Browsing Category

ରାଜ୍ୟ

୮୧.୨୮% ମତଦାନରୁ ଆରମ୍ଭ ହେଲା ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ପ୍ରଥମ ପର୍ଯ୍ୟାୟ ମତଦାନ

ସୁବର୍ଣ୍ଣପୁର,୧୬/୨ - ଆଜି ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଅଞ୍ଚଳରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି । ଆଜିର ଭୋଟଗ୍ରହଣ ଡୁଙ୍ଗୁରିପାଲି ବ୍ଲକର ୩୩୦ଟି ବୁଥ ରେ ୯୬୭୬୦ ଜଣ ଭୋଟର ମତଦାନ ସାବ୍ୟସ୍ତ କରିବାପାଇଁ ଥିଲେ । ଡୁଙ୍ଗୁରିପାଲି ବ୍ଲକର ୨୬ ଗୋଟି ପଂଚାୟତରେ ୧୦୬ଜଣ ସରପଞ୍ଚ
Read More...

ପ୍ରଶାସନର ଭୁଲ ଯୋଗୁଁ ୮ କି.ମି ଯିବାକୁ ପଡିବ ଭୋଟରଙ୍କୁ, ଭୋଟ ଦେବାକୁ ଯିବାପାଇଁ ବ୍ୟବସ୍ଥା କରିବାକୁ ଦାବି

ଘୁ.ଉଦୟଗିରି,୧୬/୨- ଘୁ.ଉଦୟଗିରି ବ୍ଳକ ଅଧୀନରେ ଥିବା ମାଳିକାପଡି ପଞ୍ଚାୟତର ୧ ନମ୍ବର ୱାର୍ଡ ଗାଲୁଲି ଗ୍ରାମର ଭୋଟର ତାଲିକା ସ୍ଥାନୀୟ ପଞ୍ଚାୟତର ୧୪ ନମ୍ବର ୱାର୍ଡ ସିର୍କୀ ଗ୍ରାମରେ ଅନ୍ତର୍ଭୁକ୍ତ ହୋଇଛି । ପାଖାପାଖି ୯୦ ଜଣ ବୃଦ୍ଧବୃଦ୍ଧାଙ୍କ ସମେତ ଅନ୍ୟମାନଙ୍କର ନାମ ଭୋଟର ତାଲିକାରେ ନିଜ
Read More...

ସରିଲା ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ, ମତଦାନ ୬୦ ପ୍ରତିଶତରୁ ଅଧିକ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ସାବ୍ୟସ୍ତ କରିଛନ୍ତି ଗ୍ରାମାଞ୍ଚଳ ଭୋଟର । ଆଜି ଥିଲା ପ୍ରଥମ ପର୍ଯ୍ୟାୟ ଭୋଟ । ରାଜ୍ୟର ୩୦ ଜିଲ୍ଲାର ୭୧ ବ୍ଲକରେ ଶେଷ ହୋଇଛିମତଦାନ । ଏହି ଅବସରରେ ଦିନ ୧ଟା ସୁଦ୍ଧା ରାଜ୍ୟ ବିଭିନ୍ନ ସ୍ଥାନରେ ୬୦ ପ୍ରତିଶତରୁ ଅଧିକ ମତଦାନ
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିର୍ଣ୍ଣାୟକ ହେବେ ମହିଳାଗୋଷ୍ଠୀ !

ଦଶପଲ୍ଲା,୧୬/୨: ନୟାଗଡ଼ ଜିଲ୍ଲାର ୮ଟି ବ୍ଲକ ଓ ସମସ୍ତ ପୌରାଞ୍ଚଳରେ ପ୍ରାର୍ଥୀଙ୍କ ଭାଗ୍ୟ ଲେଖିବେ ୧୧୮୮୩ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ । ପ୍ରତ୍ୟେକ ମହିଳା ଗୋଷ୍ଠୀରେ ୧୨ ରୁ ୨୦ ଜଣ ପର୍ଯ୍ୟନ୍ତ ସଦସ୍ୟ ରହିଛନ୍ତି । ଜଣେ ଜଣେ ମହିଳା ସଦସ୍ୟଙ୍କ ପରିବାରରେ ୫ ରୁ ୮ ଜଣ ଲେଖାଏଁ ଭୋଟର
Read More...

ମହାମହିମ ରାଷ୍ଟ୍ରପତିଙ୍କ ପୁରୀଗସ୍ତ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ସମୀକ୍ଷା ବୈଠକ

ପୁରୀ,୧୬/୨- ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ସମ୍ଭାବ୍ୟ ଦୁଇଦିନିଆ ପୁରୀଗସ୍ତ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ରାଜଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଆସନ୍ତା ୧୯ ଓ ୨୦ ତାରିଖରେ
Read More...

