କିସ ପୁଣି ଦେଖାନଯାଏ, ମତଦାନ ୧୬୮, ହେଲେ ବାଲାଟ୍‌ ବାହାରିଲା ୧୬୯

0 179

ଦଶପଲ୍ଲା : – ଦଶପଲ୍ଲା ପଞ୍ଚାୟତ ସମିତି ସଭାଗୃହ ମଧ୍ୟରେ ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ଗଣତି କାର୍ଯ୍ୟ ଚାଲିଥିବା ବେଳେ ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି । ତୁମାଣ୍ଡି ପଂଚାୟତର ବଡକୁରୁବାରୀସ୍ଥିତ ୧ ନମ୍ବର ବୁଥ୍‌ରେ ୧୬୮ ଜଣ ବ୍ୟକ୍ତି ମତଦାନ କରିଛନ୍ତି । ହେଲେ ଆଜି ସରପଞ୍ଚ ପଦବି ପାଇଁ ଗଣତି ସମୟରେ ବାଲଟ୍‌ ପେପର୍‌ ୧୬୯ଟି ବାହାରିଥିଲା । ଯାହାକୁ ନେଇ ଏଜେଣ୍ଟ ଥିବା ବିଜୟ କୁମାର କହଁର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ କରିବା ସହ ଘଟଣାର ତଦନ୍ତ ପାଇଁ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

12 − 1 =