Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କେରାଣ୍ଡି ପଞ୍ଚାୟତରେ ସୁନୀଲ ମହାପାତ୍ରଙ୍କ ପ୍ରତି ବଢୁଛି ଲୋକ ସମର୍ଥନ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକ କେରାଣ୍ଡି ପଞ୍ଚୟତରେ ସରପଞ୍ଚ ପାର୍ଥୀ ସୁନୀଲ ମହାପାତ୍ରଙ୍କ ପଞ୍ଚୟତରେ ଦିନକୁ ଦିନ ଲୋକ ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି । ନିର୍ବାଚନ ସକାଶେ ଲୋକ ବର୍ତ୍ତମାନ ଠାରୁ ପ୍ରକୃତ ପ୍ରାର୍ଥୀ ଗ୍ରାମ ଗୁଡିକରେ ନିର୍ଣ୍ଣୟ କରିସାରିଛନ୍ତି ।!-->…
Read More...
Read More...
କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା
କଟକ : କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା । ମାର୍ଚ୍ଚ ୪ ତାରିଖରେ ଆଇଓଙ୍କ ନିକଟରେ ହାଜର ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ପ୍ରମାଣ ନଷ୍ଟ ନକରିବା ଏବଂ ପ୍ରାର୍ଥୀଙ୍କୁ ପ୍ରଭାବିତ ନକରିବାକୁ ସର୍ତ୍ତ ରଖିଛନ୍ତି କୋର୍ଟ । ମାର୍ଚ୍ଚ ୮ରେ ପରବର୍ତ୍ତୀ!-->…
Read More...
Read More...
ଗାଁ ଗାଁରେ ଚାଲିଛି ପ୍ରାର୍ଥୀଙ୍କ ବୈଠକ ଓ ମୂଲଚାଲ !
ଦଶପଲ୍ଲା : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ପ୍ରାର୍ଥୀ ମାନେ ନିଜର ପ୍ରଚାର ପାଇଁ ବିଭିନ୍ନ ସ୍ଥାନରେ ପୋଷ୍ଟର ବ୍ୟାନର ମାରି ନିଜର ଭୋଟ ଚିହ୍ନକୁ ଭୋଟରଙ୍କ ନିକଟରେ ପହଞ୍ଚାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ପ୍ରାର୍ଥୀମାନେ ଘର ଘର ବୁଲି ଭୋଟ ପ୍ରଚାରରେ ଲାଗିଥିବା ବେଳେ ଦିନ ହେଉ କି ରାତି ,!-->…
Read More...
Read More...
ଆଜି ଅପରାହ୍ନ ୫ଟାରୁ ରାତ୍ର ୯ଟା ଯାଏଁ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ
ପୁରୀ : ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପର୍ଣ୍ଣ କରିବେ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ!-->…
Read More...
Read More...
ପାରଳାଖେମୁଣ୍ଡି ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ପକ୍ଷରୁ ପ୍ରଶିକ୍ଷିତ ମହିଳା ମାନଙ୍କ ଦ୍ୱାରା…
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ୱାରା ଜଙ୍ଗଲପାଡୁ ଗ୍ରାମରେ ଅଗରବତୀ ଓ ଫିନାଇଲ ନିର୍ମାଣ ତାଲିମ କାର୍ଯ୍ୟକ୍ରମ ଗତ ୧ ତାରିଖରୁ ଚାଲୁଅଛି ।ଏହି ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମରେ ଗୋସାଣି ବ୍ଲକର ବଡ ଗୋସାଣି ଗ୍ରାମ ପଞ୍ଚାୟତର!-->…
Read More...
Read More...
ବାଲ୍ୟବିବାହ ବନ୍ଦକଲା ଚାଇଲ୍ଡ ଲାଇନ୍
ଦଶପଲ୍ଲା : ବାଲ୍ୟବିବାହ ବନ୍ଦ କରିବା ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଉଛି । ଗ୍ରାମାଞ୍ଚଳରେ ସଚେତନାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହା ଏକ ଦଣ୍ଡନୀୟ ଅପରାଧ ହୋଇଥିବାରୁ ଏହାକୁ ଉଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ!-->…
Read More...
Read More...
କ୍ୟାନସର ଚିକିତ୍ସା ପାଇଁ ଆର୍ଚ୍ଚିଡ ଉଦ୍ଭିଦ ଗବେଷଣା ଉପରେ ପିଏଚଡ଼ି
ସମ୍ବଲପୁର,୯/୨- କ୍ୟାନସର ପରି ଏକ ଭୟଙ୍କର ବ୍ୟାଧିର ନିୟନ୍ତ୍ରଣ ପାଇଁ ଏକ ବିରଳ ଆର୍ଚ୍ଚିଡ ଉଦ୍ଭିଦରେ କିଛି ଔଷଧୀୟ ଗୁଣ ରହିଛି, ଯାହାକି କ୍ୟାନସର ଚିକିତ୍ସା ପାଇଁ ବ୍ୟବହାର କରାଯାଇପାରିବ । ଏ ବିଷୟରେ ଗହନ ଗବେଷଣା (ରିସର୍ଚ୍ଚ) ପାଇଁ ସମ୍ବଲପୁର ଝାଡୁଆପଡାର ଝିଅ ଡା ଇପ୍ସିତା ପୂଜାରୀଙ୍କୁ!-->…
Read More...
Read More...
ଲୁଟିନେଲେ ୧୨ଲକ୍ଷ ଟଙ୍କାର ସୁନାଗହଣା
ସୋର : ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ୧୨ ଲକ୍ଷ ଟଙ୍କାର ସୁନା-ରୂପା ଗହଣା ଓ ନଗଦ ୭୫ ହଜାର ଟଙ୍କା ଚୋରୀ । ସୋର ଥାନା ଇଟୁଆ ଗ୍ରାମର ଓସିଏଲର ଅବସରପ୍ରାପ୍ତ ପରିଚାଳକ ବିରଞ୍ଚି ନାରାୟଣ ମହାନ୍ତିଙ୍କ ଘରୁ ଝରକା ଭାଙ୍ଗି ଚୋରୀ ହୋଇଛି । ସୋର ପୋଲିସର ତଦନ୍ତ ଜାରି ରଖିଛି ।ଗତ ୫ ତାରିଖରେ!-->…
Read More...
Read More...
ରାଜ୍ୟରେ ହାଲକା ବର୍ଷା ସମ୍ଭାବନା
ଭୁବନେଶ୍ୱର: ବୁଧବାର ରାଜ୍ୟରେ ପାଗ ଶୁଖିଲା ରହିବ । ଉପରବେଳା କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେଓଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା!-->…
Read More...
Read More...
ଟ୍ୟୁସନ୍ ଯିବ କହି ଘରକୁ ଫେରିଲାନି ପୁଅ; ପରିବାର ପକ୍ଷରୁ ଥାନାରେ ଏତଲା,ପୋଲିସର ତଦନ୍ତ ଆରମ୍ଭ
ବାଲିଗୁଡ଼ା: ଟ୍ୟୁସନ୍ ଯାଉଛି କହି ଘରକୁ ଆଉ ଫେରିଲାନି ପୁଅ । ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ । ସୂଚନା ପ୍ରକାରେ ଗତକାଲି ସକାଳ ୭ଟା ସମୟରେ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ!-->…
Read More...
Read More...