Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସ୍ୱର୍ଗଦ୍ୱାରରୁ ହଟିଲା କଟକଣା
ପୁରୀ : ପୁରୀ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାରୁ ମୃତ ବ୍ୟକ୍ତିଙ୍କ ଶବଦାହ କଟକଣା ହଟାଇଛି ପୁରୀ ଜିଲ୍ଲା ପ୍ରଶାସନ । ତେବେ ସ୍ୱର୍ଗ ଦ୍ୱାର ଆସୁଥିବା ମୃତ ବ୍ୟକ୍ତିଙ୍କ ପରିଜନମାନେ କୋଭିଡ ଗାଇଡ଼ ପାଳନ କରିବାକୁ ପୁରୀ ଜିଲାପାଳ ସମର୍ଥ ବର୍ମା ସମସ୍ତଙ୍କୁ ଅପିଲ କରିଛନ୍ତି । ସେହିପରି କେବଳ!-->…
Read More...
Read More...
କୋଟିପତି ପ୍ରାଥମିକ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢାଉ
ରାୟଗଡା: କୋଟିପତି ପ୍ରାଥମିକ ଶିକ୍ଷକ । ଛନ୍ଦି ହୋଇ ପଡିଛନ୍ତି ଭିଜିଲାନ୍ସ ଜାଲରେ । ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ହୋଇଛି ଭିଜିଲାନ୍ସ ପକ୍ଷରୁ ୬ଟି ସ୍ଥାନରେ ହୋଇଛି ଆଜି ଏକାକାଳୀନ ଚଢାଉ । ଶିକ୍ଷକ ଜଣକ ହେଲେ ରାୟଗଡା ଜିଲ୍ଳା କାଶିପୁର ବ୍ଳକ କମ୍ପର ଗ୍ରାମର ପ୍ରାଥମିକ ବିଦ୍ୟାଳୟର!-->…
Read More...
Read More...
ନ୍ୟାୟ ନମିଳିବା ପ୍ରତିବାଦରେ ଗ୍ରାମବାସୀଙ୍କ ପକ୍ଷରୁ ଅସ୍ତରଙ୍ଗ ଥାନା ସମ୍ମୁଖରେ ଧାରଣା
ପୁରୀ : ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ତାଳଦା ପଂଚାୟତ ଏଡବାଂସ ଗ୍ରାମରୁ ନିଖୋଜ ବିଜୟ ପରିଡା ନାମକ ଜଣେ ଯୁବକଙ୍କ ମୃତଦେହ ତାଳଦା ଗାଁ ନିକଟ ସରକାରୀ ମଦ ଦୋକାନ ପଛପଟ ଏକ ବିଲରୁ ଉଲଗ୍ନ ମୃତ ଦେହ ଉଦ୍ଧାର ଘଟଣାକୁ ଦେଢ଼ ମାସ ପରେ ମଧ୍ୟ ବିଜୟଙ୍କ ମୃତ୍ୟୁର ରହସ୍ୟ ଉନ୍ମୋଚନ ନହେବା!-->…
Read More...
Read More...
କରୋନାର ପ୍ରଭାବ : ଅଫିସ ଯିବାକୁ ପସନ୍ଦ କରୁନାହାନ୍ତି ୮୨ ପ୍ରତିଶତରୁ ଅଧିକ କର୍ମଚାରୀ
ନୂଆଦିଲ୍ଲୀ : ଜୀବନ ଓ ଜୀବିକା ଉପରେ କରୋନା ମହାମାରୀ ବ୍ୟାପକ ଓ ଗୁରୁତର ପ୍ରଭାବ ପକାଇଛି । ଜୀବିକାକୁ ଏହା ଏତେ ପ୍ରଭାବିତ କରିଛି ଯେ ଲୋକଙ୍କ ପକ୍ଷେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି । ସଂକ୍ରମଣ କାରଣରୁ କର୍ମଚାରୀମାନେ ଅଫିସ ଯିବାକୁ ଆଉ ପୂର୍ବଭଳି ନିରାପଦ ମନେ କରୁନାହାନ୍ତି ।!-->…
Read More...
Read More...
ଗାନ୍ଧିଧାମ-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ୍ରେ ଅଗ୍ନିକାଣ୍ଡ
ଭୁବନେଶ୍ୱର: ପୁରୀ ଅଭିମୁଖେ ଆସୁଥିବା ଗାନ୍ଧିଧାମ-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ୍ରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି । ମହାରାଷ୍ଟ୍ର ମନ୍ଦୁରବାର ଠାରେ ଏହି ଅଘଟଣ ଘଟିଛି । ଏକ୍ସପ୍ରେସ ଟ୍ରେନ୍ଟି ଓଡିଶା ଅଭିମୁଖେ ଆସୁଥିବା ବେଳେ ଏହାର ଏକ ପ୍ୟାଣ୍ଟ୍ରିକାରରେ ନିଆଁ ଲାଗି!-->…
Read More...
Read More...
