Browsing Category

ରାଜ୍ୟ

ଡ୍ରାଇଭରଙ୍କ ବେପାରୁଆ ଗାଡି ଚାଳନାରେ ଓଲଟିଲା ଅଟୋ, ୧୨ରୁ ଅଧିକ ଗୁରୁତର

ରାୟଗଡା: ଅଟୋ ଡ୍ରାଇଭରର ବେପାରୁଆ ଗାଡି ଚାଳାନା ଯୋଗୁଁ ଓଲଟି ପଡିଲା ଅଟୋରିକ୍ସା । ଫଳରେ ୨୦ରୁ ଉଦ୍ଧ୍ୱର୍ ଯାତ୍ରୀ ହେଲେ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡିଛି । ରାୟଗଡା-କାଶିପୁର ରାସ୍ତାର ମୁଡୁଲୁଗୁଡା ନିକଟସ୍ଥ ଏକ ବୁଲାଣି ରାସ୍ତାରେ ହୋଇଛି ସଡକ ଦୁର୍ଘଟଣା । ଆହାତ ସମସ୍ତଙ୍କୁ ରାୟଗଡା
Read More...

କଳିଙ୍ଗାରେ ଜିଓ ନେଟୱାର୍କ ସଂଯୋଗ ପାଇଁ ଦାବି

ଘୁ ଉଦୟଗିରି:କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବ୍ଳକ ଅଧୀନରେ ଥିବା କଳିଙ୍ଗା ପଞ୍ଚାୟତ । ଯାହା ଏକ ମୁଖ୍ୟ ଛକ, ଗଞ୍ଜାମ ଜିଲ୍ଲା ସଂଯୋଗ କରିବା ସହିତ ରାଞ୍ଜି ବିଜୟବାଡ଼ା କରିଡର ସଂଜଗ କରୁଥିବା ବେଳେ କଳିଙ୍ଗା ଘାଟି ଉଠିଲା ପରେ କଳିଙ୍ଗା ଛକରେ ଯାତ୍ରୀବାହୀ ଗାଡି ଅଟକେ । କିନ୍ତୁ ଏହି ସ୍ଥାନରେ
Read More...

କନ୍ଧମାଳରେ ପୁଣି ସ୍ଥିତି ଜାହିର କଲା ମାଓ ସଙ୍ଗଠନ

ବାଲିଗୁଡ଼ା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ କନ୍ଧମାଳରେ ପୁଣି ସ୍ଥିତି ଜାହିର କଲା ମାଓ ସଙ୍ଗଠନ । ଗତ କିଛିଦିନ ପୂର୍ବରୁ ତୁମୁଡ଼ିବନ୍ଧ ଥାନା ବେନାରବାହାଲ ଅଞ୍ଚଳରେ ମାଓ ପୋଷ୍ଟର ଜାରି ହୋଇଥିବା ବେଳେ ଗତକାଲି ଫିରିଙ୍ଗିଆ ଥାନା ଅଞ୍ଚଳରେ ରାସ୍ତା କାମକୁ ବିରୋଧ କରି ଲଙ୍କାକାଣ୍ଡ
Read More...

ଜି. ଉଦୟଗିରି ରେ ପୋଲିସ ପ୍ରଶାସନର ଫ୍ଲାଗ ମାର୍ଚ୍ଚ

ଜି.ଉଦୟଗିରି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଜି. ଉଦୟଗିରି ବ୍ଲକ ଅନ୍ତର୍ଗତ ସହର ଓ ବିଭିନ୍ନ ପଞ୍ଚାୟତରେ ଆଜି ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଆଇ.ଆଇ.ସି ରେବତୀ ଶବରଙ୍କ ନେତୃତ୍ୱରେ ସମ୍ପୂର୍ଣ ପୋଲିସ ଫୋର୍ସ ସହ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଚଳିତ ପଞ୍ଚାୟତ ନିର୍ବାଚନକୁ
Read More...

