Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଣିଗୋଛାରେ ପାନୀୟଜଳ ଯୋଗାଣ ବନ୍ଦ
ଦଶପଲ୍ଲା : ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ବାଣିଗୋଛା ଗ୍ରାମ ପଂଚାୟତରେ ଗତ ୪ଦିନ ହେବ ପାନୀୟ ଜଳଯୋଗାଣ ସଂପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଇଛି । ବାଣିଗୋଛା ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ବସୁଧା ଯୋଜନାରେ ଏକ ଉଚ୍ଚ କ୍ଷମତା ସଂପର୍ଣ୍ଣ ପାଣିଟାଙ୍କି ସ୍ଥାପନ ସହ ପ୍ରତି ପରିବାରକୁ ପାନୀୟଜଳ!-->…
Read More...
Read More...
ଜଗା ଦର୍ଶନ ପାଇଁ ଜାରି ହେଲା ନୂଆ ଏସ୍ଓପି, ୨୧ରୁ ଲାଗୁ ହେବ
ପୁରୀ : ଜଗା ଦର୍ଶନ ପାଇଁ ଜାରି ହେଲା ନୂତନ ଏସଓପି । ୨୧ ଫେବୃଆରୀରୁ ଲାଗୁ ହେବ ନୂଆ ନିୟମ । ଦର୍ଶନ ପାଇଁ ଦେଖେଇବାକୁ ପଡିବନି କୋଭିଡ ଟିକା ପ୍ରମାଣପତ୍ର । ଗତ ୧୪ ତାରିଖରେ ଛତିଶା ନିଯୋଗ ଓ ନୀତି ସବକମିଟି ବୈଠକରେ ହୋଇଥିଲା ନିଷ୍ପତ୍ତି । କୋଭିଡର ଗାଇଡଲାଇନ ସହ ପୂର୍ବରୁ ୩୧ ଜାନୁଆରୀରେ!-->…
Read More...
Read More...
ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ : ୩୭ ପଞ୍ଚାୟତ, ୪ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟରଙ୍କ ହାତରେ
ଦଶପଲ୍ଲା : ନୟାଗଡ଼ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବୁଧବାରଠାରୁ ପ୍ରଚାର ଶେଷ ହୋଇଛି ଓ ଆଜି ସକାଳୁ ମତଦାନ ଆରମ୍ଭ ହୋଇଛି । ନିର୍ବାଚନ କମିଶନଙ୍କ ନିୟମାନୁସାରେ ୩୬ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ, ଶୁକ୍ରବାର!-->…
Read More...
Read More...
ଭିଜିଲାନ୍ସ ଜାଲରେ ଯନ୍ତ୍ରୀ
କୋରାପୁଟ : ଭିଜିଲାନ୍ସ ଜାଲରେ ଯନ୍ତ୍ରୀ । ସୁନାବେଡା ପୌରପରିଷଦର ସହକାରୀ ଯନ୍ତ୍ରୀ ମନୋଜ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ । ଜୟପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ୬ଟି ସ୍ଥାନରେ ଚାଲିଛି ଚଢାଉ। ଖୋର୍ଦ୍ଧା, ଗଜପତି, ଗଞ୍ଜାମ, କୋରାପୁଟ, ଭୁବନେଶ୍ବର ସମେତ ୬ଟି ସ୍ଥାନରେ ଚଢାଉ ଜାରି ରହିଛି!-->…
Read More...
Read More...
ସ୍ୱର୍ଗତ ଦେବେନ୍ଦ୍ର କୁମାର ମିଶ୍ରଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା
ସୁବର୍ଣ୍ଣପୁର: ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ ,ସୁବର୍ଣ୍ଣପୁର ଦ୍ୱାରା ଆଜି ସଂଧ୍ୟା ୭.୦୦ ଘଟିକାରେ ସ୍ଥାନୀୟ ପ୍ରଭାସ ଲଜରେ ପ୍ରାକ୍ତନ ନିର୍ବାଚନ ଆୟୋଗ ,ସୁବର୍ଣ୍ଣପୁରର ବରପୁତ୍ର ତଥା ମହାନଦୀ ସାହିତ୍ୟ ସଂସଦର ଉପଦେଷ୍ଟା ସ୍ୱର୍ଗତ ଦେବେନ୍ଦ୍ର!-->…
Read More...
