Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଧାନ କ୍ରୟ ନେଇ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମେଳନ କକ୍ଷରେ ମିଲର୍ଙ୍କ ଧାନଉଠା ଏବଂ ଧାନମଣ୍ଡି ସମ୍ପର୍କିତ ବୈଠକ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କାଶୀନଗର ଓ ଗୋଷଣୀ ବ୍ଲକ୍ର ମିଲର୍ ମାନଙ୍କ ସହ ଜିଲ୍ଲା ଯୋଗାଣ ଅଧିକାରୀ!-->…
Read More...
Read More...
କରୋନା ଗ୍ରାଫ୍ ତଳମୁହାଁ, ପୁଣି ୮୯୧ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ୫୮୯୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୧୭୮୪୨ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା!-->…
Read More...
Read More...
ବୌଦ୍ଧ : ପଞ୍ଚାୟତ ନିର୍ବାଚନରେ ଆଦର୍ଶ ଆଚରଣ ବିଧି ପାଳନ ନିମନ୍ତେ ପ୍ରସ୍ତୁୁତି ବୈଠକ
ବୌଦ୍ଧ : ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ଉପଲକ୍ଷେ ସମସ୍ତ ରାଜନୈତିକ ଦଳମାନେ ଆଦର୍ଶ ଆଚରଣ ବିଧି ପାଳନ କରିବା ସଂପର୍କିତ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଅଧ୍ୟକ୍ଷତା କରିବା!-->…
Read More...
Read More...
ସୋନପୁରରେ ବଳରାମ ସିଂହ ଯାଦବ ; ରାଜନୈତିକ ମହଲରେ କଳ୍ପନାଜଳ୍ପନା ଆରମ୍ଭ,ଏକାଠି ହେଲେ ସାଂସଦଙ୍କ ବିରୋଧୀ ଗୋଷ୍ଠୀ
ସୁବର୍ଣ୍ଣପୁର: ଠିକ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସୋନପୁରରେ ଓଡିଶା ଯାଦବ ମହାସଂଘର ସଂପାଦକ ବଳରାମ ସିଂହ ଯାଦବଙ୍କ ଉପସ୍ଥିତି ରାଜନୈତିକ ମହଲରେ ଖୁବ୍ ଆଲୋଡନ ସୃଷ୍ଟି କରିଛି । ବଳରାମଙ୍କ ସହ ସଂଘର ବରିଷ୍ଠ କର୍ମକର୍ତ୍ତା ମାନେ ରୁଦ୍ଧ ଦ୍ୱାର ବୈଠକ କରି ଜିଲ୍ଲାର ରାଜନୈତିକ ପରିସ୍ଥିତି ନେଇ!-->…
Read More...
Read More...
ବାଇକ ଉପରେ ଚଢିଗଲା ଟ୍ରକ : ଘଟଣାସ୍ଥଳରେ ଆରୋହୀଙ୍କ ମୃତ୍ୟୁ
କଟକ : ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ୫୫ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ବାଇକ ଉପରେ ଟ୍ରକ ଚଢିଯିବା ଫଳରେ ଘଟଣାସ୍ଥଳରେ ହିଁ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ଯାହାକୁ ନେଇ ଦୁର୍ଘଟଣାସ୍ଥଳ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା!-->…
Read More...
Read More...
ଅଧିକ ସନ୍ତାନ ଥିବା ପିତାମାତାକୁ ନିର୍ବାଚନରୁ ବାଦ ଦିଆଯାଉ, ଧାରଣା ଦେଲେ ଆଶାୟୀ ପ୍ରାର୍ଥୀ
ପାଟଣାଗଡ଼: ଚଳିତ ପଞ୍ଚାୟତ ନିର୍ବାଚନରେ ପାଟଣାଗଡ଼ ବ୍ଲକ ଫଟାମୁଣ୍ଡା, ତମିଆ, ଖୁଣ୍ଟସମଲେଇ ଆଦି ୩ ଟି ପଞ୍ଚାୟତରେ ୩ ରୁ ଅଧିକ ପୁଅଝିଅ ଥିବାର ବାପା ମା ନିର୍ବାଚନ ଲଢ଼ୁଥୁବାରୁ ସେମାନଙ୍କ ନିର୍ବାଚନ ପାର୍ଥୀପତ୍ର ନାକଚ କରିବା ଦାବିରେ ପାଟଣାଗଡ଼ ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଧାରଣା!-->…
Read More...
