Browsing Category

ରାଜ୍ୟ

ଜିଲ୍ଲାପରିଷଦ ପ୍ରାର୍ଥୀ ଘୋଷଣା କଲା ବିଜେଡି

କଣ୍ଟାବାଞ୍ଜି : ନିର୍ବାଚନ ମଣ୍ଡଳୀ କଣ୍ଟାବାଞ୍ଜିର ବିଭିନ୍ନ ଜୋନ ପାଇଁ ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଘୋଷଣା କରିଛନ୍ତି ରାଜ୍ୟ ବିଜେଡି ସାଧରଣ ସମ୍ପାଦକ ଆୟୁବ ଖାଁ । ତୁରିକେଲା ବ୍ଲକ ୧୦ ନମ୍ବର ଜୋନରେ ଶ୍ରୀମତି ସମା ପରବିନ ବିଜୁ ଜନତା ଦଳର ଟିକେଟ ପାଇଥିବା
Read More...

କରୋନାର ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ସାମ୍ବାଦିକ ଯୁଧିଷ୍ଠିର ସାହୁ

ସୁବର୍ଣ୍ଣପୁର : କରୋନାକୁ ନଡରି ତାର ମୁକାବିଲା କରନ୍ତୁ । ଟିକା ନିଅନ୍ତୁ । ସର୍ବଦା ମାସ୍କ ପରିଧାନକରି ସାମାଜିକ ଦୂରତା ରକ୍ଷା କରନ୍ତୁ । ଅଯଥା ଜନଗହଳିକୁ ଯାଆନ୍ତୁ ନାହିଁ । ଅସୁସ୍ଥତା ଅନୁଭବ କଲେ ଡ଼ାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏପରି କିଛି ଜନହିତର ବାର୍ତ୍ତା ନେଇ ପ୍ରତିଦିନ ସକାଳ
Read More...

ପୁଣି ରାଜ୍ୟରେ ୧୦୩୬୮ କରୋନା ପଜିଟିଭ ଚିହ୍ନଟ, ୭ ମୃତ

ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ୧୦୩୬୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୭୭୪୬୨ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା
Read More...

ନୟାଗଡ଼ ବାଇପାସ୍‌ ପାଇଁ ୩୦୦.୩୩ କୋଟିର ବଜେଟ

ଦଶପଲ୍ଲା : ନୟାଗଡ଼ ସହରର ବର୍ଦ୍ଧିତ ଜନସଂଖ୍ୟା ଓ ଟ୍ରାଫିକ ସମସ୍ୟା ସୁପରିଚାଳନା ନିମନ୍ତେ ନୟାଗଡ଼ ସହରକୁ ବାଇପାସ୍‌ ନିର୍ମାଣ ପାଇଁ କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କରିଛନ୍ତି ବୋଲି କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ବୁଧବାର ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ
Read More...

ଜାଣନ୍ତୁ, ଟେଲିପ୍ରମ୍ପଟର କ’ଣ ଓ ଏହାର ମୂଲ୍ୟ କେତେ : ଏହା ସାହାଯ୍ୟରେ ମୋଦି ଭାଷଣ ଦେଇଥାନ୍ତି

ନୂଆଦିଲ୍ଲୀ : ଆପଣ ପ୍ରାୟତଃ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି କିମ୍ବା ବିଶିଷ୍ଟ ନେତାଙ୍କ ଚାରିପାଖରେ ଏକ ଗ୍ଲାସ୍‌ ସର୍କଲ୍‌ ଦେଖିଥିବେ । ଏହି ସର୍କଲ୍‌ ବା ଘେରା ଦେଖି ଆପଣ ଭାବିବେ ଯେ ଏହା ସେମାନଙ୍କ ସୁରକ୍ଷା ପାଇଁ, କିନ୍ତୁ ତାହା ନୁହେଁ । ବାସ୍ତବରେ ଏହି ଗ୍ଲାସ୍‌ ସର୍କଲ୍‌ ହେଉଛି ଏକ
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ଦୁଇଅଙ୍କକୁ ଖସିଲା ସଂକ୍ରମଣ, କୋଭିଡ କଟକଣାକୁ ମାନିବାକୁ ପ୍ରଶାସନର ଗୁରୁତ୍ୱାରୋପ

ସୁବର୍ଣ୍ଣପୁର: କରୋନାର ତୃତୀୟ ଲହର ଓମିକ୍ରନର ସଫଳ ମୁକାବିଲା କରିବା ପାଇଁଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ବହୁବିଧ ବ୍ୟବସ୍ଥା ସହ ସମ୍ପୂର୍ଣ ପ୍ରସ୍ତୁତ ହୋଇ ରହିଛି । ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ଜିଲ୍ଲାର ବିଭିନ୍ନ ବ୍ଲକ
Read More...

ତୃତୀୟ ଦିନରେ କଂଗ୍ରେସର ନାମାଙ୍କନ ପତ୍ର ଦାଖଲ

ନବରଙ୍ଗପୁର : ରାଜ୍ୟରେ ହେବାକୁ ଥିବା ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ନିମନ୍ତେ ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲର ତୃତୀୟ ଦିନରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଭବନ ଚଳଚଞ୍ଚଳ ଥିବା ଦେଖିବାକୁ ମିଳିଥିଲା । ଦ୍ୱିତୀୟ ଦିନ ସୁଦ୍ଧା ମୋଟ ୨ଜଣ
Read More...

ସାଧାରଣତନ୍ତ୍ର ଦିବସ ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ବୌଦ୍ଧ,୧୯/୧- ୭୩ ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଆଜି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଗତ ବର୍ଷ ପରି ଚଳିତବର୍ଷ ମଧ୍ୟ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ
Read More...

ସ୍ୱର୍ଗତ ବିପ୍ରଚରଣ ପଟ୍ଟନାୟଜଙ୍କ ସ୍ମୃତିରେ ସ୍ମୃତିସଭା

ଫୁଲବାଣୀ: ବିଶିଷ୍ଟ ଶିକ୍ଷାବିତ, ସୁସାହିତ୍ୟିକ, ଛାତ୍ରବତ୍ସଳ ଗୁରୁ ତଥା ସମାଜସେବୀ ସ୍ୱର୍ଗତ ବିପ୍ର ଚରଣ ପଟ୍ଟନାୟକଙ୍କ ସ୍ମରଣରେ ସ୍ଥାନୀୟ ବନାନୀ କଳା ସଙ୍ଗମଠାରେ କରୋନା କଟକଣା ନିୟମ ଅନୁସାରେ ଏକ ସ୍ମୃତି ସଭା ବରିଷ୍ଠ ନାଗରିକ ସଙ୍ଘ, ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ, ମିଳିତ ନାଗରିକ
Read More...

ପୁରୀ: ୧୭୨ ଗ୍ରାମ ବ୍ରାଉନସୁଗାର ଜବତ

ପୁରୀ,୧୯/୧- ଧଳାଜହର ବେପାରୀଙ୍କ ପେଣ୍ଠସ୍ଥଳୀ ପୁରୀ ପାଲଟିଥିବା ବେଳେ ଆଜି ପୁରୀ ପୋଲିସକୁ ପୁଣିଥରେ ମିଳିଛି ବଡ଼ ସଫଳତା । ଏସଟିଏଫ ଓ ସମୁଦ୍ର କୂଳ ଥାନା ପୋଲିସ ଦ୍ୱାରା ୧୭୨ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ତାଳବଣିଆ ଆଇଟିଆଇ ଛକ ନିକଟରୁ ୩ ମୁଖ୍ୟ ବ୍ରାଉନସୁଗାର ବେପାରୀଙ୍କୁ
Read More...