Browsing Category

ରାଜ୍ୟ

ସୋନପୁର ମହାନଦୀ ବ୍ରିଜ୍ ସଡକ ଦୁର୍ଘଟଣା: ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା ଭୁବନେଶ୍ୱର,୨୨/୧- ଆଜି ଭୋରରୁ ସୋନପୁର ମହାନଦୀ ବ୍ରିଜ୍ ଉପରେ ଘଟିଥିବା ସଡ଼କ ଦୁର୍ଘଟଣାରେ ପାଞ୍ଚ ଜଣ ବ୍ଯକ୍ତିପ୍ରାଣ ହରାଇଥିବା ଖବର ପାଇ ମୁଖ୍ୟମନ୍ତ୍ରୀ
Read More...

ସରକାରଙ୍କ ସଫଳତାକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଦଳୀୟ ସାଂସଦ, ବିଧାୟକଙ୍କୁ ପରାମର୍ଶ

ଭୁବନେଶ୍ୱର, ୨୨/୧ – ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଦଳୀୟ ସାଂସଦ, ବିଧାୟକ, ପର୍ଯ୍ୟବେକ୍ଷକ ଏବଂ ଜିଲ୍ଲା ସଭାପତିମାନଙ୍କୁ ଭର୍ଚୁଆଲ ଉଦ୍‌ବୋଧନ ଦେଇ ସରକାରଙ୍କ ସଫଳତାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହିତ ସେମାନଙ୍କ ଆର୍ଶୀବାଦ ଆଣିବାକୁ
Read More...

ଜେଜେ ମା ର ତଣ୍ଟିଚିପି ହତ୍ୟା କଲା ନାତି

ରାଇକିଆ/ଘୁ.ଉଦୟଗିରି,୨୨/୧- ରାଇକିଆ ବ୍ଳକ ଅନ୍ତର୍ଗତ ମଣ୍ଡାକିଆ ପଞ୍ଚାୟତ କାମ୍ବାଗୁଡା଼ ଗ୍ରାମର ଅଭାବନୀୟ ଘଟଣା ଘଟିଛି । ଜେଜେମା ସରୋଜିନୀ ପ୍ରଧାନ ବୟସ ୮୦ ବର୍ଷ ଏବଂ ନାତି ମନୋଜ ପ୍ରଧାନ ବୟସ ୩୦ ବର୍ଷ । ମନୋଜ ଜଣେ ମାନସିକ ରୋଗୀ ଦୁଇଜଣ ଗୋଟିଏ ଘରେ ରହୁଥିଲେ । କୌଣସି କାରଣରୁ ଜେଜେ ଓ
Read More...

ପଞ୍ଚାୟତ ନିର୍ବାଚନ ପର୍ଯ୍ୟବେକ୍ଷଙ୍କ ଗଜପତି ଜିଲ୍ଲା ପରିଦର୍ଶନ

ପାରଳାଖେମୁଣ୍ଡି,୨୧ା୧- ସମଗ୍ର ରାଜ୍ୟରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ହେଉଥିବା ନାମାଙ୍କନ ପତ୍ର କାର୍ଯ୍ୟକ୍ରମ ଗତକାଲି ସରିଯାଇଛି । ଏଥିଲାଗି ଗଜପତି ଜିଲ୍ଲାରେ ମଧ୍ୟ ନାମାଙ୍କନ ପତ୍ର ସୁଚାରୁ ଭାବେ ସରିଛି । ଏହାକୁ ପରିଚାଳନା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ
Read More...

ଶ୍ରୀମନ୍ଦିର ବନ୍ଦ ନିଷ୍ପତ୍ତିକୁ ଶ୍ରୀଜଗନ୍ନାଥ ସେନା ବିରୋଧ

ପୁରୀ,୨୨/୧- କୋଭିଡ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କାକୁ ନେଇ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ନିଷ୍ପତ୍ତିକୁ ଶ୍ରୀଜଗନ୍ନାଥ ସେନା ବିରୋଧ କରିଛି । ଶ୍ରୀମନ୍ଦିର ଯେଭଳି ଢଙ୍ଗରେ ବନ୍ଦ କରାଯାଇଛି ତାହା ସମ୍ପୂର୍ଣ୍ଣ ବେଆଇନ ବୋଲି ଶ୍ରୀଜଗନ୍ନାଥ ସେନା ଅଭିଯୋଗ କରିଛି । ଶ୍ରୀମନ୍ଦିର ପରିଚାଳନା
Read More...

