Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୁରୀ ଜିଲ୍ଲାର ୫ଟି ବୁଥରେ ଜାରି ରହିଛି ସାନି ମତଦାନ
ପୁରୀ : ଆଜି ପୁରୀ ଜିଲ୍ଲାର ୫ଟି ବୁଥରେ ସାନି ମତଦାନ ଜାରି ରହିଛି । ପୁରୀ ଜିଲ୍ଲାରେ ୫ଟି ସ୍ଥାନରେ ଗଣ୍ଡଗୋଳ ଘଟି ମତଦାନ ବାଧାପ୍ରାପ୍ତ ହୋଇଥିଲା । ଫଳରେ ଏହି ବୁଥମାନଙ୍କରେ ପୁନଃ ମତଦାନ ପାଇଁ ନିର୍ବାଚନ କମିଶନକୁ ଆବେଦନ କରାଯାଇଥିଲା । ପୁରୀର କଣାସ ବ୍ଲକ ଅଡାଲ ଗ୍ରାମପଞ୍ଚାୟତର ୫,୭,୮!-->…
Read More...
Read More...
ବିଶ୍ୱମାତୃ ଭାଷା ଦିବସ ପାଳିତ
ପାରଳାଖେମୁଣ୍ଡି : ବିଶ୍ୱ ମାତୃଭାଷା ଦିବସ ଉପଲକ୍ଷେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ବିଚିତ୍ରା ନନ୍ଦ ବେବର୍ତ୍ତା ଯୋଗ ଦେଇ ଓଡ଼ିଆ ଭାଷାର ସାଂପ୍ରତିକ ସ୍ଥିତି ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ଡକ୍ଟର!-->…
Read More...
Read More...
ଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି, ୩ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ୩ ଘଣ୍ଟାର ନୀତି ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ । ଅପରାହ୍ନ ୫ଟା ଠାରୁ ରାତ୍ର ୮ ଟା ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ଦର୍ଶନରୁ ବଞ୍ଚିତ ରହିବେ ଶ୍ରଦ୍ଧାଳୁ । ଦ୍ୱିପ୍ରହର ଧୁପ ସରିବାପରେ ଦତ୍ତମହାପାତ୍ର!-->…
Read More...
Read More...
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ : ଦଶପଲ୍ଲା ୭୯ % , ଗଣିଆ ୮୦ % , ନୂଆଗାଁ ୭୭ % ମତଦାନ
ଦଶପଲ୍ଲା : ଇତିମଧ୍ୟରେ ଶେଷ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିବାଚନର ୪ର୍ଥ ପର୍ଯ୍ୟାୟ ମତଦାନ । ୪ର୍ଥ ପର୍ଯ୍ୟାୟ ମତଦାନରେ ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଦଶପଲ୍ଲା , ଗଣିଆ ଓ ନୂଆଗାଁ ବ୍ଲକ ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିବାଚନରେ ଦଶପଲ୍ଲା ବ୍ଲକରେ ୭୯ . ୩୭୪,!-->…
Read More...
Read More...
ଆଇଏଏସ୍ ପଦବୀକୁ ଉନ୍ନୀତ ହେଲେ ୩ ଓଏଫଏସ୍ ଅଫିସର
ଭୁବନେଶ୍ୱର : ଓଡିଶା ଅର୍ଥ ସେବା (ଓଏଫଏସ)ର ୩ଜଣ ବରିଷ୍ଠ ଅଧିକାରୀ ଆଜି ଆଇଏଏସ୍ ପଦବୀକୁ ଉନ୍ନୀତ ହୋଇଛନ୍ତି । ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଆଜି ବିଧିବଦ୍ଧଭାବେ ବିଜ୍ଞପ୍ତି ଜାରି ହୋଇଛି । ଏହି ୩ଜଣ ଅଫିସରଙ୍କୁ ୨୦୨୦ ସିଲେକ୍ଟ ତାଲିକାରେ ସାମିଲ କରାଯାଇଛି । ପରବର୍ତ୍ତୀ!-->…
Read More...
Read More...
