Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଧୂପକାଠି ଉତ୍ପାଦନ ତାଲିମ କେନ୍ଦ୍ର ପରିଦର୍ଶନ କଲେ ପିଏ ଆଇଟିଡିଏ,ଉନ୍ନତମାନର ଧୂପକାଠି ପ୍ରସ୍ତୁତ କରିବା ପାଇଁ ପରାମର୍ଶ
ଗଜପତି/ପାରଳାଖେମୁଣ୍ଡି,୬/୨ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ମୁନିସିଂ ଗ୍ରାମ ଠାରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଚାଲୁ ରହିଥିବା ଧୂପକାଠି ୟୁନିଟର ପରିଦର୍ଶନ ଓ ସମୀକ୍ଷା କରିଛନ୍ତି ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ପ୍ରକଳ୍ପ ପ୍ରଶାସକ (ପିଏ)!-->…
Read More...
Read More...
ନୟାଗଡ ନବଜାତ ଶିଶୁ ନିଖୋଜ ଘଟଣା
ଦଶପଲ୍ଲା,୬/୨: - ନୟାଗଡ ଜିଲ୍ଲା ହସ୍ପିଟାଲରେ ଜନ୍ମିତ ଶିଶୁପୁତ୍ରକୁ ନିଖୋଜ ହେବାର ୭ଦିନ ପରେ ଭୁବନେଶ୍ୱରରୁ ଉଦ୍ଧାର କରାଯାଇଛି । ଉଦ୍ଧାର ଶିଶୁକୁ ଚିକିତ୍ସା ପାଇଁ ବର୍ତ୍ତମାନ ଜିଲ୍ଲା ଡାକ୍ତରଖାନାରେ ରଖାଯାଇଛି । ନବଜାତ ଶିଶୁ ନୟାଗଡରୁ ଭୁବନେଶ୍ୱର କେମିତି ପହଞ୍ଚିଲା ତାକୁ ନେଇ ସନ୍ଦେହ!-->…
Read More...
Read More...
କାର୍ ଦୁର୍ଘଟଣାରେ ଜଣେ ମୃତ
ବାଲିଗୁଡା,୬/୨: କୁହୁଡ଼ି ହେଲା କାଳ । ରାସ୍ତା ଦେଖାନଯିବାରୁ କାର୍ ଦୁର୍ଘଟଣା ଗ୍ରସ୍ତ ।କନ୍ଧମାଳ ଜିଲ୍ଲା କ.ନୂଆଗାଁ ନିକଟସ୍ଥ ଏଫ୍ସିଆଇ ଗୋଦାମ ନିକଟରେ ଏକ ହୋଣ୍ଡାଇ କାର୍ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇ ପ୍ରଥମେ ବାଲିଗୁଡା ପରେ ଫୁଲବାଣୀ ମୁଖ୍ୟ!-->…
Read More...
Read More...
ଜିଲ୍ଲା ବଣିକ ସଂଘ ସଂପାଦକଙ୍କ ମାତୃବିୟୋଗ
ସୁବର୍ଣ୍ଣପୁର,୫/୨- ଗତକାଲି ଅପରାହ୍ନରେ ସୁବର୍ଣ୍ଣପୁର ଜିଲ୍ଲା ବଣିକ ସଂଘ ର ସଂପାଦକ ବି.ସତ୍ୟନାରାୟଣ ରାଓଙ୍କ ମାଁ ଶ୍ରୀମତୀ ବି.ଲକ୍ଷ୍ମୀଦେବୀଙ୍କ ୭୬ବର୍ଷ ବୟସରେ ବିୟୋଗ ଘଟିଛି । ସେ ବାର୍ଦ୍ଧକ୍ୟ ଜନିତ ରୋଗରେ କିଛିଦିନ ଆଗରୁ ଶଯ୍ୟାଶାୟୀ ଥିଲେ । ସେ ଜଣେ ଧର୍ମପରାୟଣା ମହିଳା ଭାବରେ ବେଶ!-->…
Read More...
Read More...
ମୋ କଲେଜ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ପଲିଟେକନିକ କଲେଜରେ ନୂତନ କମିଟି ଗଠନ
ସୁବର୍ଣ୍ଣପୁର,୫/୨ - ମୋ କଲେଜ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଈଁ ସୁବର୍ଣ୍ଣପୁର ସରକାରୀ ପଲିଟେକନିକ କଲେଜରେ ଏକ ନୂତନ କମିଟି ଗଠିତ ହୋଇଛି । ସମସ୍ତ ପ୍ରାକ୍ତନ ଛାତ୍ରଛାତ୍ରୀ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସଂଶ୍ଲିଷ୍ଟ କରି ଏହି କଲେଜର ଶୈକ୍ଷିକ ଭୌତିକ,ଭିତ୍ତିଭୂମି ଓ ସର୍ବାଙ୍ଗୀନ ବିକାଶ!-->…
Read More...
Read More...
