Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସହିଦ ସାମ୍ବାଦିକଙ୍କ ଏକାଦଶାହରେ ଯୋଗଦେଲେ ବିଭିନ୍ନ ଜିଲ୍ଲାର ଗଣମାଧ୍ୟମ ପ୍ରତିନିଧି
ସୁବର୍ଣ୍ଣପୁର,୧୭/୨- ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସହିଦ ହୋଇଥିବା କଳାହାଣ୍ଡି ଜ଼ିଲ୍ଲା ମୋହନଗିରି ବ୍ଲକର ଧରିତ୍ରୀ ପ୍ରତିନିଧି ସ୍ୱର୍ଗତ ରୋହିତ ବିଶ୍ୱାଳଙ୍କ ଏକାଦଶାହ କାର୍ଯ୍ୟ ଅବସରରେ ମୋହନଗିରି ଠାରେ ଗତକାଲି ଗ୍ରାମବାସୀଙ୍କ ପକ୍ଷରୁ ଏକ ଶୋକସଭାର ଆୟୋଜନ କରାଯାଇଥିଲା । ଓଡିଶା ସାମ୍ବାଦିକ!-->…
Read More...
Read More...
ଜାଣନ୍ତୁ ପ୍ରଥମ ପର୍ଯ୍ୟାୟରେ କେଉଁ ଜିଲ୍ଲାରେ କେତେ ମତଦାନ, ଆଗରେ ବୌଦ୍ଧ ଜିଲ୍ଲା
ଭୁବନେଶ୍ୱର : ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାରେ ରାଜ୍ୟ ମୋଟ ୭୭.୨ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ଆସନ୍ତା ଜାଣିବା କେଉଁ ଜିଲ୍ଲାରେ କେତେ ମତଦାନ ହୋଇଛି ।
Read More...
Read More...
ଶାନ୍ତିଶୃଙ୍ଖଳା ସହ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ,ମାଓ ଅଞ୍ଚଳରୁ ସୁରକ୍ଷିତ ଫେରିଲେ ପୁଲିଙ୍ଗ୍ ପାର୍ଟି
ଫୁଲବାଣୀ: ମାଓ ଅଧ୍ୟୁଷିତ କନ୍ଧମାଳ ଜ଼ିଲ୍ଲାରେ ପ୍ରଥମ ପର୍ଯାୟ ଭୋଟ ଗ୍ରହଣ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । ପୁଲିଙ୍ଗ୍ ପାର୍ଟି ମାନେ ସୁରକ୍ଷିତ ଭାବେ ଫେରିଛନ୍ତି । ଆଜି ନିର୍ବାଚନରେ ବାଲିଗୁଡ଼ା ବ୍ଲକରେ ୮୧.୨୩ ପ୍ରତିଶତ ମତଦାନ ହୋଇଛି । ଠିକ୍ ସେହିପରି କେ. ନୂଆଗାଁ ବ୍ଲକରେ ମଧ୍ୟ!-->…
Read More...
Read More...
ଶାନ୍ତି ଶୃଙ୍ଖଳାରେ ସରିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ : ବାଲିଗୁଡ଼ା ବ୍ଲକରେ୮୧.୨୩% ଓ କ.ନୂଆଗାଁ ବ୍ଲକରେ ୭୧.୬୬%…
ବାଲିଗୁଡ଼ା: କନ୍ଧମାଳରେ ଶାନ୍ତିଶୃଙ୍ଖଳା ସହ ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ଜିଲ୍ଲାର ବାଲିଗୁଡା ବ୍ଲକର ୧୪ ପଞ୍ଚାୟତରେ ୧୮୩ଟି ବୁଥ୍ ଓ କ.ନୂଆଗାଁ ବ୍ଳକର ୧୪ଟି ପଞ୍ଚାୟତରେ ୧୭୭ଟି ବୁଥରେ ଶାନ୍ତିଶୃଙ୍ଖଳା ସହ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ!-->…
Read More...
Read More...
ଭୋଟ ବର୍ଜନ କଲେ ଗ୍ରାମବାସୀ
ଫୁଲବାଣୀ,୧୬/୨- ଆଜି ହେଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ଏପଟେ ବର୍ଜନ କରିଛନ୍ତି ଗ୍ରାମବାସୀ । ଏମିତି ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ଅନ୍ତର୍ଗତ ବଣ୍ଡଗୁଡ଼ା ପଞ୍ଚାୟତର ୪ ନମ୍ବର୍ ୱାର୍ଡବାସୀ । ଗ୍ରାମବାସୀଙ୍କ ଅଭିଯୋଗ ହେଲା!-->…
Read More...
