Browsing Category

ରାଜ୍ୟ

ଗ୍ରାମୀଣ ଆବାସ ଯୋଜନାରେ ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ପୁଣିଥରେ ପଦାରେ ପଡ଼ିଲା: ବିଜେଡି

ଭୁବନେଶ୍ୱର,: ଗ୍ରାମୀଣ ଆବାସ ଯୋଜନାରେ ଓଡ଼ିଶା ପ୍ରତି କେନ୍ଦ୍ର ସରକାର ବାରମ୍ବାର ଅବହେଳା କରି ଆସୁଛନ୍ତି । ଫଳରେ ଓଡ଼ିଶାର ଲକ୍ଷ ଲକ୍ଷ ଗରିବ, ଆଦିବାସୀ, ଅନୁସୂଚିତ ଜାତି ଓ ପଛୁଆ ବର୍ଗର ଲୋକେ ଘର ପାଇବାରୁ ବଞ୍ଚିତ ହେଉଛନ୍ତି । ଏବେ ପୁଣି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ଓ
Read More...

ଫେବୃଆରୀ ମାସ ପାଇଁ ଆସିଲା ଗାଇଡ଼ଲାଇନ୍

ଭୁବନେଶ୍ୱର: କରୋନା ମାମଲା ଏବେ କମି କମି ଯାଉଥିବା ବେଳେ ଫେବୃଆରୀ ମାସ ପାଇଁ ଗାଇଡ଼ଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଏହି ଗାଇଡଲାଇନ୍ ଜାରି କରାଯାଇଛି । ନୂଆ ଗାଇଡ଼ଲାଇନ୍ ଅନୁସାରେ, ନାଇଟ୍ କର୍ଫ୍ୟୁ ଅବଧି ପୂର୍ବପରି ରାତି ୧୦ଟାରୁ ଆରମ୍ଭ
Read More...

ଓଡିଶା ହାଇକୋର୍ଟରେ ବଢିବ ବିଚାରପତିଙ୍କ ସଂଖ୍ୟା

ନୂଆଦିଲ୍ଲୀ: ୪ଜଣ ଆଡ୍‌ଭୋକେଟ୍‌ଙ୍କୁ ଓଡିଶା ହାଇକୋର୍ଟର ବିଚାରପତି ଭାବେ ଉନ୍ନୀତ କରାଯିବା ପ୍ରସ୍ତାବକୁ ସୁପ୍ରିମ୍‌ କାର୍ଟ କଲିଜିୟମ୍‌ ଅନୁମୋଦନ କରିଛନ୍ତି । ଏ ସଂକ୍ରାନ୍ତରେ ଜାରି ବିବୃତିରୁ ଜଣାପଡିଛି ଯେ,ଜାନୁଆରି ୨୯ ତାରିଖ ଦିନ ସୁପ୍ରିମ୍‌କୋର୍ଟ କଲିଜିୟମ୍‌ର ବୈଠକ ଅନୁଷ୍ଠିତ
Read More...

ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ବ୍ୟାପକ ଅର୍ଥ କାରବାର ଅଭିଯୋଗ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଚଢେଇପଙ୍କ ଗ୍ରାମ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ମହେଶ୍ୱର ନନ୍ଦ ଗତ ୧୮ତାରିଖରେ ସମସ୍ତ କାଗଜପତ୍ର ସହିତ ନିଜର ମନୋନୟନ ପତ୍ର ଦାଖଲ କରିଥିଲେ । ୨୨ ତାରିଖ ଦିନ ପ୍ରାର୍ଥୀପତ୍ର ଯାଞ୍ଚ ପରେ ୫ନମ୍ବର ଫର୍ମ ରେ ଚୁଡାନ୍ତ ପ୍ରାର୍ଥୀ ମାନଙ୍କ ତାଲିକା
Read More...

ନିର୍ବାଚନ ଆୟୋଗଙ୍କ ବଡ ନିଷ୍ପତ୍ତି; ସଭାରେ ୧୦୦୦ ଲୋକଙ୍କୁ ଅନୁମତି, ଦେଖନ୍ତୁ ନୂଆ ଗାଇଡଲାଇନ

ନୂଆଦିଲ୍ଲୀ : ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତର ନିର୍ବାଚନ ଆୟୋଗ ଏକ ନୂତନ ଗାଇଡଲାଇନ ଜାରି କରିଛନ୍ତି । ଏହି ଅନୁଯାୟୀ, ବର୍ତ୍ତମାନ ଦ୍ୱାର ଦ୍ୱାର ଅଭିଯାନ ପାଇଁ ୧୦ ଜଣଙ୍କ ବଦଳରେ ୨୦ ଜଣଙ୍କୁ ଅନୁମତି ଦିଆଯିବ । ସେହିପରି ଇନଡୋର ସଭାରେ ୩୦୦ ଲୋକ ବଦଳରେ ୫ଶହ ଲୋକଙ୍କୁ
Read More...

