Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ
ବୌଦ୍ଧ/ଜହ୍ନ ।ପଙ୍କ,୧୧/୨: ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ସ୍ୱଚ୍ଛ ଓ ନିରପେକ୍ଷ କରିବାସହ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ବୌଦ୍ଧ ପୁଲିସ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଛି । ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ମାଧବାନନ୍ଦ ନାୟକଙ୍କ ଅଧ୍ୟକ୍ଷତାରେ ଅନେକ ପୁଲିସ ଅଧିକାରୀ!-->…
Read More...
Read More...
ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ମୃତ ସାମ୍ବାଦିକଙ୍କ ପରିବାରକୁ ସହାୟତା ପାଇଁ ଦାବି
ସୁବର୍ଣ୍ଣପୁର: ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଗତ ୫ ତାରିଖରେ କଳାହାଣ୍ଡି ଜ଼ିଲ୍ଲାର ମୋହନଗିରି ବ୍ଲକ ଧରିତ୍ରୀ ପ୍ରତିନିଧି ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପ୍ରାଣହାନି ଘଟିଥିବାରୁ ଓଡିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଶାଖା ପକ୍ଷରୁ ଗଭୀର ଶୋକପ୍ରକାଶ କରାଯାଇଛି । ସେହିପରି ଆଜି!-->…
Read More...
Read More...
ମୌଳିକ ସୁବିଧାରୁ ବଞ୍ଚିତ ମାଲାନସୁଗା ୧୯ ନମ୍ବର ୱାର୍ଡ ବାସିନ୍ଦା, ଚୁଆଁ ପାଣିରେ ମେଣ୍ଟୁଛି ଶୋଷ
ଘୁ ଉଦୟଗିରି : କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବ୍ଳକ ଅଧୀନରେ ଥିବା କଳିଙ୍ଗା ପଞ୍ଚାୟତ । ଏହି ପଞ୍ଚାୟତ ଆଦର୍ଶ ପଞ୍ଚାୟତର ମାନ୍ୟତା ମଧ୍ୟ ପାଇଥିଲା ଏବଂ ଏକ ନମ୍ବର ସରପଞ୍ଚ ଭାବରେ ପୂର୍ବତନ ସରପଞ୍ଚଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା ।ଆଦର୍ଶ ପଞ୍ଚାୟତ କଳିଙ୍ଗାରେ ସବୁ ସୁବିଧା ରହିବା କଥା!-->…
Read More...
Read More...
ଖଜୁରୀ ରସ ଓ ସଲପ ରସରେ ଭାସୁଛି ବନ୍ଧଗଡ଼
ଫୁଲବାଣୀ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଜୋର ସୋରରେ ଚାଲିଥିବା ବେଳେ ସେ ରକମରେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ବନ୍ଧଗଡ଼ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏଥର ନୋଟ ବଦଳରେ ଖାଲି ଭାସୁଛି ଖଜୁରୀ ଓ ସଲପ ରସ । ଆଜକୁ ଦୁଇ ମାସ ହେଲା ତେଜମାହା,ବାଲକିଦାଡି ଅଞ୍ଚଳରେ ଯୋର ସୋରରେ!-->…
Read More...
Read More...
ରାଷ୍ଟ୍ରପତି ରାମନାଥଙ୍କ ପୁରୀ ଗସ୍ତ କାର୍ଯ୍ୟସୂଚୀ ଚୂଡାନ୍ତ, ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରାଞ୍ଚଳ ଆଇଜି
ପୁରୀ : ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି । ସେ ୧୯ ତାରିଖ ଅପରାହ୍ନ ୨.୪୫ରେ ଭୁବନେଶ୍ୱର ବିମାନବନ୍ଦର ଓ ୩.୨୫ରେ ପୁରୀ ହେଲିପ୍ୟାଡରେ ପହଞ୍ଚି ଏକ ହୋଟେଲରେ ଅବସ୍ଥାନ କରିବେ । ତା ପରେ ୫ଟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି!-->…
Read More...
Read More...
