Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଲିଗୁଡା ବିଧାୟକଙ୍କ ଗାଁରେ ଭୋଟ ବର୍ଜନ ଚେତାବନୀ
ବାଲିଗୁଡା : ବାଲିଗୁଡା ବିଧାୟକଙ୍କ ଗାଁରେ ଭୋଟ ବର୍ଜନ ଚେତାବନୀ । ନୂତନ ପଂଚାୟତ ଗଠନ ଓ ମୌଳିକ ସମସ୍ୟାର ସମାଧାନ ପାଇଁ ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ବର୍ଜନ କରିବେ ସାଇନ ଗ୍ରାମ ପଂଚାୟତର ଛଅ ୱାର୍ଡବାସୀ । ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ନନ୍ଦମାହା!-->…
Read More...
Read More...
ପ୍ରେମ ଦିବସରେ ସୁବର୍ଣ୍ଣପୁର ବୁଢାରଜା ସଂଗଠନର ନିଆରା ପ୍ରୟାସ
ସୁବର୍ଣ୍ଣପୁର : ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବୁଢାରଜା ୟୁଥ ଏସୋସିଏସନ ପକ୍ଷରୁ ଆଜିର ପ୍ରେମ ଦିବସକୁ ନାରୀ ସୁରକ୍ଷା ଓ ସମ୍ମାନ ଦିବସ ବା ସେବା ଦିବସ ଭାବେ ଉତ୍ସବ ପାଳନ କରିଛନ୍ତି । ଏହି ଅବସରରେ ଦୀର୍ଘ ଦଶ ବର୍ଷ ଧରି ଏହି ଅନୁଷ୍ଠାନ ଏହି ଦିବସକୁ ନାରୀ ସମ୍ମାନ ଓ ସେବା ଦିବସ ଭାବେ!-->…
Read More...
Read More...
ବୁଥ୍ରେ ପହଞ୍ଚିଲେ ପୁଲିଂ ପାର୍ଟି
ଦଶପଲ୍ଲା : - ଆସନ୍ତା ୧୬ତାରିଖ ଦିନ ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ପାଇଁ ଓଡ଼ଗାଁ ବ୍ଲକ୍ରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଓଡଗାଁ ବ୍ଲକ୍ର ମୋଟ ୫୭୪ଟି ବୁଥ୍ ପାଇଁ ୧ ହଜାର ୭ଶହ ୨୨ଜଣ କର୍ମଚାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି । ସେହିପରି ୨୦୭ ଖଣ୍ଡ ବସ୍,!-->…
Read More...
Read More...
କାର ଦୁର୍ଘଟଣାଗ୍ରସ୍ତ; ଜଣେ ମୃତ, ୨ ଆହତ
ଘୁ ଉଦୟଗିର: କନ୍ଧମାଳ ଜିଲ୍ଲା ଅଧୀନରେ ଥିବା ଘୁ ଉଦୟଗିରି ବ୍ଳକ ଅଧୀନରେ ଥିବା କଳିଙ୍ଗା ପଞ୍ଚାୟତର ରାଇପଦା ନିକଟରେ ଓଡି୦୫ ଏନ ୦୧୫୪ ବିଶିଷ୍ଟ ଏକ କାର କୌଣସି କାମ ପାଇଁ ବାଲିଗୁଡା ବାରଖାମା ଯାଇ ଫେରୁଥିବା ବେଳେ ସ୍ଥାନୀୟ ପଞ୍ଚାୟତର ରାଇପଦା ଠାରେ ଏକ ଆମ୍ବ ଗଛରେ ପିଟି ହେବା ଫଳରେ ଜଣଙ୍କର!-->…
Read More...
Read More...
ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି,ଆଉ ୫ ଜଣ ଅଧିକାରୀଙ୍କୁ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି ।!-->…
Read More...
Read More...
ଅର୍ଥ ସାଜିଛି ବାଧକ, ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଏକଲବ୍ୟ
ଘୁ ଉଦୟଗିରି: ଦୀର୍ଘ ୨୫ ପୂର୍ବେ ଦିନେ ହଟାତ ଗଛରୁ ପଡିଗଲେ, ଯାହା ଫଳରେ ମୂତ୍ରାଶୟରେ ଗଭୀର ଆଘାତ ହେବା ଫଳରେ ପ୍ରଥମେ ତାଙ୍କୁ ସ୍ଥାନୀୟ ଗୁଡ୍ରିପୋଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା ଓ ସେଠାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ତାଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ତାଙ୍କର ପରିଶ୍ରା!-->…
Read More...
Read More...
ବ୍ରାଉନସୁଗାର ମାଫିଆଙ୍କୁ ଗିରଫ କଲା ପୁରୀ ପୁଲିସ
ପୁରୀ : ବ୍ରାଉନ ସୁଗାର ମାଫିଆ ଫିରୋଜ ଖାନ ସହ ୪ଜଣକୁ ଗିରଫ କରିଛି ପୁରୀ ପୋଲିସ । ପୁରୀ ବାସେଳି ସାହି ଥାନା ପୋଲିସ ଓ ଏସଟିଏଫର ମିଳିତ ଚଢାଉରେ ଜବତ ହେଲା ୩୫୬ ଗ୍ରାମ ବ୍ରାଉନସୁଗାର । ଏଥିସହ ୧୭ ହଜାର ନଗଦ ଟଙ୍କା, ୩ଟି ମୋଟରସାଇକେଲ, ୫ଟି ମୋବାଇଲ ଜବତ କରିଛି ବାସେଳୀ ସାହି ଥାନା ପୋଲିସ ।!-->…
Read More...
Read More...
ରାଜ୍ୟରେ ହଜାରେ ତଳକୁ ଖସିଲା ଦୈନିକ ସଂକ୍ରମଣ, ପୁଣି ୨୨ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ୯୨୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୯୦୪୬ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା!-->…
Read More...
Read More...
ରାଏ ସ୍ୱସ୍ତିକ କୁମାର ଦେଓଙ୍କ ପରଲୋକ
ବୌଦ୍ଧ : ବୌଦ୍ଧ ରାଜ ପରିବାରର ଅନ୍ୟତମ ସଦସ୍ୟ ରାଏ ସ୍ୱସ୍ତିକ କୁମାର ଦେଓଙ୍କର ଆଜି ପରଲୋକ ହୋଇଯାଇଛି । ଆଜି ସଂଧ୍ୟାରେ ରାଞ୍ଚିଠାରେ ହୃଦଘାତରେ ତାଙ୍କର ବିୟୋଗ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତ ଦେଓ ବୌଦ୍ଧର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଥିଲେ ।!-->…
Read More...
Read More...
ସହିଦଙ୍କ ସ୍ମୃତିରେ ଟିମ ହ୍ୟୁମାନିଟି ପକ୍ଷରୁ ରକ୍ତଦାନ ଶିବିର ଓ କ୍ୟାଣ୍ଡେଲ ଶୋଭାଯାତ୍ରା
ଫୁଲବାଣୀ :ଫୁଲବାଣୀର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଟିମ ହୁମାନିଟି ପକ୍ଷରୁ ସ୍ଥାନୀୟ ରକ୍ତ ଭଣ୍ଡାର ଠାରେ ପୁଲୱାମା ଆକ୍ରମଣର ୨ ବର୍ଷ ପୂର୍ତ୍ତି ଅବସରରେ ଦେଶର ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦେଶ୍ୟରେ ଗତବର୍ଷ ପରି ଏହି ବର୍ଷ ମଧ୍ୟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।ଟିମ!-->…
Read More...
Read More...