Browsing Category

ରାଜ୍ୟ

ଚତୁର୍ଥ ଦିନରେ ୭୮ଜଣ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ

ରାଇକିଆ :କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ପାର୍ଥିପତ୍ର ଦାଖଲର ଚତୁର୍ଥ ଦିନରେ ରାଇକିଆ ବ୍ଳକରବିଭିନ୍ନ ପଞ୍ଚାୟତରେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେଥିମଧ୍ୟରୁ ୱାର୍ଡ ମେମ୍ବର ପାଇଁ ୪୮ ଜଣ ନିଜନିଜ ପଞ୍ଚାୟତରେ ନାମାଙ୍କନପତ୍ର ଦାଖଲ କରିଥିବା
Read More...

ଶାଳକାଠ ଜବତ୍‌ କଲା ବନ ବିଭାଗ

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଂଚଳ ଟାକରା ଫରେଷ୍ଟ ବିଟ୍‌ ଅଧିନସ୍ଥ ଦୁର୍ଗାପ୍ରସାଦ ଖଳିଦୁମ ନିକଟରୁ ୫ ଗୋଟି ଶାଳ ଲଗ୍‌ ଜବତ କରିଛି ଦଶପଲ୍ଲା ବନ ବିଭାଗ । ଦଶପଲ୍ଲା ବନାଂଚଳ ଅଧିକାରୀ ନିଖିଲେଶ୍‌ ମଲ୍ଲିକ, ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଦିନ ୧ଘଟିକା ସମୟେ ସଦଳବଳେ ଚଢ଼ଓ କରିବା
Read More...

ସରିଲା ଚତୁର୍ଥ ଦିନର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ବାଲିଗୁଡ଼ା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଆଜି ଚତୁର୍ଥ ଦିନରେ ମୋଟ ୧୫ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେପି ପକ୍ଷରୁ ମୋଟ ୧୨ ଜଣ ଜିଲ୍ଲା ପରିଷଦ
Read More...

ଜାତୀୟ ମତଦାତା ଦିବସ ପାଳନ ପ୍ରସ୍ତୁତି ବୈଠକ

ପୁରୀ: ଜିଲ୍ଲା ସ୍ତରୀୟ ଜାତୀୟ ମତଦାତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଉପ ଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଆସନ୍ତା ୨୫ ତାରିଖ ଦିନ ୧୨ତମ ଜାତୀୟ ମତଦାତା ଦିବସ କୋଭିଡ କଟକଣା ମଧ୍ୟରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ପାଳିତ
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ବିଭିନ୍ନ ପଦବୀପାଇଁ ବହୁ ସଂଖ୍ୟାରେ ନାମାଙ୍କନ ପତ୍ର ଦାଖଲ

ସୁବର୍ଣ୍ଣପୁର,୨୦/୧- ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପାଇଁ ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ଚତୁର୍ଥ ଦିନରେ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଚାଲୁରହିଛି ଓ ୧୭ ତାରିଖରୁ ୨୧ ତାରିଖ ଯାଏଁ ୱାର୍ଡମେମ୍ବର, ସରପଞ୍ଚ, ସମିତିସଭ୍‌ଯ, ଜିଲ୍ଲାପରିଷଦ ପ୍ରାର୍ଥୀମାନେ ତ୍ରିସ୍ତରୀୟ ପଞ୍ଚାୟତ
Read More...

ଭାରସାମ୍ୟ ହରାଇ ଓଲଟିଲା କାର୍‌, ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୪ଜଣ ଯାତ୍ରୀ

ବାଲିଗୁଡ଼ା,୨୦/୧: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଜକିକିଆ ୫୯ନଂ ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ କାର୍‌ଟି ଓଲଟିପଡିଥିବାବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଗୋଟିଏ ପରିବାରର ୪ ଜଣ ସଦସ୍ୟ । ଘଟଣାସ୍ଥଳରେ ବାଲିଗୁଡ଼ା ପୋଲିସ୍‌ ପହଞ୍ଚି ସମସ୍ତଙ୍କୁ
Read More...

ବୌଦ୍ଧ ଜିଲ୍ଲାରୁ ୭୬ ଆକ୍ରାନ୍ତ ଚିହ୍ନଟ, ଗ୍ରାମାଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ

ବୌଦ୍ଧ,୨୦/୧ - ଆଜି ଜିଲ୍ଲାରୁ ୭୬ ଜଣ ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ଆଜି ହରଭଙ୍ଗା ବ୍ଲକରୁ ୩୦ ବୌଦ୍ଧ ବ୍ଲକରୁ ୧୩ ଓ କଣ୍ଟାମାଳ ବ୍ଲକରୁ ୧୩
Read More...

ବ୍ରହ୍ମୋସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର: ବ୍ରହ୍ମୋସ କ୍ଷେପଣାସ୍ତର ଆଜି ସଫଳ ପରୀକ୍ଷଣ ହୋଇଛି । ଏହା ବ୍ରହ୍ମୋସର ଅପଡେଟେଡ୍‌ ଭର୍ସନ । ଏହି କ୍ଷେପଣାସ୍ତ୍ରରେ ଲାଇଫ ଏକ୍ସଟେନସନ ଟେକନୋଲୋଜିର ବ୍ୟବହାର କରାଯାଇଛି । ଚାନ୍ଦିପୁର ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡରୁ ଆଜି ଦିନ ୧୦ଟା ୪୦ ମିନିଟରେ ଏହି ପରୀକ୍ଷା
Read More...

ଘୁ ଉଦୟଗିରି : ୫ନମ୍ବର ଜିଲ୍ଲା ପରିଷଦ ଯୋନ ପାଇଁ ଲିଲିମା ପ୍ରଧାନ ହେଲେ ବିଜେଡି ପ୍ରାର୍ଥୀ

ଘୁ ଉଦୟଗିରି : କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ୫ ନମ୍ବର ଯୋନ ନିମନ୍ତେ ଆଜି ବିଜେଡି ପକ୍ଷରୁ ପାର୍ଥୀ ଚୟନ କରାଯାଇଛି । ଘୁ ଉଦୟଗିରି ବ୍ଳକ ଅଧୀନରେ ଥିବା ଗ୍ରେସିଙ୍ଗିଆ ପଞ୍ଚାୟତ ନିବାସୀ ଡ଼ମେଙ୍ଗିନାଜୁ ଗ୍ରାମର ଲିଲିମା ପ୍ରଧାନ ବିଜେଡ଼ି ପକ୍ଷରୁ ୫ ନମ୍ବର ଯୋନ ନିମନ୍ତେ ଜିଲ୍ଲା ପରିଷଦ
Read More...

ଚାଲିଛି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା, ଭିଡ କମାଇବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ନିର୍ବାଚନ ଆୟୋଗ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ରାଜନୀତି । ଗତ ୧୭ ତାରିଖରୁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରୁଥିବା ବେଳେ ବିଭିନ୍ନ ସ୍ଥାନରେ ହେଉଛି ଅସମ୍ଭବ ଭିଡ । ଏହାବାଦ ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷ ଦିନ । ଏହି ଦିନ ସର୍ବାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବା ସମ୍ଭାବନା
Read More...