Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଓଲଟିଲା ବରଯାତ୍ରୀ ଗାଡି; ଜଣେ ମୃତ, ୧୫ଆହତ
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ନୂଆପଡ଼ା ଗାଁ ନିକଟରେ ଗତକାଲି ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବରଯାତ୍ରୀ ଗାଡ଼ି ଓଲଟି ଜଣେ ନାବାଳକର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କୁ!-->…
Read More...
Read More...
ଆଜି ପବିତ୍ର ମାଘ ସପ୍ତମୀ, ଖାଁ ଖାଁ ଚନ୍ଦ୍ରଭାଗା ବେଳା ଭୂମି
ପୁରୀ : ଆଜି ପବିତ୍ର ମାଘ ସପ୍ତମୀ, ଖାଁ ଖାଁ ଚନ୍ଦ୍ରଭାଗା ବେଳା ଭୂମି । କୋଭିଡ ପାଇଁ ଶ୍ରଦ୍ଧାଳୁଙ୍କ ବୁଡ ଓ ସୂର୍ଯ୍ୟ ଦର୍ଶନ ଉପରେ କଟକଣା ଜାରି କରିଥିଲା ପ୍ରଶାସନ । ଯାହା ପାଇଁ ଠାକୁରଙ୍କ ରିତୀନିତୀ ପରେ ତୀର୍ଥ ପୁଷ୍ପରଣୀରେ ଠାକୁର ସ୍ନାନ ପରେ ବୁଡ ପକାଇଥିଲେ ସାଧୁସନ୍ଥ । କିନ୍ତୁ!-->…
Read More...
Read More...
ରାଜ୍ୟରେ ୨ ହଜାର ତଳକୁ ଖସିଲା ସଂକ୍ରମଣ
ଭୁବନେଶ୍ୱର: ରାଜ୍ୟରେ ଏବେ ତଳମୁହାଁ କରୋନା ଗ୍ରାଫ । ଦିନକୁ ଦିନ ଖସୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨ ହଜାର ତଳକୁ ଖସିଛି ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୪୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୮୭୪ ଚିହ୍ନଟ!-->…
Read More...
Read More...
ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତ ସାଧକ ଡ.ଦାମୋଦର ହୋତାଙ୍କ ପରଲୋକ
ଭୁବନେଶ୍ୱର,୬/୨: ଓଡ଼ିଶାର ବିଶିଷ୍ଟ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଗୁରୁ ଡ.ଦାମୋଦର ହୋତାଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୮୬ବର୍ଷ ହୋଇଥିଲା । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ୱର ଡାକ୍ତରଖାନାକୁ ନିଆଯାଉଥିବା ବାଟରେ ତାଙ୍କର ମୃତ୍ୟୁ!-->…
Read More...
Read More...
ବାଘମୁଣ୍ଡ ଚାଇଲ୍ଡ ଲାଇନ ଉଦ୍ୟମରେ ଅଟକିଲା ବାଲ୍ୟବିବାହ
ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଲରମ୍ଭା ଥାନା ଅନ୍ତର୍ଗତ ବାଘମୁଣ୍ଡ ଗ୍ରାମରେ ଜଣେ ନାବାଳିକାଙ୍କ ପ୍ରସ୍ତାବିତ ବିବାହକୁ ଅଟକାଇଛି ଚାଇଲ୍ଡ ଲାଇନ । ଚଳିତ ମାସ ଏହି ଗାଁରେ ନାବାଳିକା ସହ ପୁଡୁକୁପଡା ଗାଁର ଜଣେ ସାବାଳକର ବିବାହ ଉତ୍ସବ ହୋଇଥାନ୍ତା । ସୂଚନା ପାଇ ବଲାଙ୍ଗୀର!-->…
Read More...
Read More...
ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡ଼ି ଦୁଘଟଣା ଗ୍ରସ୍ତ, ଅଳ୍ପକେ ବତ୍ତିଲେ ମନ୍ତ୍ରୀ
ଫୁଲବାଣୀ : ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ନିର୍ବାଚନ ପ୍ରଚାରରେ ଯାଉଥିବା ବେଳେ ଭେଟ କୋଲ୍ ଘାଟିରେ ଭାରସାମ୍ୟ ହରାଇବା ଯୋଗୁଁ ତାଙ୍କ ଗାଡି ଦୁର୍ଘଟଣା ଘଟିଛି । ଗାଡ଼ିଟି ରାସ୍ତା କଡକୁ ଖସି ଯାଇଥିଲା । ତେବେ ଅଳ୍ପକେ ବର୍ତ୍ତି ଯାଇଥିଲେ ମନ୍ତ୍ରୀ ଜେନା । ମନ୍ତ୍ରୀ ଜେନା ପ୍ରଥମ!-->…
Read More...
Read More...
ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କୁ ସମ୍ମାନ ଜଣାଇଲା ଟିମ୍ ଇଣ୍ଡିଆ
ଅହମ୍ମଦାବାଦ: ଆଜିଠୁ ଆରମ୍ଭ ହୋଇଛି ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍। ଅହମ୍ମଦାବାଦରେ ଖେଳା ଯାଉଛି ପ୍ରଥମ ମ୍ୟାଚ୍। ଟସ୍ ଜିତିଟିମ୍ ଇଣ୍ଡିଆ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ୱେଷ୍ଟଇଣ୍ଡିଜ୍ ବ୍ୟାଟିଂ କରୁଛି। ତେବେ ଆଜି ମ୍ୟାଚ୍ରେ ସ୍ୱର ସାମ୍ରାଜ୍ଞୀ ଭାରତରତ୍ନ!-->…
Read More...
Read More...
ବିଜେଡିରୁ ବହିୃଷ୍କୃତ ହେଲେ ପୂର୍ବତନ କର୍ପୋରେଟର ଓ ତାଙ୍କ ସ୍ୱାମୀ
କଟକ: ବସ୍ତି ବାସିନ୍ଦାଙ୍କ ପାଇଁ ଉଦ୍ଦିଷ୍ଟ ଫ୍ଲାଟ ହଡପ କରି ବିକ୍ରି କରିବା ପଡିଲା ମହଙ୍ଗା । ବିଜେଡିରୁ ବହିୃଷ୍କୃତ ହେଲେ ପୂର୍ବତନ କର୍ପୋରେଟର ରଞ୍ଜିତା କରଣ ଓ ତାଙ୍କ ସ୍ୱାମୀ ରାଜା କରଣ । ରଞ୍ଜିତାଙ୍କ ସହ ଅଭିଯୁକ୍ତ ରାଜାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କଲା ବିଜେଡି ।!-->…
Read More...
Read More...
୨୨ ତମ ୱାଇସିସି ଡୁଙ୍ଗୁରିଗୁରା କପ୍ ଉଦଯାପିତ
ପାଟଣାଗଡ,୬/୨- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଡୁଙ୍ଗୁରିଗୁରା ଗ୍ରାମର ୱାଇସିସି ଆନୁକୁଲ୍ୟରେ ୨୨ ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ଯାପିତ ହୋଇଯାଇଛି । ମୁଖ୍ୟଅତିଥିଭାବେ ଆଦିବାସୀ କଲ୍ୟାଣ ସଂଘ ଉପଦେଷ୍ଟା ତଥା ଅବସରପ୍ରାପ୍ତ ଅବକାରୀ ଅଧିକାରୀ ପୁରୁଷୋତ୍ତମ ଧରୁଆ!-->…
Read More...
Read More...
ଲତାଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, କହିଲେ ଏହି ବଡ କଥା
ଭୁବନେଶ୍ବର: ସ୍ବର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ବିୟୋଗରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ନିଜର ଟୁଇଟରରେ ଲେଖିଛନ୍ତି, କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକରଙ୍କ ପରଲୋକ ବିଷୟରେ ଜାଣି ଗଭୀର ଦୁଃଖିତ। ‘ମେଲୋଡି କୁଇନ୍ ଅଫ୍ ଇଣ୍ଡିଆ’ ଆମର!-->…
Read More...
Read More...