Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘର ସାଧାରଣ ପରିଷଦ ବୈଠକ
ଫୁଲବାଣୀ,୨୨/୧:- ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘର ସାଧାରଣ ପରିଷଦ ବୈଠକ ପାହାଡ ସୁଡ୍ରୁକୁମ୍ପା ଠାରେ ସଭାପତି ରବୀନ୍ଦ୍ର କୁମାର ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଆବାହକ ଅଶୋକ ପରିଡା ନବବର୍ଷର ସ୍ୱାଗତ ଜଣାଇ ଶୁଭେଛା ଜଣାଇଥିଲେ । ପିଏଜିର କୋଷାଧ୍ୟକ୍ଷ ସ୍ୱର୍ଗତ!-->…
Read More...
Read More...
ତେଲିବନ୍ଧ ଉଚ୍ଚବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନର ବୈଠକ
ବୌଦ୍ଧ,୨୨/୧- ତେଲିବନ୍ଧ ଉଚ୍ଚବିଦ୍ୟାଳୟ ପରିସରରେ ମୋ ସ୍କୁଲ ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ସାଧାରଣ ବୈଠକ ସଭାପତି ନିର୍ମଳ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସହକାରୀ ଶିକ୍ଷକ ଶମ୍ଭୁ ଗିରି ମଞ୍ଚାସୀନ ଅତିଥିମାନଙ୍କୁ ସ୍ୱାଗତ ସହ ପରିଚୟ ପ୍ରଦାନ କରିଥିଲେ ।!-->…
Read More...
Read More...
ଚାକିରୀ ଛାଡ଼ି ୱାର୍ଡମେମ୍ବର ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ଏମବିଏ କରିଥିବା ଯୁବକ
ବାଲିଗୁଡା,୨୨/୧- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତିକ ମହଲ ଉଷ୍ମ ହେବାରେ ଲାଗିଛି । ନିର୍ବାଚନ ନିମନ୍ତେ ଜିଲ୍ଲାପରିଷଦ ପ୍ରାର୍ଥୀ, ସମିତି ସଭ୍ୟ ପ୍ରାର୍ଥୀ, ସରପଞ୍ଚ ଓ ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ପ୍ରକ୍ରିୟା ସରିଛି । କନ୍ଧମାଳ ଜିଲ୍ଲାର ବିଭିନ୍ନ!-->…
Read More...
Read More...
ପୁରୁଷୋତ୍ତମପୁରରେ ସରିଲା ପ୍ରାର୍ଥୀଙ୍କ ନାମାଙ୍କନ ,ଗୋଟିଏ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ…
ଗଞ୍ଜାମ,୨୨/୧ : ପୁରୁଷୋତ୍ତମପୁର ବ୍ଲକର ୨୬ ଗୋଟି ପଞ୍ଚାୟତରେ ଗତକାଲି ସରିଛି ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ଓ ୱାର୍ଡ ମେମ୍ବରଏବଂ ୩ଗୋଟି ଜିଲ୍ଲା ପରିଷଦ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ । ଗତକାଲି ସୁଦ୍ଧା ୫ଦିନ ମଧ୍ୟରେ ୬୭୯ ଜଣ ୱାର୍ଡମେମ୍ବର,୧୨୭ ଜଣ ସରପଞ୍ଚ,୧୦୫ ଜଣ ସମିତି ସଭ୍ୟ, ସଭ୍ୟା!-->…
Read More...
Read More...
କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ୧୮ଟି ଜୋନ ପାଇଁ ପ୍ରାର୍ଥୀପତ୍ର ଦାଖଲ
ଫୁଲବାଣୀ,୨୨/୧- କନ୍ଧମାଳ ଜିଲ୍ଲାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ଦିନରେ ସମସ୍ତ ପ୍ରାର୍ଥୀମାନେ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କନ୍ଧମାଳ ଜିଲ୍ଲା ଭାଜପା ପକ୍ଷରୁ ଜିଲ୍ଲାର ସମସ୍ତ ୧୮ଟି ଜିଲ୍ଲାପରିଷଦ ଜୋନ ପାଇଁ ଦାଖଲ କରାଯାଇଥିବା!-->…
Read More...
