Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧ-କିଆକଟା ବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣା, ଜଣେ ମୃତ ୨ଜଣ ଗୁରୁତର
ବୌଦ୍ଧ: ଆଜି ସଂଧ୍ୟା ସମୟରେ ବୌଦ୍ଧ-କିଆକଟା ମହାନଦୀ ବ୍ରିଜରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ପରସ୍ପରର ବିପରୀତ ଦିଗରୁ ଆସୁଥିବା କାର, ସ୍କୁଟି ଏବଂ ବାଇକ ମୁହାଁମୁହିଁ ପ୍ରଚଣ୍ଡ ଧକ୍କା ହୋଇଥିଲା । ଧକ୍କାର ତୀବ୍ରତା ଏତେ ପ୍ରଚଣ୍ଡ ଓ ଶକ୍ତିଶାଳୀ ଥିଲା ଯେ, କାରଟି ଘୋଷାଡି ହୋଇ!-->…
Read More...
Read More...
ବେଲାଦୁଲାରେ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ
କିଆକଟା : ଆଠମଲ୍ଲିକ ବ୍ଲକ ବେଲାଦୁଲା ଗ୍ରାମରେ ନେହେରୁ ଯୁବ କେନ୍ଦ୍ର ତରଫରୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା ମାଉଳୀ ଯୁବକ ସଂଘ ଆୟଜନରେ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିଥି ରୂପେ ଖେଳ ଶିକ୍ଷକ ଗଜେନ୍ଦ୍ର ଭୋକ୍ତା ଉପସ୍ଥିତ ରହି ଯୁବ ଗୋଷ୍ଠୀଙ୍କୁ ଫିଟ୍ ରହିବାର!-->…
Read More...
Read More...
ସରିଲା ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ, ୭୩ ପ୍ରତିଶତ ମତଦାନ
ଭୁବନେଶ୍ବର : ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହିତ ସରିଛି ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ । ମୋଟ ୨୭ଟି ଜିଲ୍ଲାର ୬୩ ଟି ବ୍ଲକର ୧,୨୫୪ ଟି ଗ୍ରାମ ପଞ୍ଚାୟତରେ ୧୬୩ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୭,୦୮୯ ବୁଥରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଶେଷ ହୋଇଛି। ୪-୫ଟି ସ୍ଥାନରେ!-->…
Read More...
Read More...
ସ୍ଥଗିତ ଥିବା ୭୫ ବୁଥ୍ରେ ୨୫ରେ ହେବ ସାନି ମତଦାନ
ଭୁବନେଶ୍ୱର: ରାଜ୍ୟରେ ଆଜିକୁ ମିଶାଇ ୪ର୍ଥ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ ଶେଷ ହୋଇଛି । ତେବେ ଏହା ଭିତରେ ପୂର୍ବ ୩ ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭୋଟ ଗ୍ରହଣ ବେଳେ ମତଦାନ କେନ୍ଦ୍ରରେ ବ୍ୟାପକ ହିଂସା, ବୁଥ ଜବରଦଖଲ, ଭୋଟ ବାକ୍ସ ଫିଙ୍ଗିବା, ବାଲାଟରେ!-->…
Read More...
Read More...
ଏଣିକି ତପସ୍ୱିନୀଙ୍କୁ ମାସିକ ପାରିତୋଷିକ ୧୭ହଜାର ବଦଳରେ ଏତିକି ଦେବେ ସୁମିତ
ବ୍ରହ୍ମପୁର: ବ୍ରହ୍ମପୁର ବହୁ ଚର୍ଚ୍ଚିତ ଡାକ୍ତର ସୁମିତ ତପସ୍ୱିନୀ ବିବାଦ ମାମଲାକୁ ନେଇ ଆସିଲା ବଡ ଖବର । ସୁମିତଙ୍କ ପକ୍ଷରୁ ଦିଆଯାଇଥିବା ମାସିକ ପାରିତୋଷିକ ହ୍ରାସ ପାଇଛି । ମାସିକ ୧୭ ହଜାର ବଦଳରେ ୧୦ହଜାର ଦେବାକୁ କୁହାଯାଇଛି । ୧୭ହଜାର ପରିବର୍ତ୍ତେ ମାସିକ ୧୦ହଜାର ଦେବାକୁ ସୁମିତଙ୍କୁ!-->…
Read More...
