Browsing Category

ରାଜ୍ୟ

ପ୍ରଚାରରେ ଆଗରେ କେରାଣ୍ଡି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସୁନୀଲ ମହାପାତ୍ର

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକର କେରାଣ୍ଡି ପଞ୍ଚୟତର ସରପଞ୍ଚ ପ୍ରାର୍ଥୀ ସୁନୀଲ ମହାପାତ୍ର ତାଙ୍କର ପ୍ରଚାର ଆରମ୍ଭ କରିଛନ୍ତି । ପ୍ରଚାରରେ ସେ ପଞ୍ଚାୟତରେ ଲୋକପ୍ରିୟତା ଅର୍ଜନ କରିଥିବା ଜଣାପଡିଛି । ପଞ୍ଚୟତର ବିଭିନ୍ନ ଗ୍ରାମ ଓ ୱାର୍ଡକୁ ଯାଇ ସେ ଲୋକଙ୍କୁ ସାକ୍ଷାତ କରି
Read More...

ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ

ଭୁବନେଶ୍ୱର: ଆଜି ସକାଳୁ ଭିଜିଲାନ୍ସ ଜାଲରେ ଫସିଛନ୍ତି ଯୋଗାଣ ଅଧିକାରୀ । ନୂଆପଡା ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରହିଛି । ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ରେଡ ଚାଲିଛି । ଆୟ ବିହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ
Read More...

କନ୍ଧମାଳ ଜିଲ୍ଲା ଶାଖା ଆବାହକ ଭାବେ ସତ୍ୟ ନାରାୟଣ ବେହେରା ମନୋନୀତ

ଫୁଲବାଣୀ,୧/୨: ଭାରତବର୍ଷର ପ୍ରମୁଖ ଅଗ୍ରଣୀ ଶ୍ରମିକ ସଂଗଠନ ହିନ୍ଦ ମଜଦୁର ସଭାକୁ ରାଜ୍ୟରେ କ୍ରିୟାଶୀଳ କରିବାପାଇଁ ରାଜ୍ୟ ସଂଗଠନ ପକ୍ଷରୁ ଶ୍ରୀ ସତ୍ୟ ନାରାୟଣ ବେହେରାଙ୍କୁ କନ୍ଧମାଳ ଜିଲ୍ଲା ଆବାହକ ରୂପେ ଚୟନ କରାଯାଇଛି । ଶ୍ରୀ ବେହେରା କନ୍ଧମାଳ ଜିଲ୍ଲାର ବିଭିନ୍ନ ଅସଂଗଠିତ ଶ୍ରମିକ
Read More...

ସୁବର୍ଣ୍ଣପୁର ଜିଲ୍ଲାରେ କୋଭିଡ ଗ୍ରାଫ ତଳମୁହାଁ ତଥାପି କୋଭିଡ କଟକଣା ମାନିବାକୁ ପ୍ରଶାସନର ଗୁରୁତ୍ୱାରୋପ

ସୁବର୍ଣ୍ଣପୁର,୧/୨- କରୋନାର ତୃତୀୟ ଲହର ଓମିକ୍ରନର ମୁକାବିଲା କରିବା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ପ୍ରଚେଷ୍ଟା ସଫଳ ହୋଇଛି ଓ ଜିଲ୍ଲାରେ କରୋନା ସଂକ୍ରମଣ ଗ୍ରାଫ ଲଗାତାର ଭାବେ ତଳମୁହାଁ ହେବାରେ ଲାଗିଛି । ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ନିର୍ଦ୍ଦେଶକ୍ରମେ
Read More...

କେନ୍ଦ୍ର ବଜେଟକୁ ନେଇ ଏମିତି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍‌ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଶ୍ରୀ ପଟ୍ଟନାୟକ ଟେକ୍ନୋଲୋଜି ଓ ଭିତ୍ତିଭୂମି ଉପରେ ଫୋକସ୍‌କୁ ପ୍ରଶଂସା କରିଛନ୍ତି।
Read More...

