Browsing Category

ରାଜ୍ୟ

ଆଇସ୍‌କ୍ରିମ କାଠି କଳାକୃତିରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା

ପୁରୀ : ପୁରୀ କୁମୁଟିପାଟଣାର ଯୁବଶିଳ୍ପୀ ତଥା ଇଲେକ୍ଟ୍ରିକାଲ ଡିପ୍ଲୋମା ତୃତୀୟ ବର୍ଷ ଛାତ୍ର ବିଶ୍ୱଜିତ ନାୟକ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଏହି ନିଆରା ସୁନ୍ଦର କଳାକୃତି କରିଛନ୍ତି । ୭୩ତମ ସାଧାରଣତନ୍ତ୍ର ଦିବସ ପାଇଁ ବିଶ୍ୱଜିତ ଆଇସକ୍ରିମ କାଠିରେ ଏହି କଳାକୃତି କରିଛନ୍ତି ।୬ ୭୫ଟି
Read More...

ସାଧାରଣତନ୍ତ୍ର ଦିବସ ପାଇଁ ଜାରିହେଲା ଗାଇଡଲାଇନ, ଏତିକି ଲୋକରେ ଉଡାଇପାରିବେ ପତାକା

ଭୁବନେଶ୍ୱର: ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ। ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର(ଏସ୍‌ଆରସି)ଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନ ଅନୁସାରେ, ସାଧାରଣତନ୍ତ୍ର ଦିବସରେ ବ୍ୟକ୍ତିଗତ ଭାବେ ନିଜ ଘରେ ପତାକା ଉତ୍ତୋଳନ ପାଇଁ ୫ ଜଣଙ୍କୁ ଅନୁମତି ଦିଆଯାଇଛି। ଆନୁଷ୍ଠାନିକ ଭାବେ
Read More...

ତପସ୍ୱିନୀଙ୍କୁ ପକ୍ଷ ରଖିବାକୁ ହାଇକୋର୍ଟଙ୍କ ନୋଟିସ

କଟକ: ବ୍ରହ୍ମପୁରର ବହୁ ଚର୍ଚ୍ଚିତ ସୁମିତ୍-ତପସ୍ୱିନୀ ବିବାଦ ମାମଲା । ତପସ୍ୱିନୀଙ୍କୁ ପକ୍ଷ ରଖିବାକୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ । ମାମଲାର ଶୁଣାଣି ଫେବୃୟାରୀ ୮ ତାରିଖରେ ହେବ । ତେବେ ସୁମିତ ଜଣେ ଅସହାୟ ସ୍ୱାମୀ ଓ ତାଙ୍କ ପିତା ସିନିୟର ସିଟିଜେନ ଦର୍ଶାଇଛନ୍ତି ସୁମିତଙ୍କ ଆଇନଜୀବୀ
Read More...

ଓଡିଶାର ୨୨ ଜଣ ପାଇବେ ପୋଲିସ ମେଡାଲ

ଭୁବନେଶ୍ୱର :ସାଧାରଣତନ୍ତ୍ର ଦିବସରେ ଓଡିଶାର ୨୨ ଜଣ ପୋଲିସ କର୍ମଚାରୀ ପାଇବେ ପୋଲିସ ମେଡାଲ । ବିଭିନ୍ନ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ ଓ ଉଲ୍ଲେଖନୀୟ ସେବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ତିନୋଟି ବର୍ଗରେ ୯୩୯ ଜଣଙ୍କୁ ପୁଲିସ ପଦକ ଲାଗି ମନୋନୀତ କରାଯାଇଛି। ଯାହା
Read More...