ରାଜ୍ୟରେ ଖୋଲିବ ପ୍ରାଇଭେଟ୍ ପ୍ରି-ସ୍କୁଲ

ଭୁବନେଶ୍ୱର: ରାଜ୍ୟରେ ଖୋଲିବ ପ୍ରାଇଭେଟ୍ ପ୍ରି-ସ୍କୁଲ । ପ୍ଳେ, ନର୍ସରୀ ଓ କେଜି ପିଲାଙ୍କ ପାଇଁ ସ୍କୁଲ ଖୋଲିବ । ୧୪ ଫେବ୍ରୁଆରୀ ଠାରୁ ଖୋଲିବ ସ୍କୁଲ । ଏ ନେଇ ଚିଠି ଲେଖି ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ
Read More...

ଭୋଟ ଦିନ ସରକାରୀ କର୍ମଚାରୀଙ୍କୁ ଛୁଟି

ଭୁବନେଶ୍ୱର: ଆସନ୍ତା ୧୬ ତାରିଖଠାରୁ ରାଜ୍ୟରେ ପାଞ୍ଚ ପର୍ଯ୍ୟାୟ ବିଶିଷ୍ଟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ । ଏହି ମତଦାନରେ ସାମିଲ ହେବା ପାଇଁ ବାହାରେ ଚାକିରି କରୁଥିବା ସରକାରୀ ଚାକିରିଆଙ୍କ ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ପଞ୍ଚାୟତ ନିର୍ବାଚନରେ ମତ ଦାନ ପାଇଁ
Read More...

ପୌର ନିର୍ବାଚନରେ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ଘୋଷଣା

ଭୁବନେଶ୍ୱର : ରାଜ୍ୟରେ ଆଉ ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏହା ପରେ ପୌରାଞ୍ଚଳମାନଙ୍କରେ ଆରମ୍ଭ ହୋଇଯିବ ନିର୍ବାଚନ । ପୌର ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଚାର ଖର୍ଚ୍ଚ ସୀମା ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଏ ନେଇ ବିଜ୍ଞପ୍ତି
Read More...

ପୁରୀ ଆସିବେ ରାଷ୍ଟ୍ରପତି!

ପୁରୀ : ଚଳିତ ମାସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଆସିପାରନ୍ତି ବୋଲି ସୂଚନା ମିଳିଛି । ଆସନ୍ତା ୨୦ ତାରିଖରେ ସେ ଆସିବାର ସମ୍ଭାବନା ରହିଛି । ଏହି ଗସ୍ତ କାଳରେ ଏକ ଧର୍ମୀୟ କାର୍ଯ୍ୟକ୍ରମରେ ଯୋଗଦେଇ ପାରନ୍ତି । ସେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବାର ମଧ୍ୟ
Read More...

ସଂସଦରେ ନବୀନଙ୍କୁ ପ୍ରଂଶସା କଲେ ମୋଦୀ

ନୂଆଦିଲ୍ଲୀ,୮/୨ : ଦଳ ଭିନ୍ନ ହେଲେ ମଧ୍ୟ କୌଣସି ଏକ ସରକାରଙ୍କ ରଚନାତ୍ମକ ତଥା ସହଯୋଗମୂଳକ କାର୍ଯ୍ୟକୁ ଅନ୍ୟ ଏକ ଦଳର ସରକାର ପ୍ରଶଂସା କରିବାର ନଜିର ରହିଛି । ସେହିଭଳି ଏକ ଦୃଷ୍ଟାନ୍ତ ଆଜି ଦେଖିବାକୁ ମିଳିଛି । ଆଜି ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପ୍ରସଙ୍ଗ ଉପରେ
Read More...

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସ୍ୟାଣ୍ଡଉଇଚ୍‌ର ପ୍ରସ୍ତୁତି ଶିଖାଇଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର: ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ନିକଟରେ ପ୍ରଶାସନ ପକ୍ଷରୁ ମହାନଦୀ ପୋଲ ନିକଟସ୍ଥ ହିକୁଡି ଠାରେ ତିଆରି ହୋଇଥିବା କଫିଟେରିଆରେ ହଠାତ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ପହଞ୍ଚି ଦାୟିତ୍ୱରେ ଥିବା ମାମାନଙ୍କୁ ଖାଦ୍ୟ ପ୍ରସ୍ତୁତିରେ ଯୁଗୋପଯୋଗୀ ହେବାପାଇଁ
Read More...