Read More...
ବିଜେଡି ପକ୍ଷରୁ କନ୍ଧମାଳ ଜିଲ୍ଲାର ୧୮ଟି ଜିଲ୍ଲା ପରିଷଦ ଜୋନ ପାଇଁ ପାର୍ଥୀପତ୍ର ଦାଖଲ
ଫୁଲବାଣୀ,୨୨/୧- କନ୍ଧମାଳ ଜିଲ୍ଲାର ୧୮ଟି ଜୋନ ପାଇଁ ନାମାଙ୍କନ ଦାଖଲର ଅନ୍ତିମଦିନରେ ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲା ବିଜୁ ଜନତା ଦଳ ସଭାପତି ସରୋଜ କର୍ଣ୍ଣଙ୍କ ସଭାପତିତ୍ୱରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କ ଏବଂ ଜିଲ୍ଲାର ସହ ପ୍ରଭାରୀ କିଶୋର ମେହେରଙ୍କ ଉପସ୍ଥିତିରେ ଫୁଲବାଣୀ!-->…
Read More...
Read More...
ସୁବର୍ଣ୍ଣପୁର ମହାନଦୀ ପୋଲ ଉପରେ ମର୍ମନ୍ତୁଦ ଦୁର୍ଘଟଣା : ୫ମୃତ,୪ଗୁରୁତର
ସୋନପୁର,୨୨/୧- ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାର ମହାନଦୀ ପୋଲ ଉପରେ ବୋଲେରୋ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଛି ଓ ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ!-->…
Read More...
Read More...
ଶେଷହେଲା ପଞ୍ଚାୟତ ନାମାଙ୍କନ ଦାଖଲ : ଜାଣନ୍ତୁ,କେଉଁ ପଦ ପାଇଁ କେତେ ପ୍ରାର୍ଥୀ
ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ଶେଷ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ରାଜ୍ୟ ନିର୍ବାଚନ କମିଶନଙ୍କ ସୂଚନା ମୁତାବକ, ୱାର୍ଡମେମ୍ବର ପଦ ପାଇଁ ମୋଟ ୧,୬୨,୨୯୭ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିଭଳି ସରପଞ୍ଚ ପଦ ପାଇଁ ମୋଟ ୩୪,୬୧୩ ଜଣ ପ୍ରାର୍ଥୀ, ସମିତି ସଭ୍ୟ!-->…
Read More...
Read More...
ଆଇଏଏସ ପଦବୀକୁ ପଦୋନ୍ନତି ପାଇଲେ ୧୧ ବରିଷ୍ଠ ଓଏଏସ୍
ଭୁବନେଶ୍ୱର : ଓଡିଶା ପ୍ରଶାସନିକ ସେବା(ଓଏଏସ)ର ୧୧ଜଣ ବରିଷ୍ଠ ଅଧିକାରୀ ଆଇଏଏସ୍ ପଦବୀକୁ ପଦୋନ୍ନତି ପାଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଜାରି ହୋଇଥିବା ବିଜ୍ଞପ୍ତିରୁ ଏହା ଜଣାପଡ଼ିଛି । ଏହି ଅଧିକାରୀମାନଙ୍କୁ ୨୦୨୦ ସିଲେକ୍ଟ ଲିଷ୍ଟରେ ସାମିଲ କରାଯାଇଛି । ପରବର୍ତ୍ତୀ ସମୟରେ!-->…
Read More...
Read More...
ନାବାଳିକା ଦୁଷ୍କର୍ମକାରୀକୁ ୧୦ ଜେଲ୍
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ୱତନ୍ତ୍ର କୋର୍ଟ ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାରଣ କରି କନ୍ଧମାଳ ଜିଲ୍ଲା କୋଟଗଡ ଥାନା କେସ ନମ୍ବର ୪୯/୧୬ ଅଭିଯୁକ୍ତ ମୁକୁନ୍ଦ ମଲ୍ଲିକକୁ(୨୫) ଦୋଷୀ ସାବ୍ୟସ୍ତ କରି ତାକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସମେତ!-->…
Read More...
Read More...