Read More...
ଆମ୍ବୁଲାନ୍ସ ଧକ୍କାରେ ସାଇକେଲ ଆରୋହୀ ମୃତ
ବୌଦ୍ଧ,୨୨/୨– ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ହରେକୃଷ୍ଣପୁର ଛକ ୫୭ ନମ୍ବର ଜାତୀୟ ରାଜପଥ ଉପରେ ଏକ ଆମ୍ବୁଲାନ୍ସ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ଘଟାଇ ଆମ୍ବୁଲାନ୍ସଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ମୃତକ ଜଣକ ହେଲେ ଶ୍ୟାମସୁନ୍ଦରପୁର ଗ୍ରାମର ୫୦ ବର୍ଷୀୟ!-->…
Read More...
Read More...
ନିର୍ବାଚନ ପ୍ରଚାର ବେଳେ ରାଇକିଆ ବ୍ଲକ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ, ୩ ରାଜନୈତିକ ଦଳର ନିର୍ବାଚନୀ ପ୍ରଚାର…
ଘୁ.ଉଦୟଗିରି/ରାଇକିଆ,୨୨/୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ସମସ୍ତ ପଞ୍ଚାୟତ ତଥା ଜୋନ-୧୭ ଓ ୧୮ ଜିଲ୍ଲା ପରିଷଦ ଆସନ ନିମନ୍ତେ ଆସନ୍ତା ୨୪ ତାରିଖରେ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ,ଓ ଜିଲ୍ଲା ପରିଷଦ ଆସନ ନିମନ୍ତେ ହେବ ପଞ୍ଚମ ପର୍ଯ୍ୟାୟ!-->…
Read More...
Read More...
ଦୂଷିତ ପାଣି ପିଇ ଶତାଧିକ ଆକ୍ରାନ୍ତ, ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି
ପାଟଣାଗଡ଼,୨୨/୨- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଓଡିଆପାଲି ପଞ୍ଚାୟତ ଗୁଣ୍ଡୁରୁପାଲି ଗ୍ରାମର ଶତାଧିକ ମହିଳା ପୁରୁଷ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ଗ୍ରାମରେ ଥିବା ଏକମାତ୍ର ସୋଲାରଚାଳିତ ନଳକୂପ ଉପରେ ଗ୍ରାମବାସୀ ନିର୍ଭର କରିଥାନ୍ତି । ଗତ!-->…
Read More...
Read More...
ବିଶ୍ୱ ମାତୃଭାଷା ଦିବସ ପାଳିତ
ବୌଦ୍ଧ,୨୧/୨- ବୌଦ୍ଧ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ସଭାଗୃହରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ସତ୍ୟନାରାୟଣ ଦେହୁରୀ ସ୍ୱାଗତ ଭାଷଣ ସହିତ ମାତୃଭାଷାର!-->…
Read More...
Read More...
ଦ୍ୱିତୀୟ ଜାତୀୟ ଯୁବ ସମ୍ବିଧାନ ମହୋତ୍ସବ
ଫୁଲବାଣୀ,୨୧/୨:- ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାରଙ୍କ ତରଫରୁ ଫୁଲବାଣୀ ସଦର ମହକୁମାଠାରେ ଦ୍ୱିତୀୟ ଜାତୀୟ ଯୁବ ସମ୍ବିଧାନ ମହୋତ୍ସବ କାର୍ଯ୍ୟକ୍ରମ ଭର୍ଚୁଆଲ ମୋଡ ମାଧ୍ୟମରେ ଅନୁଷ୍ଠିତ ହୋଇଅଛି । ଏହି କାର୍ଯ୍ୟକ୍ରମରେ ଭଦ୍ରକ, ବାଲେଶ୍ୱର,!-->…
Read More...
Read More...