Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆଉ ଦିନକ ପରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ,ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ
ଫୁଲବାଣୀ/ବାଲିଗୁଡ଼ା : ରାଜ୍ୟର ବିଭିନ୍ନ ସ୍ଥାନରେ ତ୍ରିସ୍ତରୀୟ ପଞ୍ଚାୟନ ନିର୍ବାଚନର ପ୍ରଥମ ପ୍ରଯ୍ୟାୟ ଭୋଟ ଗ୍ରହଣ ଆସନ୍ତା ୧୬ତାରିଖରୁ ଅନୁଷ୍ଠିତ ହେବ । ସେଥିପାଇଁ କନ୍ଧମାଳ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ୧୬ତାରିଖରେ!-->…
Read More...
Read More...
ବିପଦକୁ ଖାତିର ନକରି ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ବୋହିନେଲେ ପେଟ୍ରୋଲ
ବାଲୁଗାଁ,୧୪/୨ : ରାସ୍ତାରେ ପରିବା,ଅଣ୍ଡା,ମାଛ,ବିସ୍କୁଟ କିମ୍ବା ଅନ୍ୟ କୌଣସି ସାମଗ୍ରୀ ବୋଝେଇ ଗାଡ଼ି ଓଲଟି ପଡ଼ିଲେ,ତାହା ସ୍ଥାନୀୟ ଲୋକଙ୍କ ପାଇଁ ଆଶୀର୍ବାଦ ଭଳି ହୋଇଥାଏ । କାରଣ ରାସ୍ତାରେ କୁଢେଇ ହୋଇ ପଡ଼ିଥିବା ଜିନିଷକୁ ସେମାନେ ଖୁସିରେ ବୋହି ନେଇଥାନ୍ତି । ଏଭଳି ଦୃଶ୍ୟ ପ୍ରାୟ!-->…
Read More...
Read More...
ପୁଣି ବାଲ୍ୟ ବିବାହକୁ ବନ୍ଦ୍ କଲା ପ୍ରଶାସନ
ବୌଦ୍ଧ,୧୪/୨: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସରସରା ଗ୍ରାମଠାରେ ଗୋଟିଏ ପରିବାରର ଦୁଇଟି ନାବାଳିକା କନ୍ୟାର ବିବାହ ଜିଲ୍ଲା ପ୍ରଶାସନର ଉଦ୍ୟମରେ ବନ୍ଦ୍ କରାଯାଇଅଛି । ପ୍ରାପ୍ତ ଖବର ଅନୁଯାୟୀ ଜନୈକ ବିଧବା ମହିଳା ନିଜର ୧୭ ବର୍ଷ ଓ ୧୪ ବର୍ଷର ଦୁଇ ନାବାଳିକା କନ୍ୟାର ବିବାହ ନିମନ୍ତେ!-->…
Read More...
Read More...
ଦମ୍ପତିଙ୍କ ନିଆରା ଢଙ୍ଗରେ ପଥମ ବିବାହ ବାର୍ଷିକୀ ପାଳନ
ଘୁ.ଉଦୟଗିରି,୧୪/୨- ଘୁ.ଉଦୟଗିରିର ସାମାଜିକ କର୍ମୀ ଜଗନ୍ନାଥ ରଥ ଏବଂ ପତ୍ନୀ ଅର୍ଚ୍ଚନା ନାୟକ ରଥ ନିଜ ବିବାହ ବାର୍ଷିକ ଦିବସକୁ ନିଆରା ଢଙ୍ଗରେ ପାଳନ କରି ବେଶ୍ ପ୍ରଶଂସା ସାଉଁଟିଛନ୍ତି । ରାଇକିଆ ସ୍ଥିତ ସେଣ୍ଟ କ୍ୟାଥେରିନ ଅନାଥ ଆଶ୍ରମରେ ପ୍ରାୟ ୨୦ ଜଣ ଅନାଥ ଶିଶୁଙ୍କୁ ସେରେଲାକ୍,!-->…
Read More...
Read More...
