Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୧୨ରୁ ଭୁବନେଶ୍ୱରରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ
ଭୁବନେଶ୍ୱର,୮/୨ : ଭୁବନେଶ୍ୱରରେ ଆଗାମୀ ୧୨ରୁ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । କୋଭିଡ଼ କଟକଣା ମଧ୍ୟରେ ଭୁବନେଶ୍ୱରର ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । କରୋନା ସଂକ୍ରମଣ ଲାଗି ଗତ କିଛି ଦିନ ହେଲା ବନ୍ଦ ରହିଥିଲା ଧର୍ମାନୁଷ୍ଠାନ । ରାଜ୍ୟରେ ଗତ କିଛି ହେଲା!-->…
Read More...
Read More...
ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର, ସମାଜ ପରିବର୍ତ୍ତନରେ ଗଣମାଧ୍ୟମର ଭୂମିକା
ଜି. ଉଦୟଗିରି : ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜୁ କଲ୍ୟାଣ ମଣ୍ଡପ ଠାରେ ଜି. ଉଦୟଗିରି ସାମ୍ବାଦିକ ସଂଘର ଆୟୋଜନ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ୱାର୍ଡ଼ର ସହଯୋଗରେ କନ୍ଧମାଳ ଜିଲ୍ଲା ସାମ୍ବାଦିକଙ୍କ ମଧ୍ୟରେ ଏକ ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି!-->…
Read More...
Read More...
ପାରଳାଖେମୁଣ୍ଡି ସରସ୍ୱତୀ ଶିଶୁ ମନ୍ଦିର ତରଫରୁ ଭାରତ ରତ୍ନ ଲତାଙ୍କ ଉଦ୍ଦେଶ୍ୟରେ ନୀରବ କ୍ୟାଣ୍ଡେଲ ଶୋଭାଯାତ୍ରା
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଭାରତ ରତ୍ନ ଲତା ମଙ୍ଗେସକରଙ୍କ ମୃତ୍ୟୁରେ ନୀରବ କ୍ୟାଣ୍ଡେଲ ଶୋଭାଯାତ୍ରା ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରା ଯାଇଥିଲା । ଛାତ୍ରଛାତ୍ରୀ ମାନେ ସରସ୍ୱତୀ ଶିଶୁ ମନ୍ଦିରଠାରୁ ବାହାରି!-->…
Read More...
Read More...
ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି,5 ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକ ମୂଲ୍ୟ ବୋଧ ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ମଧ୍ୟ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର!-->…
Read More...
Read More...
ଲ୍ୟାଣ୍ଡମାଇନ ବିସ୍ଫୋରଣରେ ମୃତ ସାମ୍ବାଦକଙ୍କୁ ସହିଦ ମାନ୍ୟତା ପାଇଁ ଜିଲ୍ଲାପଳଙ୍କୁ ଦାବିପତ୍ର
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ) ତରଫରୁ କଳାହାଣ୍ଡି ଜିଲ୍ଲାର ମ.ରାମପୁର ବ୍ଲକ ଅଞ୍ଚଳରେ ଗତ ୫ ତାରିଖରେ ମାଓବାଦୀମାନଙ୍କ ଦ୍ୱାରା ବିଛା ଯାଇଥିବା ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ମୋହନଗିରିର ସାମ୍ୱାଦିକ ରୋହିତ ବିଶ୍ୱାଳଙ୍କ ପ୍ରାଣହାନୀ ଓ ତତ୍ ସଂଲଗ୍ନ ୬ଦଫା!-->…
Read More...
Read More...
ଆଇସିଏସ୍ଇ, ଆଇଏସ୍ସି ପରୀକ୍ଷା ଫଳ ପ୍ରକାଶ
ଭୁବନେଶ୍ବର: କାଉନସିଲ୍ ଫର୍ ଦି ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକ୍ସାମିନେସନ(ସିଆଇଏସ୍ସିଇ) ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଆଇସିଏସ୍ଇ(ଦଶମ) ଓ ଆଇଏସ୍ସି(ଦ୍ବାଦଶ) ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସେମିଷ୍ଟର-୧ ପରୀକ୍ଷା ଫଳ ପ୍ରକାଶ ପାଇଛି। ପୂର୍ବାହ୍ନରେ ଫଳ ପ୍ରକାଶ ପରେ!-->…
Read More...
Read More...
ଛାତ୍ର ବୟସରେ ଚିନ୍ମୟଙ୍କ ସମାଜସେବା ନିଶା
କିଆକଟା : ଆଜିର ବ୍ୟସ୍ତବହୁଳ ଜୀବନ ଭିତରେ ମଣିଷ କେବଳ ନିଜ ସ୍ୱାର୍ଥ ପଛରେ ଦୌଡୁଥିବା ଦେଖିବାକୁ ମିଳୁଛି । ନିଜ ବ୍ୟବସାୟ, କାର୍ଯ୍ୟାଳୟ, ପରିବାରିକ ସମସ୍ୟା ଭିତରେ ଛନ୍ଦି ହୋଇ ସମାଜ ଏବଂ ସାମାଜିକ କର୍ତ୍ତବ୍ୟକୁ ଭୁଲି ଯାଉଛନ୍ତି ଆଜିର ଯୁବପୀଢି । କିନ୍ତୁ ଆଜିବି ଏମିତି କିଛି ଯୁବକ!-->…
Read More...
Read More...
ଲତାଙ୍କୁ ଝୁରୁଛନ୍ତି ସୋଏବ ଅଖତର, କହିଲେ ରହିଗଲା ବଡ ଅବଶୋଷ
ନୂଆଦିଲ୍ଲୀ: ଆଉ ନାହାନ୍ତି ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର । ଭାରତ ରତ୍ନ ହରାଇଛି ଭାରତ । ହେଲେ ତାଙ୍କ ସମସ୍ତ କଥାକୁ ମନେ ପକାଉଛନ୍ତି ପ୍ରିୟଜନ । ଏହାରି ଭିତରେ ନଜର ଆସିଛି ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ୍ ଅଖତରଙ୍କ କଥା । ଶୋଏବ ଲତାଙ୍କୁ ମନେପକାଇ ତାଙ୍କ ପ୍ରଶଂସକଙ୍କ ସହ!-->…
Read More...
Read More...
ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୧୫୦୩ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ୧୫୦୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯୮୧୧ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା!-->…
Read More...
Read More...
ଚକାପାଦରେ ମମତାଙ୍କ ଲାଗି ପ୍ରଚାର କଲେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ
ଫୁଲବାଣୀ:-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଆଜି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକରେ ବିଜେଡିର କର୍ମୀ ସମ୍ମିଳନୀରେ ଯୋଗଦେଇଥିଲେ । ଏଥିରେ ବ୍ଲକ୍ର ୬ ନମ୍ବର ଜୋନ୍ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥିନୀ ମମତାରାଣୀ ବେହେରାଙ୍କ ସପକ୍ଷରେ!-->…
Read More...
Read More...