ବାଲି ଟ୍ରକ ଧକ୍କାରେ ଡାଲା ଅଟୋ ଚୁରମାର; ମହିଳା ବ୍ୟବାସୀୟ ମୃତ, ୨ ଆହତ

ଗଞ୍ଜାମ:ଗଂଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଗଳାଶଙ୍ଖ ଭିତରେ ଆଜି ସକାଳେ ପ୍ରାୟ ଆଠଘଣ୍ଟ ସମୟରେ ବାଲିଟ୍ରକ ଧକ୍କାରେ ଏକ ପନିପରିବାନେଇ ଯାଉଥିବା ଡାଲା ଆଟା ଚୁରମାର ହୋଇଯାଇଛି । ଅଟୋରେ ବସିଥିବା ଜଣେ ମହିଳା ବ୍ୟବସାୟୀ ମୃତ୍ୟୁବରଣ କରିଥିବା ବେଳେ, ଅନ୍ୟଜଣେ ମହିଳା ବ୍ୟବସାୟୀ ଓ ଡ୍ରାଇଭର ଆହତ
Read More...

ଶିକାରୀ ହୋଇଗଲେ ଶିକାର

ଗଂଜାମ : ଗଂଜାମ ବ୍ଲକ ଅନ୍ତର୍ଗତ କୁଶପଲ୍ଲି ଗ୍ରାମରେ ଚାଷଜମି ଭିତରେ ବରହା ମାରିବା ପାଇଁ ନିଜେ ବିଛାଇଥିବା ବିଦ୍ୟୁତ ତାରରେ ନିଜେ ଛନ୍ଦି ହୋଇ ଉକ୍ତ ଗ୍ରାମର ଗଣେଶ ବିଶ୍ୱାଳ(୩୫) ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ପୋଲିସ ଭୟରେ ଶବକୁ ଘଂଚ ଜଙ୍ଗଲ ଭିତରକୁ ଗ୍ରାମବାସୀ
Read More...

ଏସଟିଏଫ୍ ଚଢାଉ ; ୪ କୋଟି ଟଙ୍କାର ବ୍ରାଉନସୁଗାର ସହ ନଗଦ ୬୫ଲକ୍ଷ ଜବତ, ଜଣେ ଗିରଫ

ଭୁବନେଶ୍ୱର: ୨୦୨୦ ମସିହାରୁ ଏସଟିଏଫ ଡ୍ରଗ୍ସ ବିରୋଧୀ ଅଭିଯାନ ଚଳାଇଥିବା ବେଳେ ଏବେ ମିଳିଛି ବଡ଼ ସଫଳତା। ଗତକାଲି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍‌ର ଏକ ଟିମ୍‌ ନୟାଗଡ ପିଡବ୍ଲୁଡି ଲେନ୍‌ ଉପରେ ଚଢ଼ାଉ କରି ପ୍ରାୟ ୩ କେଜିରୁ ଅଧିକ ବ୍ରାଉନସୁଗର ସହ ନଗଦ ୬୫ ଲକ୍ଷରୁ ଅଧିକ ଟଙ୍କା ଜବତ
Read More...

ପୁଣି ୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୨୯୧ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ
Read More...

ବିଭାଗୀୟ କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତି ପରେ ଚାଷୀଙ୍କ ଧାରଣା ପ୍ରତ୍ୟାହୃତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ସମ୍ମୁଖରେ କୃଷକ ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଷୀମାନେ ବିଭିନ୍ନ ସମସ୍ୟା ନେଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଚାଷୀ ମାନଙ୍କର ଧାନ ଉତ୍ପାଦନ ହୋଇ ଏକ
Read More...

ଜାତୀୟ ମତଦାତା ଦିବସ ପାଳିତ, ନୂତନ ଭୋଟର ମାନଙ୍କୁ ପରିଚୟ ପତ୍ର ପ୍ରଦାନ

ପୁରୀ- ଜିଲ୍ଲା ସ୍ତରୀୟ ୧୨ତମ ଜାତୀୟ ମତଦାତା ଦିବସ ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପାଳିତ ହୋଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁସ୍ଥ ଗଣତନ୍ତ୍ର ଗଠନ ନିମନ୍ତେ ସୁସ୍ଥ ଭୋଟର ତାଲିକାର ଆବଶ୍ୟକତା ରହିଛି । ଏଥି ନିମନ୍ତେ ସମସ୍ତଙ୍କ
Read More...