Browsing Category

ରାଜ୍ୟ

ବିଜେପି ପକ୍ଷରୁ ସହିଦ ଦିବସ ପାଳିତ

ଘୁ ଉଦୟଗିରି: ଘୁ ଉଦୟଗିରି ବିଜେପି ନଗର ସଭାପତି ଉଦେଶନ ପ୍ରଧାନଙ୍କ ନେତୃତ୍ୱରେ ଆଜି ଶହୀଦ ଦିବସ ଅବସରରେ ସହିଦମାନଙ୍କୁ ସ୍ମରଣ କରି ପଦାସାହି ନିକଟରେ ସହିଦ ବବ୍ରୁବାହାନ ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟା ଆର୍ପଣ କରି ସହିଦ ଦିବସ ପାଳନ କରିଥିବା ଦେଖିବାକୁ ମିଳିଛି । ଏହି ସହିଦ
Read More...

ମହାତ୍ମାଗାନ୍ଧୀଙ୍କ ୭୪ତମ ପୂଣ୍ୟତିଥି ପାଳିତ

ଫୁଲବାଣୀ: ଆଜି ଫୁଲବାଣୀ ସ୍ଥିତ ଗାନ୍ଧି ଛକ ଠାରେ ଏବଂ ସ୍ଥାନୀୟ ଗାନ୍ଧିସ୍ମୃତି ଭବନ ଠାରେ ମହାତ୍ମାଗାନ୍ଧୀଙ୍କ ୭୪ତମ ପୂଣ୍ୟତିଥି ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲା ସଂସ୍କୃତି ଅଧିକାରୀ କନ୍ଧମାଳର ଭଞ୍ଜନ କହଁରଙ୍କ ନେତୃତ୍ୱରେ ଉକ୍ତ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ
Read More...

ଜିଲ୍ଲା ପ୍ରେସକ୍ଲବର ସାଧାରଣ ବୈଠକ ଓ ନୂତନ କର୍ମକର୍ତ୍ତା

ବୌଦ୍ଧ,୩୦/୧: ଜିଲ୍ଲା ପ୍ରେସକ୍ଲବର ସାଧାରଣ ବୈଠକ ଆଜି ହରଭଙ୍ଗା ବ୍ଲକର ବଙ୍କାପଡା ଗ୍ରାମ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଆବାହକ ଯୁଗଳ କିଶୋର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ପ୍ରାରମ୍ଭରେ ପରଲୋକ ଘଟିଥିବା କ୍ଲବର ସଦସ୍ୟ କପିଳେଶ୍ୱର ପ୍ରଧାନ, ମନୋରଂଜନ ମିଶ୍ର, ଦୁର୍ବାକ୍ଷ
Read More...

ଭିଏସ୍ଏସ୍ ନଗରରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର

ଭୁବନେଶ୍ୱର: ଆଜି ଓଡିଶା ମୋ ପରିବାର ତରଫରୁ ଭୁବନେଶ୍ୱର ୱାର୍ଡ ନମ୍ବର-୧୧ ଭିଏସ୍ଏସ୍ ନଗର ପ୍ରଭୁଜୀ ଇଂରାଜୀ ମାଧ୍ୟମ ସ୍କୁଲ୍ ରେ ବାବୁଭାଇ କମିଟି ଓ ତ୍ରିନାଥ ବସ୍ତି ଉନ୍ନୟନ କମିଟି ସହଯୋଗରେ " ଓଡିଶା ମୋ ପରିବାର ଜୀବନବିନ୍ଦୁ ରକ୍ତଦାନ" ଶିବିର ଆୟୋଜନ କରାଯାଇଛି। ଏହି ଶିବିରରେ ମାନ୍ୟବର
Read More...