ଗୁମ୍ମା ବ୍ଲକରେ ଜିଲ୍ଲାପାଳଙ୍କ ଉନ୍ନୟନ ମୂଳକ କାର୍ଯ୍ୟ, ସ୍କୁଲ ପରିଦର୍ଶନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କଲେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା । ସୂଚନା ଅନୁସାରେ ଶ୍ରୀ ପଣ୍ଡା ଗୁମ୍ମା ବ୍ଲକ ଅନ୍ତର୍ଗତ ଜିବା ଓ ସେରଙ୍ଗରେ ଥିବା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିବା ଜଣାପଡ଼ିଛି ।ସୂଚନା ଯୋଗ୍ୟ ଯେ ଏହି
Read More...

ଭୋଟ ସମୟରେ ନେତାଙ୍କ ପ୍ରତିଶ୍ରୁତି ପାଣିର ଗାର, ରାସ୍ତା ମରାମତି ଓ ଡ୍ରେନ ନିର୍ମାଣ ଦାବି କଲେ ଗ୍ରାମବାସୀ

ପାଟଣାଗଡ : କେନ୍ଦ୍ର ଓ ରାଜ୍ୟ ଉଭୟ ସରକାର ଗାଁକୁ ପକ୍କାଘର ରାସ୍ତା,ପ୍ରଧାନମନ୍ତ୍ରୀ ସଡକ ଯୋଜନା, ବିଜୁ ଏକ୍ସପ୍ରେସ ରାସ୍ତା ନିର୍ମାଣ ଭଳି ଯୋଜନା କାର୍ଯ୍ୟକାରୀ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରିଥାନ୍ତି,କିନ୍ତୁ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଉଦାସୀନ ମନୋଭାବ
Read More...

ବୁର୍ଲା ପୁଲିସକୁ ବଡ଼ ସଫଳତା : ୧୦ଟି ବାଇକ ଜବତ, ବୌଦ୍ଧ ଜିଲ୍ଲାରୁ ୩ ଗିରଫ

ସମ୍ବଲପୁର : ବୁର୍ଲା ପୁଲିସକୁ ମିଳିଛି ଏକ ବଡ଼ ସଫଳତା । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି,ଚୋରି ହୋଇଯାଇଥିବା ଏକ ବାଇକକୁ ଉଦ୍ଧାର କରିବାକୁ ଯାଇ ପୁଲିସ ଏକ ଆନ୍ତଃ-ଜିଲ୍ଲା ବାଇକ ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ଏ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୦ଟି ବାଇକ
Read More...

ଶସ୍ତା ହେଲା ରନ୍ଧନ ଗ୍ୟାସ୍,ଜାଣନ୍ତୁ କେତେ ?

ନୂଆଦିଲ୍ଲୀ : ଆଉ କିଛି ଦିନ ପରେ ୫ ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ତେବେ ନିର୍ବାଚନ ପୂର୍ବରୁ ମଧ୍ୟବିତ୍ତଙ୍କୁ ବଡ଼ ଆଶ୍ଵସ୍ତି ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର।  କମରସିଆଲ ବା ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହୃତ ଏଲପିଜି ସିଲିଣ୍ଡର ଶସ୍ତା ହୋଇଛି। ଗ୍ୟାସ୍ ଦରଦାମ୍
Read More...

ଜିଲ୍ଲାରେ ବୁଲିଲା କୋଭିଡ୍‌ ଟିକାକରଣ ଅଭିଯାନ ସଚେତନତା ରଥ

ନବରଙ୍ଗପୁର: କୋଭିଡ ସୁରକ୍ଷା ପାଇଁ ଉପଯୁକ୍ତ ବ୍ୟବହାର ଓ ଟିକାକରଣ ନିମନ୍ତେ ଜିଲ୍ଲାରେ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲା ପ୍ରଶାସନ ଓ ଆକ୍ସନଏଡର ମିଳିତ ସହଯୋଗରେ ଏକ ସଚେତନ ରଥ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରିଛି । ଜିଲ୍ଲାର ବିଭିନ୍ନ ଗ୍ରାମରେ ସଚେତନତା କରିବା
Read More...