Browsing Category

ରାଜ୍ୟ

କେରାଣ୍ଡି ପଞ୍ଚାୟତରେ ତ୍ରିମୁଖୀ ଲଢେଇ ହେବାର ସମ୍ଭାବନା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା ନ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସମସ୍ତ ପ୍ରାର୍ଥୀ ଚିହ୍ନ ପାଇଲା ପରେ ନିଜର ପ୍ରଚାର ମଇଦାନରେ ଘରକୁ ଘର ବୁଲି ୱାର୍ଡକୁ ୱାର୍ଡ ବୁଲି
Read More...

ଜି. ଉଦୟଗିରି ପାଷ୍ଟରମାନଙ୍କ ସହ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ସାକ୍ଷାତ

ଜି. ଉଦୟଗିରି:ଜି. ଉଦୟଗିରି ଠାରେ ଲଘୁ ସମ୍ପ୍ରଦାୟର ପାଷ୍ଟର ମାନଙ୍କ ସହ କନ୍ଧମାଳ ସାଂସଦ ଶ୍ରୀ ଅଚ୍ୟୁତ ସାମନ୍ତ ମହୋଦୟ ଓ କନ୍ଧମାଳ ଜିଲ୍ଲା ମହିଳା ସଭାନେତ୍ରୀ ପୁନମ କହଁରଙ୍କ ସ୍ୱଳ୍ପ ସମୟ ମଧ୍ୟରେ ଜି. ଉଦୟଗିରି ବ୍ଲକରେ ଥିବା ସମସ୍ତ ଚର୍ଚ୍ଚ ଗୃହ ଗୁଡ଼ିକର ସମସ୍ୟା ଉପରେ ଆଲୋଚନା ହୋଇଥିଲା
Read More...

ଜିଲ୍ଲା ପ୍ରେସକ୍ଲବ ପକ୍ଷରୁ ସାମ୍ବାଦିକଙ୍କ ଅକାଳ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି

ବୌଦ୍ଧ,୭/୨: କଳାହାଣ୍ଡି ଜିଲ୍ଲାର ଯୁବ ସାମ୍ବାଦିକ ରୋହିତ ବିଶ୍ୱାଳ ସମ୍ବାଦ ସଂଗ୍ରହ ନିମନ୍ତେ ଯାଉଥିବାବେଳେ ମାଓବାଦୀଙ୍କ ପକ୍ଷରୁ ବିଛାଯାଇଥିବା ଲ୍ୟାଣ୍ଡମାଇନ୍‌ ବିସ୍ପୋରଣରେ ମୃତ୍ୟୁବରଣ କରିଛନ୍ତି । ତାଙ୍କରି ବିୟୋଗରେ ଜିଲ୍ଲା ପ୍ରେସକ୍ଲବ ପକ୍ଷରୁ ଏକ ଶୋକସଭା ସ୍ଥାନୀୟ ସାମ୍ବାଦିକ ଫୋରମ
Read More...

ସ୍କୁଲ ଖୋଲିଲା, ପିଲାଙ୍କ ଖୁସିରେ ମୁଁ ବି ବହୁତ ଖୁସି – ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପ୍ରାୟ ଦୁଇ ବର୍ଷ ପରେ ଆଜି ରାଜ୍ୟରେ ସ୍କୁଲ ଖୋଲିଛି। ଅଷ୍ଟମ ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିଥିବା ବେଳେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ୧୪ ତାରିଖରେ ଖୋଲିବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପିଲାମାନଙ୍କୁ ଏକ ବାର୍ତ୍ତା ଦେଇ
Read More...

ନିର୍ବାଚନ ନିମନ୍ତେ ରାୟଗଡରେ ଜୋରଦାର ପ୍ରସ୍ତୁତି, ୧୩୭୦ ଜଣ ପ୍ରିଜାଇଡିଂ ଓ ୧୩୭୦ ଜଣ ପ୍ରଥମ ପୁଲିଙ୍ଗ ଅଫିସରଙ୍କୁ…

ରାୟଗଡା : ରାୟଗଡ ଜିଲ୍ଲାରେ ଆସନ୍ତା ଫେବୃଆରୀ ୧୬ ଠାରୁ ୨୪ ତାରିଖ ମଧ୍ୟରେ ପାଞ୍ଚ ପର୍ଯ୍ୟାୟରେ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ମତଦାନ ଅନୁଷ୍ଠିତ ହେବ । ରାୟଗଡ ବ୍ଲକରେ ଫେବୃଆରୀ ୨୨ ତାରିଖରେ ନିର୍ବାଚନ ତାରିଖ ଧାର୍ଯ୍ୟ ହୋଇଅଛି । ଏଣୁ ରାୟଗଡା ବ୍ଲକ୍‌ ରେ ୨୬୫ ଜଣ
Read More...