ଡ଼ିଏଫଓଙ୍କ ସହିତ ପଶ୍ଚିମାଞ୍ଚଳ କେନ୍ଦୁପତ୍ର କର୍ମଚାରୀ ସଂଘ କର୍ମକର୍ତ୍ତାଙ୍କ ଆଲୋଚନା

ପାଟଣାଗଡ଼: ପାଟଣାଗଡ କେନ୍ଦୁପତ୍ର ଡିଭିଜନ ରେ ନୂତନ ଭାବେ ଯୋଗଦେଇଥିବା ଡ଼ିଏଫଓ ସୁରେଶ ଚନ୍ଦ୍ର ସେଠିଙ୍କ ସହିତ ପଶ୍ଚିମାଞ୍ଚଳ କେନ୍ଦୁପତ୍ର କର୍ମଚାରୀ ସଂଘର ସୌଜନ୍ୟମୂଳକ ସାକ୍ଷାତକାର ସମୟରେ କେନ୍ଦୁପତ୍ର କର୍ମଚାରୀ ମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ଆଲୋଚନା ହୋଇଥିଲା । ବିଭାଗୀୟ
Read More...

ଆରଏସପିରେ ଦୁର୍ଘଟଣା: ଜଣେ ମୃତ

ରାଉରକେଲା : ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ (ଆରଏସ୍‌ପି )ରେ ଆଜି ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକଙ୍କ ନାଁ ଅମର ପଣ୍ଡା । ଆହତଙ୍କ ନାଁ ସୁଶୀଲ କୁମାର ଦେବ ବୋଲି ପୁଲିସ୍‌ ପ୍ରକାଶ କରିଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ
Read More...

ଅସହ୍ୟ ଜାଡ଼, ୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ଅସହ୍ୟ ଜାଡ଼ରେ ଥରୁଛି ଓଡ଼ିଶା । ଆସନ୍ତାକାଲି ପର୍ଯ୍ୟନ୍ତ ଜାରି ରହିବ ଶୀତ ଲହରୀ । ପାହାଡିଆ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଅନୂଭୁତ ହେବ ପ୍ରବଳ ଜାଡ । ରାଜ୍ୟରେ ସ୍ୱାଭାବିକଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତତ ତାପମାତ୍ରା କମିବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
Read More...

ବାଲିଗୁଡ଼ାରେ ଚୋର ଆତଙ୍କ : ଗୋଟିଏ ରାତିରେ ଦୁଇଟି ଦୋକାନରୁ ଚୋରି

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଚୋର ଆତଙ୍କ । ଥାନାଠାରୁ ୨୦୦ ମିଟର ଦୂରରେ ଦୁଇ ଦୁଇଟି ଚୋରି ଅଭିଯୋଗ । ଗତକାଲି ରାତିରେ ଦୁଇଟି ଦୋକାନରୁ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ଦିବାକର ସାହୁ ନାମକ ଜଣେ ବ୍ୟବସାୟୀଙ୍କ କିରାନା ଦୋକାନରୁ ୨୫ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ସହ ବିଭିନ୍ନ
Read More...

୧୨ ଟ୍ରେନ୍‌ ବାତିଲ୍‌

ଭୁବନେଶ୍ୱର: ପଶ୍ଚିମ ବଙ୍ଗର ଖଡ଼ଗପୁର ରେଳମଣ୍ଡଳ ଅନ୍ତର୍ଗତ ହିଜଲି ଷ୍ଟେସନ୍‌ ଠାରେ ୧ ରୁ ୪ ଫେବୃଆରୀ ପର୍ଯ୍ୟନ୍ତ ନିରାପତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥରୁ ଛାଡୁଥିବା /ଆସୁଥିବା ଏବଂ ଏହା ମଧ୍ୟଦେଇ ଯାତୟାତ କରୁଥିବା ୧୨ଟି ଟ୍ରେନ ବାତିଲ ରହିବ । ସେହିପରି ୪ ଟି
Read More...

ଘରୋଇ ବସ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ

ଫୁଲବାଣୀ : ଫୁଲବାଣୀ ବାଲିଗୁଡା ମୁଖ୍ୟ ରାସ୍ତାର ଲଦା ଗାଁ ଠାରେ ଖମ୍ବେଶ୍ୱରୀ ନାମକ ଏକ ଘରୋଇ ବସ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇ ଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ଗାଁର ସିମାଞ୍ଚଳ କହଁର ଓ ଗୁରୁତର ଆହତ ଜଣକ ବନ୍ଧଗଡ଼ ପଂଚାୟତ
Read More...