Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ପାଇଁ ଜାରି ହେଲା ଗାଇଡଲାଇନ
ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପୂର୍ବରୁ ଗାଇଡଲାଇନ ଜାରି କରିଛି ଦିଲ୍ଲୀ ପୁଲିସ୍। ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ଲୋକମାନଙ୍କ ପାଇଁ ଟିକା ବାଧ୍ୟତାମୂଳକ କରାଯାଇଛି। ଟିକାର ଦୁଇଟି ଯାକ ଡୋଜ୍ ନେଇଥିବା ଲୋକଙ୍କୁ ହିଁ କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ମିଳିବ।ଏହି ନିୟମ ୧୫!-->…
Read More...
Read More...
ଫ୍ରେଣ୍ଡସିପ୍ କ୍ଲବ ପକ୍ଷରୁ ଜାତୀୟ ବାଳିକା ଦିବସ ପାଳିତ
ବୌଦ୍ଧ : ବୌଦ୍ଧ ଫ୍ରେଣ୍ଡସିଫ୍ କ୍ଲବ୍ ତରଫରୁ ନେହେରୁ ଯୁବ କେନ୍ଦ୍ର ବୌଦ୍ଧର ସହଯୋଗରେ କ୍ଲବର ନାରାୟଣ ପ୍ରସାଦଠାରେ ଆଜି ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଅଛି । ଏଥରେ ଝିଅମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷାର ବିକାଶ, ଲିଙ୍ଗଗତ ଭେଦଭାବ ଯେପରି ନହେଉ ସେହି ବିଷୟରେ ଆଲୋଚନା ହୋଇଥିଲା ।!-->…
Read More...
Read More...
ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ଏନକାଣ୍ଟର । ପୋଲିସ ଗୁଳିରେ ଜଣେ ହାଡକୋର ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରୁ ବନ୍ଧୁକ ସହ ଭାରି ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।
ଖବର ଅନୁଯାୟୀ, ନାରାୟଣପୁର ଜଙ୍ଗଲରେ ପୋଲିସ!-->!-->!-->…
Read More...
Read More...
ପିସିିସି ସଭାପତିଙ୍କୁ କରୋନା
ଭୁବନେଶ୍ୱର: କରୋନାରେ ସଂକ୍ରମିତ ହୋଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏନେଇ ସେ ନିଜେ ଟ୍ୱିଟ କରି ଜଣାଇଛନ୍ତି । ସେ ଏବେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ଜଣାଇଛନ୍ତି । ସପ୍ତାହକ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ କରୋନା ଟେଷ୍ଟ କରାଇନେବା ସହ!-->…
Read More...
Read More...
ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ଗତକିଛି ଦିନ ହେବ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିଲା । ଏଥିପାଇଁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପରୀକ୍ଷା ହେବ କି ନାହିଁ, ତାହା ଆଶଙ୍କାରେ ଥିଲା । ଏହାରି ଭିତରେ ଦଶମ ଶ୍ରେଣୀ ପିଲାଙ୍କ ମଧ୍ୟ ସମେଟିଭ୍ ପରୀକ୍ଷା କରାଯାଇଥିଲା । ଯଦି କରୋନାର ସ୍ଥିତି ସାଂଘାତିକ ହୁଏ,!-->…
Read More...
Read More...
ଆଭାସୀ ବାଳ ମୁକୁନ୍ଦ କାର୍ଯ୍ୟକ୍ରମରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ
ପାରଳାଖେମୁଣ୍ଡି : କୌଣସି ପ୍ରୟାସ ଅସୁବିଧାରୁ ମୁକ୍ତ ନୁହେଁ, ଏବଂ ଲକ୍ଷ୍ୟ ଯେତେ ଅଧିକ ହେବ, ବାଧାବିଘ୍ନଗୁଡ଼ିକ ସେତେ ଅଧିକ ଠିଆ ହେବ । ଏପରି କ’ଣ ଥାଏ ଯାହା ଦ୍ୱାରା ଅନ୍ୟମାନେ ନିରାଶ ହୋଇଥିବାବେଳେ କିଛି ଲୋକ ଆଶା ନ ଛାଡି ଲକ୍ଷ୍ୟ ପଥରେ ଆଗେଇ ଚାଲିଥାନ୍ତି । ପୁନଶ୍ଚ, ପ୍ରେରଣା ହେଉଛି!-->…
Read More...
Read More...
ବିଶିଷ୍ଟ ଶିକ୍ଷାବିତ୍ଙ୍କ ଦେହାନ୍ତ
ପାରଳାଖେମୁଣ୍ଡି : କୁମ୍ଭାରସାହି ବାସିନ୍ଦା ପାରଳା ତଥା ଗଜପତିର ବେଶ୍ ଜଣାଶୁଣା ଆଦର୍ଶ ସେବା ନିବୃତ ପ୍ରଧାନଶିକ୍ଷକ ଲକ୍ଷ୍ମୀ ନୃସିଂହ ପଟ୍ଟନାୟକଙ୍କ ୮୪ବର୍ଷ ବୟସରେ ଆଜି ପ୍ରତ୍ୟୁଷରେ ଦେହାନ୍ତ ହୋଇ ସାରିଛନ୍ତି । ସେ କିଛି ବର୍ଷ ବାର୍ଦ୍ଧକ୍ୟ ଜନିତ ଶଯ୍ୟାଶାୟୀ ଥିଲେ ସୁଦ୍ଧା ଶେଷ!-->…
Read More...
Read More...
ରାଜ୍ୟରେ ୭୨୯୧ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର ୨୪।୦୧ : ଗତ ୨୪ ଘଣ୍ଟା ମଧ୍ୟରେ ୭୨୯୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୧୧୯୫୧ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା!-->…
Read More...
Read More...
ନବରଙ୍ଗପୁରରେ ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତୀ ପାଳିତ
ନବରଙ୍ଗପୁର: ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ପାଳନ ଅବସରରେ ନବରଙ୍ଗପୁର ଶହୀଦ ସ୍ମାରକୀ ଠାରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ!-->…
Read More...
Read More...
ଅବାଧ, ନିରପେକ୍ଷ ପଞ୍ଚାୟତ ନିର୍ବାଚନ ପରିଚାଳନା ନିମନ୍ତେ ସାଧାରଣ ପର୍ଯ୍ୟବେକ୍ଷକଙ୍କ ବୈଠକ
ନବରଙ୍ଗପୁର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶାନ୍ତି, ଶୃଙ୍ଖଳାର ସହିତ ନବରଙ୍ଗୁର ଜିଲ୍ଲାରେ କିପରି ଅବାଧ, ନିରପେକ୍ଷ ଭାବରେ ବିଶେଷ କରି କରୋନ । ମହାମାରୀ ସମୟରେ କରୋନା କଟକଣା ମାର୍ଗ ଦର୍ଶିକାକୁ ପାଳନ କରି ନିର୍ବାଚନର ପ୍ରସାର, ପ୍ରଚାର ଓ ଏହାର ସଫଳ ପରିଚାଳନାରେ ଜିଲ୍ଲାର ସମସ୍ତ!-->…
Read More...
Read More...