ରାୟଗଡାରୁ ଦାଦନ ଖଟିବାକୁ ଯାଇଥିବା ଯୁବତୀ ନିଆଁରେ ଜଳିଗଲେ,ଶବ ଆଣିବାକୁ ବାପା’ମା ସୁନା ବନ୍ଧା କରି ପଠେଇଲେ ୩୦ହଜାର…

ରାୟଗଡା : ଦାଦନ ଖଟିବାକୁ ଯାଇଥିବା ଜଣେ ଯୁବତୀ ନିଆଁରେ ଜଳିଯିବା ପରେ ମୃତ୍ୟୁବରଣ କରିଛନ୍ତି । ତେବେ ଶବ ପଠାଇବା ପାଇଁ କମ୍ପାନୀ କର୍ତ୍ତୃପକ୍ଷ କୈାଣସି ବ୍ୟବସ୍ଥା ନ କରିବାରୁ ବାପା’ମା ନିଜ ସୁନା ବନ୍ଧା ରଖି ୩୦ହଜାର ଟଙ୍କା ସଂଗ୍ରହ କରି ପଠେଇବା ପରେ ସୁଦୂର ତାମିଲନାଡୁରୁ ଫେରୁଛି ଯୁବତୀର
Read More...

ବିଜେଡିରେ ମିଶିଲେ ୧୦୦ରୁ ଅଧିକ ବିଜେପି କର୍ମୀ

ପାରଳାଖେମୁଣ୍ଡି : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କାଶୀନଗର,ବ୍ଲକ, କେ. ସିତାପୁର ଗ୍ରାମ ପଞ୍ଚାୟତ ସିଙ୍ଗିପୁର ଗ୍ରାମରେ ବିଜେଡ଼ି ଦଳର ମିଶ୍ରଣ ପର୍ବ ଓ ପ୍ରଚାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୧୦୦ ରୁ ଅଧିକ ଆଗଧାଡିର ବିଜେପି କର୍ମୀ ଡ଼ଃ ତିରୁପତି ପାଣିଗ୍ରାହୀଙ୍କ
Read More...

ରାଜ୍ୟରେ କୋହଳ ହେଲା ନିର୍ବାଚନୀ କଟକଣା

ଭୁବନେଶ୍ୱର: କୋଭିଡ କଟକଣା ଭିତରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେଉଛି । ଏନେଇ ପୂର୍ବରୁ ଜାରି କରାଯାଇଥିବା ନିର୍ବାଚନୀ ଗାଇଡଲାଇନ ବା କଟକଣାକୁ ଆଜି କୋହଳ କରାଯାଇଛି । ଏବେ ସଂକ୍ରମିତଙ୍କ ସଂଖ୍ୟା ଖସୁଥିବା ବେଳେ ୨ ହଜାର ତଳେ ରହିଛି ଟ୍ରେଣ୍ଡ। ତେଣୁ ନିର୍ବାଚନ ପ୍ରଚାର
Read More...

ଗଜପତିରେ କୋଭିଡ ଟିକାକରଣ ପାଇଁ ସଚେତନତା ରଥର ଶୁଭାରମ୍ଭ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା କୋଭିଡ ଟିକାକରଣ ପାଇଁ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମଟି ଜିଲ୍ଲା ପ୍ରଶାସନ ଗଜପତି ଓ ଏକ୍ସନଏଡ଼ ଭୁବନେଶ୍ୱରର ମିଳିତ ଉଦ୍ୟମରେ ଜିଲ୍ଲାରେ ଆରମ୍ଭ କରାଯାଇଛି । ତ୍ରିସ୍ତରୀୟ
Read More...

କାର ସହ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା

ପାଟଣାଗଡ଼ : ପାଟଣାଗଡ଼ ଥାନା ପାଢେଲ ଗ୍ରାମର ଡୁମେରପଦର ଯିବା ଚଳା ରାସ୍ତା ପାଖରେ ଏକ କାର ସହ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି । ଦୁଇ ବାଇକ୍‌ ଚାଳକ ହେଲେ ଧଉଁରା ଦାଦରର ଟିକେଶ୍ୱର ବରିହା (୫୪) ଓ ଡୁମେରପଦର ଅର୍ଜୁନ ସାହୁ (୪୫) ବୋଲି ଜଣାପଡିଛି । ଦୁର୍ଘଟଣା ପରେ କାର ଚାଳକ ଫେରାର
Read More...