ସରପଞ୍ଚ ପ୍ରାର୍ଥୀଙ୍କ ସନ୍ଦେହ ଜନକ ମୃତ୍ୟୁ, ନିର୍ବାଚନ ବନ୍ଦ

କଟକ: ସରପଞ୍ଚ ପ୍ରାର୍ଥୀଙ୍କ ସନ୍ଦେହ ଜନକ ମୃତ୍ୟୁ । କଟକ ସଦର ଯଶପଡା ଗ୍ରାମ ପଂଚାୟତର ସରପଞ୍ଚ ପ୍ରାର୍ଥୀ ମୃତ୍ୟୁ । ମୃତ୍ୟୁ ବରଣ କରିଥିବା ସରପଞ୍ଚ ପ୍ରାର୍ଥୀ ହେଉଛନ୍ତି ନମିତା ବେହେରା । ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ସୂଚନା ଅନୁସାରେ ନମିତା ଚଳିତ
Read More...

ଜାଗ୍ରତ କନ୍ଧମାଳର ପ୍ରତିଷ୍ଠାତା ସତ୍ୟ ନାରାୟଣ ବେହେରାଙ୍କ ସହାୟତା

ଫୁଲବାଣୀ:-ଯେଉଁଠାରେ କିଛି ସାହାଯ୍ୟର ଆବଶ୍ୟକ ପଡିଲା ତାଙ୍କୁ କିଏ କହୁ ନ କହୁ, କିଏ ଡାକୁ ନ ଡାକୁ ସାହାଯ୍ୟ କରିବାକୁ ଅକୁଣ୍ଠ ଚିତରେ ଆଗେଇ ଆସନ୍ତି ଜାଗ୍ରତ କନ୍ଧମାଳର ପ୍ରତିଷ୍ଠା ତା ତଥା ହିନ୍ଦୁ ମଜଦୂର ସଭାର ଜିଲ୍ଲା ଆବାହକ, ଜିଲ୍ଲା ପ୍ରେସ କ୍ଳବର ଉପ ସଭାପତି ତଥା ଆଇନଜୀବୀ ସତ୍ୟ
Read More...

ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ଭଟଲୀର କେଲେଣ୍ଡାପାଲି ସରପଞ୍ଚ ମତଦାନ ସ୍ଥଗିତ

ଭୁବନେଶ୍ୱର,୧୫/୨ : ବରଗଡ଼ ଜିଲ୍ଲାର ଭଟଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେଲେଣ୍ଡାପାଲିରେ ଆସନ୍ତାକାଲି ସରପଞ୍ଚ ପଦ ପାଇଁ ଭୋଟ ଗ୍ରହଣ ହେବ ନାହିଁ । ଏହାକୁ ସ୍ଥଗିତ ରଖାଯାଇଛି । ଆଜି ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ଏହି ପଦ ପାଇଁ ଲଢୁଥିବା ଜଣେ ପ୍ରାର୍ଥୀଙ୍କର ମୃତ୍ୟୁ ଘଟିବାରୁ ଏଭଳି
Read More...

ପୁରୀ ଆସୁଛନ୍ତି ରାଷ୍ଟ୍ରପତି, ସ୍ଥିତି ଅନୁଧ୍ୟାନ କଲେ ଅତିରିକ୍ତ ଡିଜି

ପୁରୀ : ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତି ପୁରୀରେ ପହଞ୍ଚିବା ପରେ ସିଧାସଳଖ ରାଜଭବନ ଅଭିମୁଖେ ଓ ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ।୨୦ତାରିଖ ସକାଳ ୧୦.୩୫ରେ ଗୌଡୀୟ ମଠ ପରିଦର୍ଶନ କରି ପୂର୍ବାହ୍ନ
Read More...

ଲକ୍ଷ୍ମୀମୁଣ୍ଡା କ୍ରିକେଟ କପ୍‌ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ରାଖିଉଡାର ଚମ୍ପିୟାନ

ପାଟଣାଗଡ଼ : ପାଟଣାଗଡ଼ ବ୍ଳକ ଲକ୍ଷ୍ମୀ ମୁଣ୍ଡା ଗ୍ରାମର କ୍ରିକେଟ୍‌ କ୍ଲବ ଆନୁକୁଲ୍ୟରେ ସ୍ଥାନୀୟ ଖେଳ ପଡିଆରେ କ୍ରିକେଟ କପ୍‌ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ତିନି ଦିନ ଧରି ଅନୁଷ୍ଠିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୧୬ ଟି କ୍ରିକେଟ ଦଳ ପ୍ରତିଯୋଗିତାରେ ଭାଗ ନେଇ ଥିବା ବେଳେ
Read More...