୧୦୭ ପୌରାଧ୍ୟକ୍ଷ ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ତାଲିକା

ଭୁବନେଶ୍ୱର, ୩୧/୦୧: ରାଜ୍ୟର ବିଭିନ୍ନ ମ୍ୟୁନିସପାଲ୍‌ଟି ବା ପୌରସଂସ୍ଥାର ଅଧ୍ୟକ୍ଷ ପଦ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ୧୦୭ ପୌରସଂସ୍ଥାର ଅଧ୍ୟକ୍ଷ ପଦ ପାଇଁ ଏହି ସଂରକ୍ଷଣ ତାଲିକା ଜାରି ହୋଇଛି । ନଗର ଉନ୍ନୟନ ବିଭାଗ ଏନେଇ ବିଜ୍ଞପ୍ତ ପ୍ରକାଶ କରିଛି । ୬୫ଟି
Read More...

ରୋହିତଙ୍କୁ ଟେଷ୍ଟ ଅଧିନାୟକ କରିବା ସପକ୍ଷରେ ଅଷ୍ଟ୍ରେଲିଆର ଏହି ପୂର୍ବତନ ଅଧିନାୟକ

ନୂଆଦିଲ୍ଲୀ : ବିରାଟ କୋହଲି ଟେଷ୍ଟ ପଦରୁ ଇସ୍ତଫା ଦେବାର ୧୫ ଦିନରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ବିସିସିଆଇ ତାଙ୍କର ଉତ୍ତରଧିକାରୀଙ୍କ ନାମ ଏଯାଏଁ ସ୍ଥିର କରିନାହାନ୍ତି । ଟେଷ୍ଟ ଅଧିନାୟକ ପଦ ଦୌଡରେ ପାଖାପାଖି ୫ଜଣ ଖେଳାଳି ରହିଛନ୍ତି । ଏମାନଙ୍କ ମଧ୍ୟରୁ ରୋହିତ ଶର୍ମା ସମସ୍ତଙ୍କ ଆଗରେ
Read More...

+୨ ବୋର୍ଡ ପରୀକ୍ଷା ବାତିଲ ଦାବି

ବାଲିଗୁଡ଼ା: ଜୋର୍‌ ଧରିଲା +୨ ପରୀକ୍ଷା ବାତିଲ୍‌ ଦାବି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟର +୨ ଛାତ୍ରଛାତ୍ରୀ କାଉନସିଲ୍‌ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ବୋର୍ଡ ପରୀକ୍ଷାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଆଜି ଛାତ୍ରଛାତ୍ରୀ ହାତରେ ପ୍ଲା କାର୍ଡ ଧରି ଏକ ରାଲି
Read More...

ଧରାପଡ଼ିଲେ ନକଲି ପରୀକ୍ଷାର୍ଥୀ, ଥାନାରେ ଏତଲା

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ନକଲି ପରୀକ୍ଷାର୍ଥୀ ଚିହ୍ନଟ । ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ଫରେଷ୍ଟ ଗାର୍ଡ, ଅତିରିକ୍ତ ରେଭିନ୍ୟୁ ଅଫିସର, ଅମିନ, ଅବକାରୀ କନେଷ୍ଟବଳ ଭଳି ୪ଟି ବିଭାଗର ପରୀକ୍ଷା ଚାଲିଥିଲା । ସେହି ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସରକାରୀ ଉଚ୍ଚ
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଲଢ଼ୁଥିବା ପ୍ରାର୍ଥୀମାନଙ୍କୁ ନେଇ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ବୈଠକ

ନବରଙ୍ଗପୁର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କିପରି ଅବାଧ, ନିରପେକ୍ଷ, ଶାନ୍ତି, ଶୃଙ୍ଖଳାର ସହିତ ଓଡ଼ିଶା ରାଜ୍ୟ ନିର୍ବାଚନ ଆୟୋଗରଙ୍କ ନିୟମକୁ କଡାକଡି ଭାବରେ ପାଳନ କରି ନିର୍ବାଚନ ପ୍ରକ୍ରିୟାକୁ କରୋନା କଟକଣା ମଧ୍ୟରେ ସହଯୋଗ ପୂର୍ଣ୍ଣ ମନୋଭାବ ନେଇ ସୁଚାରରୂପେ ସମ୍ପାଦନା କରିବା ପାଇଁ
Read More...