗଣୁଛନ୍ତି ଆଶାୟୀ

ଦଶପଲ୍ଲା,୨୩/୨: - ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶାନ୍ତିଶୃଙ୍ଖଳାରେ ସମାପନ ହୋଇଛି ଏବଂ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟବାକ୍ସରେ ସିଲ୍‌ ହୋଇଥିବାବେଳେ ହାରିବା ଜିତିିବାକୁ ନେଇ ଏବେ ଅଙ୍କକଷା ଆରମ୍ଭ ହୋଇଛି । ଗାଁ ଗାଁରେ ସକାଳୁ ରାତି ଯାଏଁ ସବୁଠି ଚାଲିଛି ଚର୍ଚ୍ଚା । କାହା ସପକ୍ଷରେ ମତଦାନ
Read More...

ରାଜ୍ୟସ୍ତରୀୟ ଚିତ୍ରାଙ୍କନା ପ୍ରତିଯୋଗିତାରେ ତରୁଣ ମିର୍ଗାନ ପ୍ରଥମ

ନବରଙ୍ଗପୁର,୨୩/୨- ଓଡିଶା ଆଇନ ସେବା ପ୍ରାଧିକରଣ, କଟକ ଆନୁକୁଲ୍ୟରେ ଅନଲାଇନ ମାଧ୍ୟମରେ ୩୦ଟି ଜିଲ୍ଲାର ଆଇନ ସାକ୍ଷରତା କ୍ଲବ ମଧ୍ୟରୁ ଜିଲ୍ଲାସ୍ତରୀୟ ଓ ଆଞ୍ଚଳିକ ସ୍ତରରୁ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କ୍ଷୁଦ୍ରନାଟକ, ପ୍ରବନ୍ଧ, ବକୃତା ଓ ଚିତ୍ରାଙ୍କନା ପ୍ରତିଯୋଗିତା
Read More...

ଚତୁର୍ଥ ପର୍ଯ୍ୟାୟରେ ୭୯% ମତଦାନ

ଭୁବନେଶ୍ୱର: ରାଜ୍ୟରେ ଏବେ ପଞ୍ଚାୟତ ନିର୍ବାଚନୀ ମାହୋଲ । ଗତକାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବାବେଳେ ଆଜି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ବେଳେ ଭୋଟଦାନ ହୋଇପାରିନଥିବା ୪୫ଟି ବୁଥରେ ହେଉଛି ସାନି ମତଦାନ । ତେବେ ଏହାରି ଭିତରେ ଗତକାଲି ଶେଷ ହୋଇଥିବା ଚତୁର୍ଥ ପର୍ଯ୍ୟାୟ
Read More...

ପୌର ନିର୍ବାଚନ ପାଇଁ ଆହ୍ୱାନ କଲା ନଗର ଉନ୍ନୟନ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ଏବେ ଚାଲିଛି ପଞ୍ଚାୟତ ନିର୍ବାଚନ । ଆଉ ଏହା ପରେ ଆରମ୍ଭ ହେବ ପୌର ନିର୍ବାଚନ । ତେବେ  ଖୁବଶୀଘ୍ର ପୌର ନିର୍ବାଚନ ତାରିଖ ଘୋଷଣା ହୋଇପାରେ ।  ଯେକୌଣସି ମୁହୂର୍ତ୍ତରେ  ପୌର ନିର୍ବାଚନ ତାରିଖ ଘୋଷଣା ହୋଇପାରେ ।  ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପରେ ନଗର ଉନ୍ନୟନ ବିଭାଗ
Read More...

ଭିଏସ୍‌ଏସ୍‌ ନଗରରେ ଅଙ୍ଗଦାନ ସଚେତନତା ଓ ବନ୍ଧୁମିଳନ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଭିଏସ୍‌ଏସ୍‌ ନଗରରେ ଅଙ୍ଗଦାନ ସଚେତନତା ପଞ୍ଜୀକରଣ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି । ୩୦୦ରୁ ଅଧିକ ଯୁବ ଛାତ୍ର ସ୍ୱତପ୍ରବୃତ ଭାବେ ଅଙ୍ଗଦାନ କରିବା ପାଇଁ ଫର୍ମ ପୂରଣ କରିବା ସହିତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ
Read More...