ଭିଡିଓ : ୪କି.ମି. ଦଉଡିଲା ଜଳନ୍ତା ଟ୍ରକ୍, ଜାଣିପାରିଲେଣି ଡ୍ରାଇଭର
ପାଲଘର(ମହାରାଷ୍ଟ୍ର): ବର୍ଣ୍ଣିଂ ଟ୍ରେନ୍ ବା ଜଳନ୍ତା ଟ୍ରେନ୍ ଘଟଣାର ଉଦାହରଣ ରହିଛି । ଅନେକ ସମୟରେ ଟ୍ରେନ୍ ଯାଉଥିବା ବେଳେ ସେଥିରେ ନିଆଁ ଲାଗିବା ଏବଂ ବହୁ କିଲୋମିଟର ଧରି ଅଗ୍ରସର ହେବାର ନଜିର ରହିଛି । କିନ୍ତୁ ଏକ ବସ୍ କିମ୍ବା ଟ୍ରକ୍ ଜଳନ୍ତା ଅବସ୍ଥାରେ ଦୀର୍ଘ ପଥ ଧରି ତୀବ୍ର!-->…
Read More...
Read More...
ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଆକସ୍ମିକ ମୃତ୍ୟୁ
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଳକ ୮ ନମ୍ବର ଜୋନ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ଅନାଦି ଚରଣ ସିଂଙ୍କ ଆକସ୍ମିକ ମୃତ୍ୟୁ ହୋଇଛି । ଆଜି ସକାଳ ସମୟରେ ସେ ଘରେ ଥିବା ସମୟରେ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ପ୍ରଥମେ ଘଟଗାଁ ମେଡିକାଲ ଏବଂ ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ!-->…
Read More...
Read More...
ଫେବୃଆରୀ ୧୩ ରୁ ଆରମ୍ଭ ହେବ ରଣଜୀ ଟ୍ରଫି, ସ୍ପଷ୍ଟ କଲେ ବିସିସିଆଇର ସଭାପତି
ନୂଆଦିଲ୍ଲୀ : କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ରଣଜୀ ଟ୍ରଫି ୨୦୨୨ ର ତାରିଖ ଘୋଷଣା କରିଛି । ଗତ ବର୍ଷ କରୋନା ମହାମାରୀ ହେତୁ ଏହି ଟୁର୍ନାମେଣ୍ଟ ଆୟୋଜିତ ହୋଇନଥିଲା ଏବଂ ଏଥର ଜାନୁଆରୀ ୧୩ ରୁ ଆରମ୍ଭ ହେବାକୁ ଯୋଜନା କରାଯାଇଥିଲା, କିନ୍ତୁ ଦେଶର ତୃତୀୟ ଲହରକୁ ଦୃଷ୍ଟିରେ ରଖି!-->…
Read More...
Read More...
ଏଥର ବି ଖଣ୍ଡଗିରି ଯାତ୍ରା ବନ୍ଦ
ଭୁବନେଶ୍ୱର: ମିଳିଲାନି ଅନୁମତି । ଦ୍ୱିତୀୟ ଥର ପାଇଁ ଖଣ୍ଡଗିରି ମେଳାରେ ବନ୍ଦ ହେଲା ଯାତ୍ରା । ଗତବର୍ଷ ପରି ଏବର୍ଷ ବି ହେବନି ଯାତ୍ରା । ଯେଉଁଥିପାଇଁ ଯାତ୍ରା ଦଳ, କଳାକାର, କମିଟି ସମସ୍ତେ ନିରାଶ ହୋଇଛନ୍ତି ।ଗତ ୨୫ ତାରିଖରେ ଖଣ୍ଡଗିରିର ବିଭିନ୍ନ ଯାତ୍ରା କମିଟି ମାନଙ୍କ ପକ୍ଷରୁ ଯାତ୍ରା!-->…
Read More...
Read More...
ମନ୍ଦିରରୁ ପ୍ରାଚୀନ ଅଷ୍ଟଧାତୁର ମୂର୍ତ୍ତି ଚୋରୀ
ପୁରୀ,୨୯/୧- ପୁରୀ ଜିଲ୍ଲାରେ ମାତିଛନ୍ତି ମନ୍ଦିର ଲୁଟେରା । ପୋଲିସକୁ ଖୁଲମଖୁଲା ଚ୍ୟାଲେଞ୍ଜ କରି ଚୋରି କରି ନେଇଛନ୍ତି ପ୍ରାଚୀନ ଅଷ୍ଟଧାତୁ ମୂର୍ତ୍ତିର୍ି । ପୁରୀ ସଦର ବ୍ଲକ ଚନ୍ଦନପୁର ଥାନା ଅନ୍ତର୍ଗତ ଗଡମୃଗଶୀରା ଗ୍ରାମର ପ୍ରାଚୀନ ବଟେଶ୍ୱର ମନ୍ଦିରରୁ ୪୫ କେଜିରୁ ଅଧିକ ହେବ ଅଷ୍ଟଧାତୁରେ!-->…
Read More...
Read More...