Read More...
ଗଛରୁ ଉଦ୍ଧାର ହେଲା ଭାଲୁ
ଉମରକୋଟ: ଦୀର୍ଘ ୩୦ ଘଣ୍ଟା ଗଛରେ ରହିବା ପରେ ଶେଷରେ ଗଛରୁ ଉଦ୍ଧାର ହେଲା ଭାଲୁ । ଉମରକୋଟ ଓ ନବରଙ୍ଗପୁର ବନ ବିଭାଗର ଦୀର୍ଘ ୩ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଗଛରୁ ଉଦ୍ଧାର ହେଲା ଭାଲୁ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ନାୟକଗୁଡା ଗ୍ରାମରେ ଖାଦ୍ୟ ଅନ୍ୱେଷଣରେ ଆସି ଗଛରେ ଚଢ଼ି!-->…
Read More...
Read More...
କୋଭିଡ୍ ସହାୟତା ରାଶି ; ବଦଲାଇଛି ଜୀବନ
ପାରଳାଖେମୁଣ୍ଡି : କରୋନା ମହାମାରୀର ଭୟାବହତା ମଧ୍ୟରେ ବେଶ୍ ପ୍ରଭାବିତ ହୋଇଛନ୍ତି ସାଧାରଣ ଜନତା ଓ ସେମାନଙ୍କ ଜୀବନଯାପନ l ଉଜୁଡ଼ି ଯାଇଛି ଅନେକଙ୍କ ସ୍ୱପ୍ନର ଇମାରତ୍ l ତଥାପି ହାର ମାନି ନାହାନ୍ତି ସୁବନିୟ ଶବର୍ ଏବଂ ସୁନ୍ତନି ଶବରଙ୍କ ପରି ଉଦ୍ୟମୀ ଲୋକମାନେ lଉଲ୍ଲେଖଯୋଗ୍ୟ , ଗତ ୨୦୧୮!-->…
Read More...
Read More...
ଗୋଷ୍ଠୀ ସଂକ୍ରମଣ ମୁହାଁ ଓଡିଶା : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : ମେଟ୍ରୋ ସହରରେ ଗୋଷ୍ଠୀ ସଂକ୍ରମଣ ଅଛି, ହେଲେ ଆମ ରାଜ୍ୟରେ ନାହିଁ । କିନ୍ତୁ ଗୋଷ୍ଠୀ ସଂକ୍ରମଣ ମୁହାଁ ଓଡିଶା ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡଃ ନିରଞ୍ଜନ ମିଶ୍ର ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଗୋଷ୍ଠୀ ସଂକ୍ରମଣ ହୋଇଛି ଅର୍ଥ ସ୍ଥାନୀୟ ଅଞ୍ଚଳରେ!-->!-->!-->…
Read More...
Read More...
ଛାତରୁ ପଡ଼ି ଶିକ୍ଷକଙ୍କ ମୃତ୍ୟୁ
ରାଇକିଆ : ରାଇକିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ରାମଚନ୍ଦ୍ର ଗନ୍ତାୟତ ସୋମବାର ଦିନ ସକାଳ ପ୍ରାୟ ୮ ଟା ସମୟରେ ନିଜ ଘରର ଦୁଇ ମହାଲା ଛାତ ଉପରେ ଗଛରେ ପାଣି ଦେବା ସମୟରେ ଗୋଡ଼ ଖସି ଯିବାରୁ ଦୁଇ ମହଲା ଉପରୁ ଭାରସାମ୍ୟ ହରାଇ ପାଖରେ ଥିବା ଆଉ ଗୋଟିଏ ଘରର ଛାତ ଉପରେ!-->…
Read More...
Read More...