୨୪ରୁ ତିନିଦିନ ବର୍ଷା
ଭୁବନେଶ୍ୱର: ପଶ୍ଚିମା-ଝଡ ପ୍ରଭାବରେ ଆସନ୍ତା ୨୪ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ । ୨୫ ତାରିଖରୁ ବର୍ଷାର ପରିମାଣ ବଢିବାର ସମ୍ଭାବନା ରହିଛି । ଏଥିସହ କେତେକ ଜିଲ୍ଲାରେ ବିଜୁଳି ଘଡଘଡି ମାରିପାରେ । ୨୫ ତାରିଖରେ ପୁଣି ପଶ୍ଚିମ-ହିମାଳୟ ଅଞ୍ଚଳରେ ସକ୍ରିୟ ହେବ ଆଉ ଏକ ପଶ୍ଚିମା ଝଡ ।!-->…
Read More...
Read More...
ସାବଧାନ! ଏଣିକି ଦ୍ରୁତ ଗାଡ଼ିଚାଳନା ପାଇଁ ଗଣିବାକୁ ହେବ ୭ ହଜାର ଟଙ୍କା
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦ୍ରୁତ ଗତିରେ ଗାଡ଼ି ଚାଳନା ଏଣିକି ଚାଳକମାନଙ୍କ ପାଇଁ ବହୁତ ମହଙ୍ଗା ପଡ଼ିବ । ଚାଳକମାନେ ଯଦି ନିର୍ଦ୍ଧାରିତ ବେଗରୁ ଅଧିକ ବେଗରେ ଗାଡ଼ି ଚଳାଇବେ, ସେମାନଙ୍କୁ ୭ ହଜାର ଟଙ୍କାର ଜୋରିମାନା ଗଣିବାକୁ ପଡ଼ିବ । ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରିବା ପାଇଁ!-->…
Read More...
Read More...
ମତଦାନ କେନ୍ଦ୍ରରେ ଅନିୟମିତତା ଅଭିଯୋଗ, ମାଲିକାପୋଡି ସରପଞ୍ଚ ପଦବୀ ପାଇଁ ପୁନର୍ବାର ହେବ ମତଦାନ
ଘୁ ଉଦୟଗିରି:ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟଦାନ ସ୍ଥାନୀୟ ବ୍ଳକରେ ଅନୁଷ୍ଠିତ ହୋଇଯାଇଥିବା ବେଳେ ମାଲିକାପୋଡି ପଞ୍ଚାୟତର ୨ନଂ ଭୋଟଦାନ କେନ୍ଦ୍ର ବତିଙ୍ଗିଆ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିଲା । ସକାଳୁ ଏହି ବୁଥରେ ସୁରୁଖୁରୁରେ ଭୋଟଦାନ ଚାଲିଥିବା ବେଳେ!-->…
Read More...
Read More...
ଭୋଟର ତାଲିକାରୁ ୧୦୦ଜଣଙ୍କ ନାମ ବାଦ ; ପଡିସାହି ଭୋଟ କେନ୍ଦ୍ରରେ ଉତ୍ତେଜନା, ହୋଇପାରିଲାନି ମତଦାନ
ଟିକାବାଲି:ଟିକାବାଲି ବ୍ଲକ ଅନ୍ତର୍ଗତ ପାବୁରିଆ ପଞ୍ଚାୟତର ୱାର୍ଡ ନଂ ୨ ପଡିସାହି ଭୋଟ କେନ୍ଦ୍ରରେ ଆଜି ଲୋକଙ୍କ ପ୍ରତିବାଦ ଯୋଗୁଁ ଭୋଟ ଗ୍ରହଣ ହୋଇପାରିନଥିବା ଦେଖିବାକୁ ମିଳିଛି । ପ୍ରାପ୍ତ ସୂଚନାନୁସାରେ ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ଟିକାବାଲି!-->…
Read More...
Read More...
ଚତୁର୍ଥ ପର୍ଯ୍ୟାୟରେ ଘୁ.ଉଦୟଗିରି ବ୍ଲକରେ ୬୬.୮୮% ମତଦାନ, ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଅଧିକ
ଘୁ ଉଦୟଗିରି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଆଜି ସ୍ଥାନୀୟ ବ୍ଲକରେ ମୋଟ ୧୧୨ଗୋଟି ବୁଥରେ ଅନୁଷ୍ଠିତ ହୋଇଯାଇଛି । କୁହୁଡି ଏବଂ ଶୀତ ସତ୍ତେ୍ୱ ସକାଳୁ ସକାଳୁ ମତଦାତାମାନେ ମତଦାନ କେନ୍ଦ୍ରରେ ଉପସ୍ଥିତ ରହି ନିଜ ନିଜ ମତଦାନ କରିଥିବା ଦେଖିବାକୁ ମିଳିଛି । ବିଶେଷ!-->…
Read More...
Read More...