Read More...
ନିର୍ବାଚନୀ ହିଂସା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ : ଡିଜିପି
ଭୁବନେଶ୍ୱର: ନିର୍ବାଚନ ସମୟରେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି । ପୋଲିସ କୋହଳ ମନୋଭାବ ନଦେଖାଇ କାର୍ଯ୍ୟାନୁଷ୍ଠାନ ନେବ । ନିର୍ବାଚନ ସମୟରେ ଗୋଟିଏ ଦୁଇଟି ସ୍ଥାନରେ ହିଂସା ହୋଇଛି । ଆମେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ଅନ୍ୟ ପର୍ଯ୍ୟାୟରେ ଭୋଟିଂ!-->…
Read More...
Read More...
ମାଲିକାପଡିରେ ବିଜେଡିର ନିର୍ବାଚନୀ ସଭା
ଘୁ ଉଦୟଗିରି : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ପଡିବା ପାଇଁ ଘୁ ଉଦୟଗିରି ବ୍ଳକ ଅଞ୍ଚଳରେ ଆଉ ମାତ୍ର ୪ ଦିନ ବାକି ଥିବା ବେଳେ ୫ ନମ୍ବର ଜୋନ ପାର୍ଥିନୀଙ୍କ ନିମନ୍ତେ ମନ୍ତ୍ରୀ ପ୍ରତାପ ଜେନା ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଆଜି ମାଲିକାପଡି ପଞ୍ଚାୟତ ଅନ୍ତର୍ଗତ ବାଡେନାନୁ ପଡିଆରେ ୫!-->…
Read More...
Read More...
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ମା’ ମୃତ, ଝିଅ ଗୁରୁତର
ଭବାନୀପାଟଣା: ସ୍କୁଟିରେ ଯିବା ବେଳେ ୨୬ ନଂ ଜାତୀୟ ରାଜପଥର ଭବାନୀପାଟଣା ପରଦେଶୀ ପଡ଼ା ଠାରେ ଟ୍ରକ୍ ଚକା ତଳେ ଚାପି ହୋଇ ସ୍କୁଟି ଅ।ରୋହୀ ମା'ର ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣାରେ ଝିଅ ଗୁରୁତର ହୋଇଛି । ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଝିଅକୁ ଭବାନୀପାଟଣା ମେଡିକାଲ୍ କୁ ପଠାଇ!-->…
Read More...
Read More...
ପୌର ନିର୍ବାଚନ ପାଇଁ ପ୍ରକାଶ ପାଇଲା ଚୂଡ଼ାନ୍ତ ବୁଥ୍ ତାଲିକା
ଭୁବନେଶ୍ୱର, : ଆସନ୍ତା ପୌର ନିର୍ବାଚନ ପାଇଁ ୱାର୍ଡ ଓ ବୁଥ୍ ତାଲିକା ପ୍ରକାଶ ପାଇଛି ।ଏହାକୁ ରାଜ୍ୟ ନିର୍ବାଚନ କମିଶନ ଅନୁମୋଦନ କରିଛନ୍ତି । ସମୁଦାୟ ମୁନିସିପାଲିଟି ଓ ବିଜ୍ଞାପିତ ଅଂଚଳ ପରିଷଦ ସଂଖ୍ୟା ୪୮ ୫୯ = ୧୦୭, ସମୁଦାୟ ମହାନଗର ନିଗମ-୩, ମୁନିିିସିପାଲିଟି ଓ ବିଜ୍ଞାପିତ ଅଂଚଳ!-->…
Read More...
Read More...
ମତଦାତା ଅଧିକାର ଓ କୋଭିଡ଼ ଅନୁକୂଳ ବ୍ୟବହାର’ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ
ବୌଦ୍ଧ,୧୭/୨- ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ , ଫୁଲବାଣୀ ପକ୍ଷରୁ ଆଜି ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ବାମଣ୍ଡା ଗ୍ରାମରେ "ମତଦାତା ଅଧିକାର ଓ କୋଭିଡ଼ ଅନୁକୂଳ ବ୍ୟବହାର’ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ!-->…
Read More...
Read More...