ଏଣିକି ବିନା ଟିକା ସାର୍ଟିଫିକେଟରେ ଜଗା ଦର୍ଶନ କରିପାରିବେ ଭକ୍ତ
ପୁରୀ,୧୪/୨ : ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନେଇ ରହିଥିବା କଟକଣାକୁ ପ୍ରଶାସନ ଆଉ ଟିକେ କୋହଳ କରିଛି । ଏହି କୋହଳ ବ୍ୟବସ୍ଥା ଫଳରେ ଭକ୍ତମାନେ ଏଣିକି ବିନା ଟିକା ପ୍ରମାଣପତ୍ରରେ ମନ୍ଦିର ଭିତରକୁ ଯାଇ ପ୍ରଭୁଙ୍କ ଦର୍ଶ କରିପାରିବେ । ପ୍ରଶାସନର ଏହି ନିଷ୍ପତ୍ତିକୁ ଭକ୍ତ ମହଲ!-->…
Read More...
Read More...
ନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ମୋହନା ବ୍ଲକ ଗସ୍ତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିଚାଳନାର ବିଭିନ୍ନ ଭିତ୍ତିଭୂମି ତଦାରଖ କରିବା ପାଇଁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ନିର୍ବାଚନ ସାମଗ୍ରୀ ବିତରଣ କେନ୍ଦ୍ର ଓ ଷ୍ଟ୍ରଙ୍ଗରୁମ ପରିଦର୍ଶନ କରିଛନ୍ତି । ଜିଲ୍ଲାପାଳ ମୋହନା ବ୍ଲକ ଓ ପଞ୍ଚାୟତ ନିର୍ବାଚନ!-->…
Read More...
Read More...
ଅସୁରକ୍ଷିତ ଭୋଟ ଦାନ କେନ୍ଦ୍ର ବରପିଟା ପ୍ରାଥମିକ ବିଦ୍ୟାଳୟ
ପାଟଣାଗଡ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ପୁଣି ଥରେ ଚର୍ଚ୍ଚାରେ ବରପିଟା ପ୍ରାଥମିକ ବିଦ୍ୟାଳୟ ତଥା ୱାର୍ଡସ୍ତରୀୟ ମତଦାନ କେନ୍ଦ୍ର । ଅନେକ ସମୟରେ ଚର୍ଚ୍ଚାର ପରିସର ଆସିଥିବା ଏହି ବିଦ୍ୟାଳୟରେ ଆଗାମୀ ୧୬ ତାରିଖ ଦିନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ହେବ । କିନ୍ତୁ!-->…
Read More...
Read More...
ଗ୍ରାହକ ବେଶରେ ମାଡ଼ିବସିଲା ବନବିଭାଗର ସ୍ୱତନ୍ତ୍ର ଟିମ୍; ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ୨ ଗିରଫ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବନାଞ୍ଚଳରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ତୁମୁଡ଼ିବନ୍ଧ ବନାଞ୍ଚଳର କୁର୍ତ୍ତମଗଡ଼ ସେକ୍ସନର ମାଙ୍ଗାପାଙ୍ଗା ଅଞ୍ଚଳରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବାସହ ଘଟଣାରେ ୨ ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି!-->…
Read More...
Read More...
ପଞ୍ଚାୟତ ଭୋଟ ପାଇଁ ଛୁଟି ଘୋଷଣା,ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ପାଇଁ ଲାଗୁ ହେବ ନିୟମ
ଭୁବନେଶ୍ୱର: ପଞ୍ଚାୟତ ଭୋଟ ପାଇଁ ଛୁଟି ଘୋଷଣା । ଭୋଟ ପାଇଁ ଛୁଟି ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ମତଦାନ ପାଇଁ ସମସ୍ତ କର୍ମଚାରୀଙ୍କୁ ମିଳିବ ଛୁଟି । ଭୋଟ ଦିନ ସବୈତନିକ ଛୁଟି ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ପାଇଁ ଲାଗୁ!-->…
Read More...
Read More...
ଭିଜିଲାନ୍ସ ଜାଲରେ ନୂଆଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ନୂଆଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରଜ କୁମାର ନାୟକ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି । ଏରିଏର ଟଙ୍କା କରାଇ ଦେବା ପାଇଁ କ୍ଷୀରୋଦ ଚନ୍ଦ୍ର ନାୟକ ନାମକ ଜଣେ ଶିକ୍ଷକଙ୍କଠାରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରଜ କୁମାର ନାୟକ ୩୦ ହଜାର!-->…
Read More...
Read More...