Read More...
ଜନ୍ମକଲା ପୁଅର ଟାଙ୍ଗିଆ ଚୋଟରେ ମା ଗୁରୁତର
ଫୁଲବାଣୀ,୧୬/୨- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଲାପଡା ପଂଚାୟତ ଗୁରୁପଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଜନ୍ମକଲା ପୁଅର ଟାଙ୍ଗିଆ ଚୋଟରେ ମା ଗୁରୁତର ହୋଇ ମେଡିକାଲରେ ଭର୍ତ୍ତିହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ଗୁରୁପଡା ଗାଁର ବୈକୁଣ୍ଠ ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କ!-->…
Read More...
Read More...
କ.ନୂଆଗାଁ ବ୍ଲକରେ ଭୋଟ ବର୍ଜନ କଲେ ଗ୍ରାମବାସୀ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲାର କ.ନୂଆଗାଁ ବ୍ଲକର ପ୍ରଥମ ପର୍ଯ୍ୟାୟରେ ୧୪ଟି ଗ୍ରାମପଞ୍ଚାୟତର ୧୭୭ଟି ବୁଥରେ ମତଦାନ ହୋଇଛି । ନୂତନ ପଞ୍ଚାୟତ ଗଠନ ଦାବୀରେ ଭୋଟ ବର୍ଜନ କଲେ କ. ନୂଆଗାଁ ବ୍ଲକ ଜିରିଡିକିଆ ଓ ବଣ୍ଡଗୁଡ଼ା ପଞ୍ଚାୟତର ଆଠଟି ୱାର୍ଡବାସୀ । ନୂତନ ପଞ୍ଚାୟତ ଗଠନ ଓ ମୌଳିକ ସମସ୍ୟାର!-->…
Read More...
Read More...
କିଟ୍ ବିଶ୍ୱବିଦ୍ୟାଳୟର ୧୮ତମ ପ୍ରତିଷ୍ଠା ଦିବସ;ଭାରତର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ବିଶ୍ୱ ପାଇଁ ଉଦାହରଣ: ବିଶୋ…
ଭୁବନେଶ୍ୱର,୧୬ ।୨: ଭାରତର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ବିଶ୍ୱ ପାଇଁ ଉଦାହରଣ ବୋଲି ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପ୍ରତିନିଧି ତଥା ଭାରତ ମୁଖ୍ୟ ବିଶୋ ପାରାଜୁଲି କହିଛନ୍ତି । ବୁଧବାର କିଟ୍ ବିଶ୍ୱବିଦ୍ୟାଳୟ ୧୮ତମ ପ୍ରତିଷ୍ଠା ଦିବସ ବକ୍ତୃତା ପ୍ରଦାନ କରି ଶ୍ରୀ ପାରାଜୁଲି କହିଲେ,!-->…
Read More...
Read More...
୮୧.୨୮% ମତଦାନରୁ ଆରମ୍ଭ ହେଲା ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ପ୍ରଥମ ପର୍ଯ୍ୟାୟ ଭୋଟ୍
ସୁବର୍ଣ୍ଣପୁର,୧୬/୨ - ଆଜି ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଅଞ୍ଚଳରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି । ଆଜିର ଭୋଟଗ୍ରହଣ ଡୁଙ୍ଗୁରିପାଲି ବ୍ଲକର ୩୩୦ଟି ବୁଥ ରେ ୯୬୭୬୦ ଜଣ ଭୋଟର ମତଦାନ ସାବ୍ୟସ୍ତ କରିବାପାଇଁ ଥିଲେ । ଡୁଙ୍ଗୁରିପାଲି ବ୍ଲକର ୨୬ ଗୋଟି ପଂଚାୟତରେ ୧୦୬ଜଣ ସରପଞ୍ଚ!-->…
Read More...
Read More...
କେରାଣ୍ଡି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଗୌରାଙ୍ଗ ପ୍ରଧାନଙ୍କ ମାରାଥନ୍ ପ୍ରଚାର
ଗଜପତି,୧୬/୨- ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଗୌରାଙ୍ଗ ପ୍ରଧାନଙ୍କ ପଞ୍ଚାୟତରେ ଜୋରସୋରରେ ପ୍ରଚାର ଚାଲିଥିବା ଦେଖିବାକୁ ମିଳିଛି । ଆଜି ସରପଞ୍ଚ ପ୍ରାର୍ଥୀ ଗୌରାଙ୍ଗ ନିଜ ସମର୍ଥକଙ୍କ ସହ ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲି ଘରକୁଘର ନିଜର!-->…
Read More...
Read More...