Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶେଷ ଦିନରେ ୭୬ଜଣ ପ୍ରାର୍ଥୀ ନାମାଙ୍କନପତ୍ର କଲେ ଦାଖଲ
ଘୁ ଉଦୟଗିରି : ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିବସରେ ଘୁ.ଉଦୟଗିରି ବ୍ଲକର ୮ଗୋଟି ପଞ୍ଚାୟତର ବିଭିନ୍ନ ପଦବୀ ନିମନ୍ତେ ଆଜି ୭୬ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଗ୍ରେସିଙ୍ଗିଆ ପଞ୍ଚାୟତରୁ ୱାର୍ଡମେମ୍ବର ପାଇଁ ୧୧ଜଣ, ସମିତିସଭ୍ୟ ପାଇଁ ୨ଜଣ, ରଟିଙ୍ଗିଆ ପଞ୍ଚାୟତର ୱାର୍ଡମେମ୍ବର ପାଇଁ!-->…
Read More...
Read More...
ଷଷ୍ଠ ବିଂଶତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ
ଘୁ ଉଦୟଗିରି : କନ୍ଧମାଳ ଜିଲ୍ଲାର ଘୁ ଉଦୟଗିରି ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଆଜି ଷଷ୍ଠ ବିଂଶତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଆୟୋଜିତ କରାଯାଇଥିଲା ।ଏହି ବୈଠକଟି ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଅନଲାଇନ ମାଧ୍ୟମରେ ଆୟୋଜିତ କରାଯାଇଥିଲା । ଏହି ବୈଠକଟିରେ ଓୟୁଏଟିର କୃଷି!-->…
Read More...
Read More...
ବୌଦ୍ଧଜିଲ୍ଲା: ଅନ୍ତିମ ଦିନରେ ୧୦୫୪ ଜଣ ପ୍ରାର୍ଥୀ ଦାଖଲକଲେ ନାମାଙ୍କନ ପତ୍ର
ବୌଦ୍ଧ,୨୧/୧ - ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପ୍ରକ୍ରିୟା ପାଇଁ ଆଜି ଅନ୍ତିମ ଦିନରେ ବୌଦ୍ଧ ଜିଲ୍ଲାରେ ୧୦୫୪ଟି ନାମାଙ୍କନ ପତ୍ର ଦାଖଲ ହୋଇଛି । ଶେଷ ଦିନରେ ବୌଦ୍ଧବ୍ଲକରୁ ୨୧୬ ଜଣ ୱାର୍ଡମେମ୍ବର, ୪୧ ଜଣ ସରପଞ୍ଚ, ୮୪ଜଣ ସମିତିସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୬ଜଣ ନାମାଙ୍କନ!-->…
Read More...
Read More...
ସୁପ୍ରିମ କୋର୍ଟ ବାହାରେ ଆତ୍ମାହୁତି ଉଦ୍ୟମ
ନୂଆଦିଲ୍ଲୀ : ଶୁକ୍ରବାର ନୋଏଡ଼ାରେ ରହୁଥିବା ଜଣେ ୫୦ ବର୍ଷୀୟ ବ୍ୟକ୍ତି ସୁପ୍ରିମ କୋର୍ଟ ବାହାରେ ନିଜ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଛନ୍ତି । କିନ୍ତୁ କୋର୍ଟ ପରିସରରେ ନିୟୋଜିତ ହୋଇଥିବା ପୋଲିସ କର୍ମଚାରୀ ଠିକ ସମୟରେ ନିଆଁକୁ ଆୟତ୍ତ କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ!-->…
Read More...
Read More...
କିଏ କେଉଁଠି କରିବେ ଜାତୀୟ ପତାକା ଉତ୍ତୋଳନ
ଭୁବନେଶ୍ୱର: କରୋନା ସଂକ୍ରମଣ ମଧ୍ୟରେ ଏଥର ରାଜ୍ୟବ୍ୟାପୀ ୭୩ତମ ଗଣତନ୍ତ୍ର ଦିବସ ପାଳନ କରାଯିବ । ଭୁବନେଶ୍ୱରସ୍ଥିତ ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପତାକା ଉତ୍ତୋଳନ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିବେ । ମୁଖ୍ୟମନ୍ତ୍ରୀ!-->…
Read More...
Read More...
