Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୫-ଟି କାର୍ଯ୍ୟକ୍ରମ ଅଧୀନରେ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ,ଦେଶର ପ୍ରଥମ ଇନ୍ଡୋର ଆଥଲେଟିକ୍ ଷ୍ଟାଡିଅମ: ଖର୍ଚ୍ଚହେବ…
ଭୁବନେଶ୍ୱର,୨୧/୨- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ କଂପ୍ଲେକ୍ସ ଗସ୍ତ କରି ସେଠାରେ ୩୦୦ କୋଟି ଟଙ୍କାର ବିଭିନ୍ନ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ ବିଶେଷତଃ ନିର୍ମାଣାଧୀନ ଇନ୍ଡୋର ଆଥଲେଟିକ୍ ଷ୍ଟାଡିଅମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି । ଏହି!-->…
Read More...
Read More...
ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଅନଲାଇନ ସ୍ତରୀୟ ସଚେତନତା ଶିବିର
ଗଜପତି,୨୧/୨- ମାନ୍ୟବର ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ କଟକ ଓ ମାନ୍ୟବର ଜିଲ୍ଲା ଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସତ୍ୟପିର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଏକ ଅନଲାଇନ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି!-->…
Read More...
Read More...
ସୁନିଲ ମହାପାତ୍ରଙ୍କ ଆଜି ଶେଷ ମାରାଥନ ପ୍ରଚାର
ଗଜପତି,୨୧/୨- ଗଜପତି ଜିଲ୍ଲା ଗୋଶାଣି ବ୍ଳକର କେରାଣ୍ଡି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀସୁନିଲ ମହାପାତ୍ରଙ୍କ ଆଜି ଶେଷ ମାରାଥନ ପ୍ରଚାର ଚାଲିଥିବା ଦେଖିବାକୁ ମିଳିଛି । ଆଜି ପଞ୍ଚାୟତରପ୍ରତି ଗ୍ରାମ ଓ ଘରକୁ ଯାଇ ଭୋଟ ସକାଶେ ନିବେଦନ କରିଥିଲେ । ଲୋକମାନେ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।ତା!-->…
Read More...
Read More...
ବିଶ୍ୱ ମାତୃଭାଷା ଦିବସ ପାଳିତ
ଗଜପତି,୨୧/୨- ଆଜି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହସ୍ତାକ୍ଷର, ବତ୍କୃତା, ପ୍ରବନ୍ଧ, ଅନ୍ତାକ୍ଷରୀ, ଆଶୁ କବିତା ଲିଖନ, ପୁସ୍ତକ ପଠନ ଓ ପ୍ରଶ୍ନ ମଞ୍ଚ ପ୍ରତିଯୋଗିତା ଗୁଡ଼ିକର ଆୟୋଜନ କରାଯାଇ କୃତି!-->…
Read More...
Read More...
ବ୍ରାହ୍ମଣ ସମାଜ ପକ୍ଷରୁ ବିଶ୍ୱନାଥ ମିଶ୍ରଙ୍କୁ ସମ୍ମାନିତ
ବୌଦ୍ଧ,୨୧/୨- ବୌଦ୍ଧଜିଲ୍ଲା ବ୍ରାହ୍ମଣ ସମାଜର ବରିଷ୍ଠ ସଦସ୍ୟ ବିଶ୍ୱନାଥ ମିଶ୍ର ଡାକ ଟିକଟ ସଂଗ୍ରହ କ୍ଷେତ୍ରରେ ଅନ୍ତଃରାଷ୍ଟ୍ରୀୟ ସମ୍ମାନର ଅଧିକାରୀ ହୋଇ ବୌଦ୍ଧଜିଲ୍ଲାର ଗୌରବ ବଢ଼ାଇ ପାରିଛନ୍ତି । ତାଙ୍କୁ ଆଜି ଜଗନ୍ନାଥ ମନ୍ଦିରରେ ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ସମ୍ମାନିତ କରାଯାଇଛି ।!-->…
Read More...
Read More...