ଦକ୍ଷତା ବୃଦ୍ଧି ପାଇଁ ଜାଗା ସମ୍ପର୍କ ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ,୨୨/୧- ଇରିଗେସନ କଲୋନୀ ଗାଈଗୋଠ ପଡିଆ ପରିଚୟ ଗୃହରେ ଜାଗା ସମ୍ପର୍କ କାର୍ଯ୍ୟକ୍ରମ ଓ ସାହି ବସ୍ତିବାସିନ୍ଦାଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା । ଏହି ସଭାରେ ବସ୍ତି ଉନ୍ନୟନ ସଂଘର ସଭାନେତ୍ରୀ ମିନାକ୍ଷୀ ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବସ୍ତି ସଂଘର
Read More...

ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘର ସାଧାରଣ ପରିଷଦ ବୈଠକ

ଫୁଲବାଣୀ,୨୨/୧:- ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘର ସାଧାରଣ ପରିଷଦ ବୈଠକ ପାହାଡ ସୁଡ୍ରୁକୁମ୍ପା ଠାରେ ସଭାପତି ରବୀନ୍ଦ୍ର କୁମାର ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଆବାହକ ଅଶୋକ ପରିଡା ନବବର୍ଷର ସ୍ୱାଗତ ଜଣାଇ ଶୁଭେଛା ଜଣାଇଥିଲେ । ପିଏଜିର କୋଷାଧ୍ୟକ୍ଷ ସ୍ୱର୍ଗତ
Read More...

ତେଲିବନ୍ଧ ଉଚ୍ଚବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନର ବୈଠକ

ବୌଦ୍ଧ,୨୨/୧- ତେଲିବନ୍ଧ ଉଚ୍ଚବିଦ୍ୟାଳୟ ପରିସରରେ ମୋ ସ୍କୁଲ ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ସାଧାରଣ ବୈଠକ ସଭାପତି ନିର୍ମଳ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସହକାରୀ ଶିକ୍ଷକ ଶମ୍ଭୁ ଗିରି ମଞ୍ଚାସୀନ ଅତିଥିମାନଙ୍କୁ ସ୍ୱାଗତ ସହ ପରିଚୟ ପ୍ରଦାନ କରିଥିଲେ ।
Read More...

ଚାକିରୀ ଛାଡ଼ି ୱାର୍ଡମେମ୍ବର ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ଏମବିଏ କରିଥିବା ଯୁବକ

ବାଲିଗୁଡା,୨୨/୧- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତିକ ମହଲ ଉଷ୍ମ ହେବାରେ ଲାଗିଛି । ନିର୍ବାଚନ ନିମନ୍ତେ ଜିଲ୍ଲାପରିଷଦ ପ୍ରାର୍ଥୀ, ସମିତି ସଭ୍ୟ ପ୍ରାର୍ଥୀ, ସରପଞ୍ଚ ଓ ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ପ୍ରକ୍ରିୟା ସରିଛି । କନ୍ଧମାଳ ଜିଲ୍ଲାର ବିଭିନ୍ନ
Read More...

ପୁରୁଷୋତ୍ତମପୁରରେ ସରିଲା ପ୍ରାର୍ଥୀଙ୍କ ନାମାଙ୍କନ ,ଗୋଟିଏ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ…

ଗଞ୍ଜାମ,୨୨/୧ : ପୁରୁଷୋତ୍ତମପୁର ବ୍ଲକର ୨୬ ଗୋଟି ପଞ୍ଚାୟତରେ ଗତକାଲି ସରିଛି ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ଓ ୱାର୍ଡ ମେମ୍ବରଏବଂ ୩ଗୋଟି ଜିଲ୍ଲା ପରିଷଦ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ । ଗତକାଲି ସୁଦ୍ଧା ୫ଦିନ ମଧ୍ୟରେ ୬୭୯ ଜଣ ୱାର୍ଡମେମ୍ବର,୧୨୭ ଜଣ ସରପଞ୍ଚ,୧୦୫ ଜଣ ସମିତି ସଭ୍ୟ, ସଭ୍ୟା
Read More...