Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନାଟ୍ୟଗୁରୁ ହରିହର ମିଶ୍ରଙ୍କ ପରଲୋକ
ବରଗଡ: ନାଟ୍ୟଗୁରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପୁରସ୍କାରପ୍ରାପ୍ତ ହରିହର ମିଶ୍ରଙ୍କ ଶନିବାର ଭୋର୍ ୩ଟା ବେଳେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ବୟସ ହୋଇଥିଲା । ବାର୍ଦ୍ଧକ୍ୟଜନିତ କାରଣରୁ ସେ କିଛି ଦିନ ହେଲା ଅସୁସ୍ଥ ଥିଲେ । ଭୋର୍ରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ!-->…
Read More...
Read More...
ସଂଗୀତଜ୍ଞ ରବୀନ୍ଦ୍ର ବେହେରାଙ୍କୁ ମହାନଦୀ ସାହିତ୍ୟ ସଂସଦ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ
ସୁବର୍ଣ୍ଣପୁର: ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ମହାନଦୀ ସାହିତ୍ୟସଂସଦ ପକ୍ଷରୁ ଗତକାଲି ସଂଧ୍ୟାରେ ସ୍ଥାନୀୟ ପଂଚରଥ ମନ୍ଦିର ପ୍ରାଂଗଣରେ ବିଶିଷ୍ଟ ସଙ୍ଗୀତଜ୍ଞ ତଥା ସମାଜ ସେବକ ରବୀନ୍ଦ୍ର ବେହେରାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ଶ୍ରଦ୍ଧାଂଜଳି ସଭାର ଆୟୋଜନ!-->…
Read More...
Read More...
ଗୁମ୍ମା ପଞ୍ଚାୟତରେ ବିଜେଡିର ଜୋରସର ପ୍ରଚାର
ପାରଳାଖେମୁଣ୍ଡି,: ଆଜି ଗୁମ୍ମା ବ୍ଲକ ର ଗୁମ୍ମା ପଞ୍ଚାୟତ ରେ ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅଥିତିଭାବେ ବରିଷ୍ଟ ନେତା ଡ . ତିରୁପତିପାଣିଗ୍ରାହୀ ,ଯୁବନେତା ଇଂ ରୂପେଶ ପାଣିଗ୍ରାହୀ,ବିଜେଡି ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ ,ଏ.!-->…
Read More...
Read More...
ଉପଲଡା ପଞ୍ଚାୟତରେ ବିଜେଡିର ବିରାଟ ସମାବେଶ
ପାରଳାଖେମୁଣ୍ଡି,: ଆଗାମି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଗୋଷାଣି ବ୍ଲକ ଉପଲଡା ଗ୍ରାମପଞ୍ଚାୟତରେ ବିରାଟ ସମାବେଶ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ନେତା ଡ. ତିରୁପତି ପାଣିଗ୍ରାହୀ, ଯୁବନେତା ଇଂ. ଋପେଶ ପାଣିଗ୍ରାହୀ, ବିଜେଡ଼ି ଜିଲ୍ଲା!-->…
Read More...
Read More...
ପୁଣି ପୋଷ୍ଟର ବ୍ୟାନର ଜାରିକଲା ମାଓ ସଙ୍ଗଠନ,ବ୍ୟାନର ମାଧ୍ୟମରେ ଭୋଟ ବର୍ଜନ ପାଇଁ ଆହ୍ୱାନ
ବାଲିଗୁଡ଼ା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ମାଓ ସଙ୍ଗଠନ କନ୍ଧମାଳ ଜିଲ୍ଲାରେ ସେତିକି ସ୍ଥିତି ଜାହିର କରୁଥିବା ଦେଖିବାକୁ ମିଳୁଛି । ଆଜି ପୁଣି କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ରଡ଼ିଗୁମା ଅଞ୍ଚଳରେ ବାସଧାରା ଘୁମୁସର ନାଗାବଳୀ ଡିଭିଜନର ପୋଷ୍ଟର ବ୍ୟାନର ଜାରି!-->…
Read More...
Read More...
କନ୍ଧମାଳ ଗସ୍ତରେ ଡିଜି,ମାଓ ଦମନ ଉପରେ କଲେ ସମୀକ୍ଷା
ଫୁଲବାଣୀ:-ନୂଆ ଡିଜିଙ୍କୁ ମାଓ ଚିନ୍ତା । ମାଓ ଦମନ ପାଇଁ ହେବ ସ୍ୱତନ୍ତ୍ର ରଣନୀତି । ଗତକାଲି ନୂତନ ପୋଲିସ ଡିଜି ସୁନୀଲ ବଂଶଲ କନ୍ଧମାଳ ଗସ୍ତ କରି ମାଓ ଦମନ ଉପରେ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷାରେ ଦକ୍ଷିଣାଞ୍ଚଳ ଡିଆଇଜି ଓ ପଶ୍ଚିମଞ୍ଚଳ ଡ଼ିଆଇଜି ଯୋଗ ଦେବା ସହ ମାଓ ଅଧ୍ୟୁଷିତ ଜିଲାର!-->…
Read More...
Read More...
ରାଜ୍ୟରେ ଖସୁଛି ସଂକ୍ରମଣ, ବଢୁଛି ମୃତ୍ୟୁ ସଂଖ୍ୟା
ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ୧୫୩୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୬୧୧୪ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା!-->…
Read More...
Read More...
ମର୍ମନ୍ତୁଦ ସଡକ ଦୁର୍ଘଟଣା; ୨ ମୃତ, ୪ ଆହତ
ସୋର ୧୨।୨: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆମ୍ବୁଲାନ୍ସ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ୧୬ ନମ୍ବର ଜାତୀୟ ରାଜପଥ ଦଣ୍ଡକାଳୀଠାରେ ଘଟିଛି ଦୁର୍ଘଟଣା ।ସୂଚନାଯୋଗ୍ୟ ଯେ, ୧୬ ନମ୍ବର ଜାତୀୟ ରାଜପଥ ଦଣ୍ଡକାଳୀଠାରେ କଣ୍ଟେନର ସହ ଆମ୍ବୁଲାନ୍ସ ଧକ୍କା ହୋଇଛି । ଫଳରେ ୨ ଜଣଙ୍କର ମୃତ୍ୟୁ!-->…
Read More...
Read More...
କୋଭିଡ କଟକଣାରେ ହେବ ମହାଶିବରାତ୍ରି
ଭୁବନେଶ୍ୱର: ଚଳିତ ବର୍ଷ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରୀ ସଂପୂର୍ଣ୍ଣଭାବେ କରୋନା କଟକଣା ମଧ୍ୟରେ ପାଳିତ ହେବ । ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜଙ୍କ ମହାଦୀପ । ଟ୍ରଷ୍ଟର ସଭାପତି ତଥା ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି!-->…
Read More...
Read More...
ବୌଦ୍ଧ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ
ବୌଦ୍ଧ/ଜହ୍ନ ।ପଙ୍କ,୧୧/୨: ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ସ୍ୱଚ୍ଛ ଓ ନିରପେକ୍ଷ କରିବାସହ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ବୌଦ୍ଧ ପୁଲିସ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଛି । ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ମାଧବାନନ୍ଦ ନାୟକଙ୍କ ଅଧ୍ୟକ୍ଷତାରେ ଅନେକ ପୁଲିସ ଅଧିକାରୀ!-->…
Read More...
Read More...