Browsing Category

ରାଜ୍ୟ

ଆଜିଠୁ ବଢିବ ଶୀତର ପ୍ରକୋପ

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ପାରଦ ତଳମୁହାଁ ହେବ। ଏହି କାରଣରୁ ପୁଣି ଥରେ ଶୀତର ପ୍ରକୋପ ବୃଦ୍ଧି ପାଇବ। ଦୁଇ ଦିନ ହେବ ରାଜ୍ୟ ଉପରେ ପଶ୍ଚିମା ଝଡ଼ର ପ୍ରଭାବ ରହିଥିଲା। ଏହି କାରଣରୁ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇଛି। ପଶ୍ଚିମା ଝଡ଼ର ପ୍ରଭାବ କମିବା ପରେ ଆସନ୍ତା ୫ ଦିନ
Read More...

ରାଜ୍ୟରେ କରୋନା ନେଲା ଆଉ ୨୦ ଜୀବନ

ଭୁବନେଶ୍ୱର: ପୁଣି ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ପୁଣି ଦୁଇ ଅଙ୍କ ଛୁଇଁଛି। ରାଜ୍ୟରେ ୨୦ କରୋନା ସଂକ୍ରମିତଙ୍କ ପ୍ରାଣହାନି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୮୩୮କୁ ବୃଦ୍ଧି ପାଇଛି।
Read More...

ରାଜ୍ୟରେ କମୁଛି କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧ ହଜାର ୫୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯୧୮ ଜଣ ଚିହ୍ନଟ ହୋଇଥିବାବେଳେ ୬୫୪ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି
Read More...

କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନୀଲ ବଂଶଲ

କୋରାପୁଟ: କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନୀଲ ବଂଶଲ । ଡିଜିଙ୍କ ସହିତ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଅଛନ୍ତି । ଜିଲ୍ଲାରେ ମାଓ ସ୍ଥିତିର ସମୀକ୍ଷା କରିବା ସହ କୋଟିଆକୁ ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ସୀମା ବିବାଦ ରହିଛି । ଏଥିପାଇଁ ଆଗକୁ କିଭଳି ସୂଚାର ରୂପେ ପଞ୍ଚାୟତ
Read More...

ପୂର୍ବତନ ବିଧାୟିକା ରୋଶନୀ ସିଂଦେଓଙ୍କ ପରଲୋକ

ଧର୍ମଗଡ : ପୂର୍ବତନ ବିଧାୟିକା ରୋଶନୀ ସିଂଦେଓଙ୍କ ପରଲୋକ । ୮୨ ବର୍ଷ ବୟସରେ ଭୁବନେଶ୍ବର ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ରୋଶନୀ ସିଂହଦେଓ ହେଉଛନ୍ତି ବିଜେଡି ନେତା ପୁଷ୍ପେନ୍ଦ୍ର ସିଂହଦେଓଙ୍କ ମା’ ।ରୋଶନୀ ସିଂହଦେଓ କୋକସରାରୁ ଲଗାଗାତ ୨ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ
Read More...

ଲଙ୍କାଗଡର ଶିକ୍ଷିତ ଯୁବକ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ନିଯୁକ୍ତି

ଫୁଲବାଣୀ: ଅଧ୍ୟବସାୟ ହିଁ ସଫଳତାର ଚାବିକାଠି ଯାହା ପ୍ରମାଣ କରି ଦେଖେଇଛନ୍ତି କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ଲଙ୍କାଗଡ ଗ୍ରାମର ଶିକ୍ଷିତ ଯୁବକ ନିରସିନ୍ଧୁ ଦେଶୀନାୟକ । ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ଜିଓଲୋଜି ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ନିଯୁକ୍ତି ପାଇ ନିଜ
Read More...

କନ୍ଧମାଳ ଜିଲ୍ଲାରେ ମୁକ୍ତ,ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ପ୍ରଶାସନର ଉଦ୍ୟମ

ଫୁଲବାଣୀ : ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ଜିଲା ପ୍ରଶାସନର ସାମ୍ବାଦିକ ସମ୍ମିଳନୀ । ଏନେଇ ଗୁରୁବାର ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ପ୍ରାକ ନିର୍ବାଚନ ପ୍ରସ୍ତୁତି ନେଇ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିଲେ । ଜିଲାରେ ୧୬ ତାରିଖରୁ ୨୪ ତାରିଖମଧ୍ୟରେ ୫ଟି
Read More...

ପୁତୁଡି ଜଳପ୍ରପାତରେ ଦୁର୍ଘଟଣା, ଆହତ ଯୁବକ ଅଗ୍ନିଶମ ବାହୀନି ଓ ଟିମ ହ୍ୟୁମାନିଟିର ସହାୟତାରେ ଉଦ୍ଧାର

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ପ୍ରସିଦ୍ଧ ଜଳ ପ୍ରପାତ ପୁତୁଡିଠାରେ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ବାବରେ ଆହତ ହୋଇଛନ୍ତି । ସେଠାରୁ ତାଙ୍କୁ ଫୁଲବାଣୀ ଅଗ୍ନିଶମ ବାହିନୀ ଏବଂ ଫୁଲବାଣୀ ଟିମ ହ୍ୟୁମାନିଟିର ସଦସ୍ୟ ମାନଙ୍କ ସହାୟତାରେ ଉଦ୍ଧାର କରାଯାଇଛି । ଆହତ ଯୁବକ ଜଣକ ହେଉଛନ୍ତି କନ୍ଧମାଳ
Read More...

ମା ପାଟଖଣ୍ଡା ବାରିକ ସଂଘର ବାର୍ଷିକ ବୈଠକ: କୈଳାଶଙ୍କୁ ମିଳିଲା ରାଜ୍ୟ ବେହେରା ସଂଘ ଦାୟିତ୍ୱ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ନିକଟସ୍ଥ ଶ୍ରୀ ଶ୍ରୀ ଖଡ଼ଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମା ପାଟଖଣ୍ଡା ବାରିକ ସଂଘର ବାର୍ଷିକ ବୈଠକ ସଂଘର ସଭାପତି ନିରଞ୍ଜନ ଡାକୁଆଙ୍କ ଅଧ୍ୟକ୍ଷତାରେ ଆୟୋଜନ ହୋଇଥିଲା । ଏଥିରେ ବାଲିଗୁଡା ସମେତ ମହାଶିଙ୍ଗି, କ.ନୂଆଗାଁ, ସିର୍ତ୍ତିଗୁଡା, କୁର୍ତ୍ତମଗଡ,
Read More...

କଳ୍ପନାଙ୍କ ପାଇଁ ଭୋଟ ପ୍ରଚାର କଲେ ସ୍ଥାନୀୟ ବିଧାୟକ

ବୌଦ୍ଧ ୧୦/୨: ବୌଦ୍ଧ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜିଲ୍ଲା ପରିଷଦ ଯୋନ ୬ ରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ଏହି ଯୋନ ବିଜେଡିର ଗଡ ହୋଇଥିଲେ ହେଁ ଗତ ନିର୍ବାଚନରେ ବିଜେପି ହାତକୁ ଏହି ଆସନ ଚାଲିଯିବା ସହିତ ବିଜେଡିକୁ ବଡ଼ ଝଟକା
Read More...