ବୌଦ୍ଧ: ବିଜେପି ତରଫରୁ ୯ଟି ଜିଲ୍ଲା ପରିଷଦ ଜୋନ ପାଇଁ ବିଜେପିର ପ୍ରାର୍ଥୀ ପତ୍ର ଦାଖଲ
ବୌଦ୍ଧ,୨୧/୧ - ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଅନ୍ତିମ ଦିନରେ ସମସ୍ତ ୯ଟି ଜୋନ୍ ପାଇଁ ବିଜେପିର ପ୍ରାର୍ଥୀପତ୍ର ଦାଖଲ ହୋଇଛି । ଜୋନ୍ ନଂ ୧ରୁ ଶ୍ରୀମତୀ ପଦ୍ମା କହଁର, ଜୋନ୍ ନଂ ୨ରୁ ଶ୍ରୀମତୀ ପଦ୍ମାବତୀ ପ୍ରଧାନ, ଜୋନ୍ ନଂ ୩ରୁ ରମେଶ ପ୍ରସାଦ!-->…
Read More...
Read More...
ବୌଦ୍ଧର ସମସ୍ତ ୯ ଟି ଜିଲ୍ଲା ପରିଷଦ ଜୋନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ
ବୌଦ୍ଧ,୨୧/୧- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ଆଜି କଂଗ୍ରେସ ତରଫରୁ ସମସ୍ତ ୯ ଟି ଜୋନରେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ପ୍ରାର୍ଥୀପତ୍ର ଦାଖଲ କରାଯାଇଛି । ୧ନଂ ଜୋନରୁ କୁମୁଦିନୀ ମିର୍ଦ୍ଧା,୨ନଂ ଜୋନରୁ କଳାକାନ୍ତି ଦଳବେହେରା, ୩ ନଂ ଜୋନରୁ କର୍ମୁ!-->…
Read More...
Read More...
ଟାକରା ପଞ୍ଚାୟତରେ ହେବ ଦ୍ୱିମୁଖି ପ୍ରତିଦ୍ୱନ୍ଦିତା
ଦଶପଲ୍ଲା: ଦଶପଲ୍ଲା ବ୍ଲକ୍ର ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରାମପଂଚାୟତ ହେଲା ଟାକରା ଗ୍ରାମପଂଚାୟତ । ପଞ୍ଚାୟତ ନିର୍ବାଚନ ପାଇଁ ଜାରି ରହିଥିବା ନାମାଙ୍କନ ଦାଖଲର ଆଜି ଶେଷଦିନ । ଆଜିସୁଦ୍ଧା ଟାକରା ପଞ୍ଚାୟତ ପାଇଁ ସରପଞ୍ଚ ପ୍ରାର୍ଥୀ ଭାବରେ ସ୍ଥାନୀୟ ସମାଜସେବୀ ଜଗବଂଧୁ ଆଚାର୍ଯ୍ୟ ଓ ଆଦିବାସୀ!-->…
Read More...
Read More...
ରାଜ୍ୟରେ ଆଜିଠୁ ୪ ଦିନ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା
ଭୁବନେଶ୍ୱର: ଆଜିଠୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ.ଆର ବିଶ୍ୱାସ ସୂଚନା ଦେଇଛନ୍ତି।ପାଣିପାଗ ବିଭାଗର ସୂଚନା ଅନୁସାରେ,!-->…
Read More...
Read More...
ପୂର୍ବତଟ ରେଳପଥ ବୈଷୟିକ କମିଟିର ପାରଳାଖେମୁଣ୍ଡି ରେଳଷ୍ଟେସନ ପରିଦର୍ଶନ ଓ ଅନୁଧ୍ୟାନ
ଗଜପତି,୨୧/୧- ଆଜି ପୂର୍ବତଟ ରେଳପଥ ବିଶାଖାପାଟଣା ଡିଭିଜନର ରେଳମଣ୍ଡଳ ପ୍ରବନ୍ଧକ(ଡି ଆର୍ ଏମ୍) ଶ୍ରୀ ଅନୁପ କୁମାର ଶତପଥୀଙ୍କ ନେତୃତ୍ୱରେ ଉଚ୍ଚ଼ସ୍ତରୀୟ ରେଳ ବୈଷୟିକ କମିଟି ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଅବହେଳିତ ପାରଳାଖେମୁଣ୍ଡି ରେଳଷ୍ଟେସନ ପରିଦର୍ଶନରେ ଆସି ବିଭିନ୍ନ ସମସ୍ୟା!-->…
Read More...
Read More...