ନାଇକେନପାଲିରେ ସ୍ୱଚ୍ଛତା ପଦଯାତ୍ରା
ସୁବର୍ଣ୍ଣପୁର,୨୧/୨- ଆଜି ସୋନପୁର ବ୍ଲକର ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ସ୍ୱଚ୍ଛତା ପଦଯାତ୍ରା ସହ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡାକ୍ତର ସଙ୍ଗୀତା ଚୌଧୁରୀ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ । ସ୍ୱଚ୍ଛତା ପାଇଁ!-->…
Read More...
Read More...
ହଟିଲା ଜଗାଦର୍ଶନ କଟକଣା
ପୁରୀ,୨୧/୨- ଆଜିଠାରୁ ଶ୍ରୀମନ୍ଦିରରେ ଜଗା ଦର୍ଶନ ପାଇଁ ହଟିଲା ସମସ୍ତ କଟକଣା ଓ ସହଜ ହେଲା ଜଗା ଦର୍ଶନ । ଆଜିଠାରୁ ପରବର୍ତ୍ତୀ ଏସଓପି ଆସିବା ପର୍ଯ୍ୟନ୍ତ ଜଗାଦର୍ଶନ ପାଇଁ ଉଭୟ କୋଭିଡ୍ ଆରଟିପିସିଆର୍ ନେଗେଟିଭ୍ ରିପୋର୍ଟ କିମ୍ବା ଦୁଇଟି ଡୋଜ୍ ନେଇଥିବା ଟିକାର ପ୍ରମାଣପତ୍ର ଆଉ!-->…
Read More...
Read More...
ସାମ୍ବାଦିକଙ୍କୁ ଆକ୍ରମଣର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ଓଜେୟୁ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ନବରଙ୍ଗପୁର,୨୧/୨- ନବରଙ୍ଗପୁର ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ) ତରଫରୁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ୨୦ ତାରିଖରେ ଯାଜପୁର ଜିଲ୍ଳା ବିଞ୍ଜାରପୁର ଅଞ୍ଚଳରେ ଚାରିଜଣ ସାମ୍ବାଦିକଙ୍କୁ ଆକ୍ରମଣ ସହିତ ଜଣେ ସାମ୍ବାଦିକଙ୍କୁ ଅପହରଣ!-->…
Read More...
Read More...
ସ୍ଥାୟୀ ପଟ୍ଟାପ୍ରଦାନ ପାଇଁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଣ ଆନ୍ଦୋଳନ ପାଇଁ ଚେତାବନୀ
ଫୁଲବାଣୀ,୨୧/୨- ଦେଶ ସ୍ୱାଧିନ ହେବାର ୭୫ବର୍ଷ ପରେ ଫୁଲବାଣୀ ସହରର ଅଧିକାଂଶ ଲୋକ ପଟ୍ଟାଜମି ଅଭାବରୁ ଅନାବାଦୀ ଜମିରେ ଘରକରି ବସବାସ କରି ଆସୁଛନ୍ତି । ୩୦ବର୍ଷରୁ ଅଧିକ ସମୟ ନିରବଛିନ୍ନ ଗୋଟାଏ ଜାଗାରେ ଘର କରି ରହି ଆସୁଥିଲେ ସେହି ଜମିର ସ୍ଥାୟୀ ଘରଡିହ ପଟ୍ଟା ପ୍ରଦାନ କରିବାକୁ ସରକାରୀ!-->…
Read More...
Read More...
ବୁଥକୁ ଗଲେ ପୁଲିଂ କର୍ମଚାରୀ
ଦଶପଲ୍ଲା,୨୧/୨: - ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ରବିବାର ପ୍ରଚାର ଶେଷ ହୋଇଛି । ଆସନ୍ତା ୨୨ ତାରିଖରେ ଗଣିଆ ବ୍ଲକରେ ମତଦାନ ହେବ । ବ୍ଲକର ୧୧୯ଟି ଭୋଟ ଗ୍ରହଣ କେନ୍ଦ୍ରରେ ୩୧୫୫୯ ଭୋଟର ମତଦାନ କରିବେ । ରବିବାର ପୁଲିଂ କର୍ମଚାରୀମାନେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ବାଲାଟ୍!-->…
Read More...
Read More...