ବିଧାୟକଙ୍କୁ ଦାବିପତ୍ର ପ୍ରଦାନ କଲେ କଳିଙ୍ଗାବାସୀ
ଘୁ ଉଦୟଗିରି : ସ୍ଥାନୀୟ ବ୍ଳକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ଯାହାକି କନ୍ଧମାଳ ଜିଲ୍ଲାର ଏବଂ ପ୍ରମୁଖ ସ୍ଥାନ । କନ୍ଧମାଳ ଜିଲ୍ଲା ପ୍ରବେଶ ଦ୍ୱାରରେ ପଡିବ କଳିଙ୍ଗା ଯାହାକି ପର୍ଯ୍ୟଟନ ଏବଂ କଳିଙ୍ଗା ଘାଟିକୁ ନେଇ ବେଶ ପରିଚିତ । ସେଇଭଳି ଏକ ପ୍ରମୁଖ ସ୍ଥାନରେ ୩ଜି ଓ ୪ ଜି ମୋବାଇଲ ସେବା!-->…
Read More...
Read More...
ବୌଦ୍ଧରୁ ଆଜି ୨୫ ସଂକ୍ରମିତ ଚିହ୍ନଟ, ସଂଖ୍ୟାହେଲା ୧୪୪୦୪
ବୌଦ୍ଧ,୧୧/୨- ଗତ ୨୪ ଘଣ୍ଟା ମଧ୍ୟରେ ଆଜି ଜିଲ୍ଲାରୁ ୨୫ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ବୌଦ୍ଧବ୍ଲକର ବଢିଗାଁ ପଞ୍ଚାୟତ ବଢିଗାଁ ଗ୍ରାମରୁ!-->…
Read More...
Read More...
ବିଧାନ ପରିଷଦ ଗଠନ ପ୍ରସଙ୍ଗ: କେନ୍ଦ୍ର ଚିଠି ନପାଇବା କରିଛି ଚକିତ
ଭୁବନେଶ୍ୱର: ବିଧାନ ପରିଷଦ ଗଠନ ପ୍ରସଙ୍ଗରେ ୨୦୧୮ରୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ବିଧାନସଭାରେ ପାରିତ ସଂକଳ୍ପ ୨୦୧୮ ମସିହା ସେପ୍ଟେମ୍ବର ୧୮ ତାରିଖରେ ବିଧାନସଭା ସଚିବାଳୟ ପକ୍ଷରୁ ରାଜ୍ୟସଭା, ଲୋକସଭା ଓ କେନ୍ଦ୍ର ଆଇନସଚିବଙ୍କ ନିକଟକୁ ପଠାଇଥିଲେ ମଧ୍ୟ ପାଖାପାଖି ୪ବର୍ଷ!-->…
Read More...
Read More...
ପୌର ନିର୍ବାଚନ;ଭୋଟରଙ୍କ ପାଇଁ ବିକଳ୍ପ ରହିବ ନୋଟା
ଭୁବନେଶ୍ୱର: ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ ପରେ ପରେ ରାଜ୍ୟରେ ପୌର ପରିଷଦ ଓ ମହାନଗର ନିଗମ ଗୁଡିକର ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଆଜି ରାଜ୍ୟ ନିର୍ବାଚନ କମିଶନ ପୌର ନିର୍ବାଚନରେ ଭୋଟ ଗ୍ରହଣ ସମୟରେ ବ୍ୟବହାର ହେବାକୁ ଥିବା ଇଭିଏମରେ ଭୋଟର ମାନଙ୍କ ପାଇଁ ନୋଟା ବିକଳ୍ପ!-->…
Read More...
Read More...
ବିନା ଭକ୍ତରେ ଅନୁଷ୍ଠିତ ହେବ ମାଘମେଳା : ଭୀମ ଭୋଇଙ୍କ ସମାଧି ପୀଠ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ନିର୍ଦ୍ଦେଶ କ୍ରମେ ଉପ ଜିଲ୍ଲାପାଳ ନିହାର ରଞ୍ଜନ କହଁର ଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ଠାରେ ଚଳିତ ବର୍ଷ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମାଘମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।!-->…
Read More...
Read More...