ଉଚ୍ଚଶିକ୍ଷିତ ଆଦିବାସୀ ଯୁବ ସରପଞ୍ଚ ପ୍ରାର୍ଥୀଙ୍କ ନିଆରା ପ୍ରଚାର
ବାଲିଗୁଡ଼ା,୫/୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୀତି ସରଗରମ । ପ୍ରାର୍ଥୀ ଭୋଟରମାନଙ୍କୁ ମନେଇବା ପାଇଁ ବିଭିନ୍ନ ଢ଼ଙ୍ଗରେ କରୁଛନ୍ତି ପ୍ରଚାର ଏବଂ ଭୋଟ୍ ଭିକ୍ଷା ମଧ୍ୟ କରୁଛନ୍ତି । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅଧିକାଂଶ ଯୁବପିଢ଼ି ଓ ଉଚ୍ଚଶିକ୍ଷିତ ପ୍ରାର୍ଥୀ!-->…
Read More...
Read More...
ଚନ୍ଦ୍ରଭାଗା ମେଳାରେ ଶ୍ରଦ୍ଧାଳୁ ମାନଙ୍କ ପ୍ରବେଶ ଉପରେ ପ୍ରଶାସନ ପକ୍ଷରୁ କଟକଣା
ପୁରୀ,୫/୨- କରୋନା କଟକଣାକୁ ଦୃଷ୍ଟିରେ ରଖି ଚନ୍ଦ୍ରଭାଗା ମେଳାରେ ଶ୍ରଦ୍ଧାଳୁ ମାନଙ୍କ ପ୍ରବେଶ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରିକରାଯାଇଛି । କୋଣାର୍କ ଥାନା ଅନ୍ତର୍ଗତ ଚନ୍ଦ୍ରଭାଗା ମେଳା ପଡିଆ, ତୀର୍ଥ ପୁଷ୍କରିଣୀ, ନବଗ୍ରହ ମନ୍ଦିରରେ ସର୍ବସାଧାରଣ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି!-->…
Read More...
Read More...
ଏବେବି ମାଟି ମୂର୍ତ୍ତିର ରହିଛି ଚାହିଦା
ଗଜପତି,୫/୨- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବଜାରରେ ମ ।ଟି ମୂର୍ତ୍ତି ଅଧିକା ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଆଧୁନିକତାରେ ହଜିଯାଉଥିବା ମଣିଷ ପ୍ଲାଷ୍ଟର ପ୍ୟାରିସି ମୂର୍ତ୍ତି ଥାଇ ସୁଦ୍ଧା ମାଟି ମୂର୍ତ୍ତି ପ୍ରତି ଆକୃଷ୍ଟ ରହିଛି । ପ୍ଲାଷ୍ଟର ପ୍ୟାରିସି ହଲକା ସୁନ୍ଦର!-->…
Read More...
Read More...
ହରଭାଙ୍ଗି ଜଳଭଣ୍ଡାରରେ ଅଙ୍ଗୁଳିକା ଯାଆଁଳା ମତ୍ସ୍ୟଜୀବୀଙ୍କ ସକାଶେ ଛଡ଼ାଗଲା,ଉପକୃତ ହେବେ ମତ୍ସ୍ୟଜୀବୀ
ଗଜପତି,୫/୨- ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ହରଭାଙ୍ଗି ଜଳଭଣ୍ଡାରରେ ଅଙ୍ଗୁଳିକା ଯାଆଁଳା ମତ୍ସ୍ୟ ବିଭାଗ ପକ୍ଷରୁ ଛଡ଼ାଯାଇଛି । ମତ୍ସ୍ୟ ବିଭାଗର ସରକାରୀ ଫାର୍ମରୁ ଉନ୍ନତମାନର ଅଙ୍ଗୁଳିକା ଯାଆଁଳା ପ୍ରଥମଥର ଜାନୁୟାରୀ ୩୧ ତାରିଖରେ ୨୬୦୦୦ ଯାଆଁଳା ଓ ୨ ଫେବୃୟାରୀରେ ଦ୍ୱିତୀୟ!-->…
Read More...
Read More...
ଯୁବ ଚିତ୍ରଶିଳ୍ପୀଙ୍କ ଏକ ନିଆରା କଳାକୃତି
ପୁରୀ,୫/୨- ପବିତ୍ର ସରସ୍ୱତୀ ପୂଜା ଅବସରରେ ପୁରୀ ବାସେଳୀ ସାହିର ଯୁବ ଚିତ୍ରଶିଳ୍ପୀ ଏକ ନିଆରା କଳାକୃତି କରି ସରସ୍ୱତୀ ପୂଜାର ଅଭିନନ୍ଦନ ସମସ୍ତଙ୍କୁ ଜଣାଇଛନ୍ତି । ପୁରୀ ବାସେଳୀ ସାହିର ଅଷ୍ଟମ ଶ୍ରେଣୀର ଛାତ୍ର ଆୟୁଷ ମହାପାତ୍ର ମାତ୍ର ୬ ମିନିଟରେ ଦୁଇହାତରେ ବାଗଦେବୀ ମା ସରସ୍ୱତୀଙ୍କର!-->…
Read More...
Read More...