Browsing Category

ରାଜ୍ୟ

ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି, : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ଼ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡକ୍ଟର ବୃଷକେତୁ ଦାଶଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି ।ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଜଗନ୍ନାଥ ପଟ୍ଟନାୟକ ଅତିଥି ପରିଚୟ ଓ
Read More...

ଖୁବଶୀଘ୍ର ଆରମ୍ଭ ହେବ ୫-ଜି ସେବା, ଗାଁରେ ପହଞ୍ଚିବ ଅପ୍ଟିକାଲ୍‌ ଫାଇବର

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୨-୨୩ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଏହି ସମୟରେ ସେ ଦେଶରେ ୫ଜି ଏବଂ ଅପ୍ଟିକାଲ ଫାଇବର ସେବା ବିଷୟରେ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ୨୦୨୨-୨୩ ବର୍ଷରେ ୫ଜ ମୋବାଇଲ୍‌ ସେବା ପାଇଁ ସ୍ପ୍ରେକ୍ଟ୍ରମ୍‌ ନିଲାମ ହେବ ।
Read More...

ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର

ପୁରୀ : ଆଜି ଠାରୁ ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । ୨୦ ଦିନର ବ୍ୟବଧାନ ପରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହୋଇଛି ମିଳନ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ଜାନୁଆରୀ ୧୦ ତାରିଖରୁ ୩୧ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରାଯାଇଥିଲା । ଏବେ ସଂକ୍ରମଣ ସ୍ଥିତିରେ ସୁଧାର
Read More...

ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ

ଦଶପଲ୍ଲା : - ପୂଜ୍ୟ ପୂଜା ସମିତି ମଧ୍ୟ ଖଣ୍ଡ ପକ୍ଷରୁ ଗାନ୍ଧିଜୀଙ୍କ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି । ମଧ୍ୟଖଣ୍ଡ ହାଇ ସ୍କୁଲ ପ୍ରାଙ୍ଗଣରେ ପୂଜ୍ୟପୂଜା ସଂସଦର ସଭାପତି ଆଦେଇତ ପ୍ରସାଦ ଦାସଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇ ଯାଇଛି । ପ୍ରାରମ୍ଭରେ ଗାନ୍ଧିଜୀଙ୍କ ଫଟୋ ଚିତ୍ରରେ
Read More...

ନିଖିଳ ଓଡିଶା ଆଶାକର୍ମୀ ସଂଘର ବୈଠକ, ହକ୍‌ ଅଧିକାର ପାଇଁ ଲଢେ଼ଇ କରି ପାଇଁ ସାଂଗଠନିକ ସୁଦୃଢ଼ କରିବାକୁ ନିଷ୍ପତ୍ତି

ପାଟଣାଗଡ଼: ପାଟଣାଗଡ଼ ବ୍ରାହ୍ମପୁରା ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ନିଖିଳ ଓଡିଶା ଆଶାକର୍ମୀ ସଂଘ ଆଶାକର୍ମୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଘର ଜିଲ୍ଲା ସଭାପତି ତିର୍ଥ ପ୍ରଧାନଙ୍କ ସଭାପତିତ୍ୱରେ ସଭା ଆରମ୍ଭ ହୋଇଥିବା ବେଳେ ଦୁର୍ଯ୍ୟେଧନ ବିଶ୍ୱାଲ ସଭା
Read More...

ରାଜ୍ୟରେ କରୋନା ନେଲା ଆଉ ୧୭ ଜୀବନ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୦୮୬ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୧୭ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୬୨୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ
Read More...

ଆସନ୍ତାକାଲି ଭକ୍ତଙ୍କ ପାଇଁ ଖୋଲିବ ଜଗା ଦୁଆର, ଶ୍ରୀମନ୍ଦିର ପରିଦର୍ଶନ କଲେ ମୁଖ୍ୟ ପ୍ରଶାସକ

ପୁରୀ : ଆସନ୍ତାକାଲି ଠାରୁ ଭକ୍ତଙ୍କ ପାଇଁ ଖୋଲୁଛି ଶ୍ରୀମନ୍ଦିର । ୨୦ ଦିନର ବ୍ୟବଧାନ ପରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହେବ ମିଳନ । କୋଭିଡ ସଂକ୍ରମଣ ଦୃଷ୍ଟିରେ ରଖି ଗତ ୧୦ ତାରିଖରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରାଯାଇଥିଲା । ଏବେ ସଂକ୍ରମଣ ସ୍ଥିତିରେ ସୁଧାର ଆସିଥିବାରୁ ଗତ
Read More...

ଭାରତୀୟ ମଜଦୂର ସଂଘର ଜିଲା ସଭାପତି ଭାବେ ଅଶୋକ ପରିଡା ମନୋନୀତ

ଫୁଲବାଣୀ:-ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ଠାରେ ଭାରତୀୟ ମଜଦୂର ସଂଘ କନ୍ଧମାଳର ଜିଲ୍ଲା କାର୍ଯ୍ୟକାରୀଣୀ ବୈଠକ ସଭାପତି ରଞ୍ଜନ କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ପ୍ରାନ୍ତ ସଂଗଠକ ଗିରିଶ ଚନ୍ଦ୍ର ମହନ୍ତ ରାଜ୍ୟରୁ ଏହି ବୈଠକରେ ଯୋଗଦେଇ ସଂଘର କାର୍ଯ୍ୟକ୍ରମ ସମ୍ପର୍କରେ
Read More...

ଓଡ଼ିଆ ଚଳଚ୍ଚିତ୍ର ଜଗତର ନୂଆ ସମ୍ଭାବନା ଆଦ୍ୟାଶା ଦାଶ, “ସମାପାଜୁର ରଘୁ’ରେ ନିଖୁଣ ଅଭିନୟ ପାଇଁ ଚର୍ଚ୍ଚାରେ

ବୌଦ୍ଧ : ଏକ ଭିନ୍ନ ସ୍ୱାଦ ଏବଂ ଅନନ୍ୟ ସୃଜନଶୀଳ କଥାବସ୍ତୁ ଉପରେ ପର୍ଯ୍ୟବସିତ କାହାଣୀକୁ ନେଇ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର “ସମାପାଜୁର ରଘୁ’ ଓଡ଼ିଶାର ଅଗଣିତ କଳାପ୍ରେମୀ ତଥା ଦର୍ଶକମାନଙ୍କ ହୃଦୟକୁ ସ୍ପର୍ଶ କରିଛି । ଗତ ରବିବାର ରାଜ୍ୟର ଲୋକପ୍ରିୟ ଓଡ଼ିଆ ଚାନେଲ “ତରଙ୍ଗ’ରେ ଏହା ମୁକ୍ତିଲାଭ
Read More...

ମୋ ବସ ମହିଳା କଣ୍ଡକ୍ଟରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ରାଜଧାନୀ ଲିଙ୍ଗରାଜ ଥାନା ଶ୍ରୀରାମନଗର ଅଞ୍ଚଳରୁ ମୋ ବସ ମହିଳା କଣ୍ଡକ୍ଟରଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ସେ କିପରି କୂଅ ଭିତରେ ପଡିଲେ ତାହାକୁ ନେଇ ସନ୍ଦେହ ଉପୁଜିଛି । ପୋଲିସ ଓ ଫାୟାର ସର୍ଭିସ ଉଦ୍ୟମରେ ତାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି
Read More...