Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କେନ୍ଦ୍ର ଜଳସମ୍ପଦ ଓ ଆଦିବାସୀ ମନ୍ତ୍ରୀଙ୍କ ଦିନିକିଆ କନ୍ଧମାଳ ଗସ୍ତ
ଫୁଲବାଣୀ : କେନ୍ଦ୍ର ଜଳସମ୍ପଦ ଓ ଆଦିବାସୀ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଦିନିକିଆ କନ୍ଧମାଳ ଗସ୍ତ । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ୍ ଅନ୍ତର୍ଗତ ମୁଣ୍ଡିଗଡ଼ ମାନସିଂ ମିନି ଷ୍ଟାଡିୟମରେ ବାୟୁସେନା ହେଲିକେପ୍ଟରରେ ପହଁଚି ମୁଣ୍ଡିଗଡରେ ଏକଲବ୍ୟ ଆବାସିକ ବିଦ୍ୟାଳୟର ଶିଳାନ୍ୟାସ!-->…
Read More...
Read More...
ପାଣ-ଗଣ୍ଡା ସମାଜ ପକ୍ଷରୁ ଅସହାୟଙ୍କୁ କମ୍ବଳ ଏବଂ ଶାଢୀ ବଣ୍ଟନ
ବୌଦ୍ଧ : କଣ୍ଟାମାଳ ବ୍ଲକ ବରଗାଁ ପଂଚାୟତ ଅନ୍ତର୍ଗତ ମଲ୍ଲିକୁଦ୍ କୋଠ ଘର ପ୍ରାଙ୍ଗଣରେ ବୌଦ୍ଧ ଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ସଂଗଠନର ସହକାରୀ କୋଷାଧ୍ୟକ୍ଷ ରାମଚନ୍ଦ୍ର ତାଣ୍ଡିଙ୍କ ସହଯୋଗ କ୍ରମେ ଓ ସଂଗଠନ ସଂପାଦକ ଦେବଦତ୍ତ ସାଗରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅସହାୟ!-->…
Read More...
Read More...
ସୁବର୍ଣ୍ଣପୁରରେ ବୁଷ୍ଟର ଡୋଜ୍ ଟିକାକରଣ ଆରମ୍ଭ
ସୁବର୍ଣ୍ଣପୁର : କୋଭିଡ ମହାମାରୀର ତୃତୀୟ ଲହର ବା ଓମି୍କ୍ରିନ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠୁ ସାରା ଦେଶରେ କୋଭିଡ ବୁଷ୍ଟର ଡୋଜ ଟିକାକରଣକୁ ଆରମ୍ଭ କରାଯାଇଥିବା ବେଳେ ସୁବର୍ଣ୍ଣପୁର ଜ଼ିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମଧ୍ୟ ଏହି ଅଭିଯାନ ଆରମ୍ଭ ହୋଇଛି । ଏହି ବୁଷ୍ଟର ଡୋଜ ଟିକାକରଣର!-->…
Read More...
Read More...
ସୁନ୍ଦରଗଡ ହେଉଛି ଓଡ଼ିଶାର ବିକାଶର ବତୀଘର – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡ ସଦର ବ୍ଲକ୍ ଅନ୍ତର୍ଗତ କୋପସିଂଗା ଓ କୁଡାବଙ୍ଗା ଠାରେ ୪୯୩ କୋଟି ଟଙ୍କା ବ୍ୟୟ ଅଟକଳରେ ଇବ୍ ନଦୀ ଉପରେ ନିର୍ମାଣ ହେବାକୁ ଥିବା ଦୁଇଟି ବ୍ୟାରେଜର ଶିଳାନ୍ୟାସ କରିଛନ୍ତି । ଏହି ଦୁଇଟି ପ୍ରକଳ୍ପ କାର୍ଯ୍ୟ ଆଗାମୀ ୨ ବର୍ଷରେ!-->…
Read More...
Read More...
ବାଇକ ଚୋରି ଅଭିଯୋଗରେ ୨ ଅଭିଯୁକ୍ତ ଗିରଫ
ଗଞ୍ଜାମ : ବ୍ରହ୍ମପୁର ସଦର ଏସଡିପିଓ ଭାବେ ଦାୟିତ୍ୱ ନେଇ ଯୋଗ ଦେଇଥିବା ଦକ୍ଷ ପୋଲିସ ଅଧିକାରୀ ଶିବଶଙ୍କର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏକ ବଡ଼ ଧରଣର ଚୋରା ଗାଡି ଗ୍ୟାଙ୍ଗ ପୋଲିସ ହାତରେ ଧରାପଡିଛନ୍ତି । ଏହି ଗ୍ୟାଙ୍ଗରେ ସାମିଲ ଥିବା ଦୁଇ ଜଣ ଯୁବକଙ୍କ ମଧ୍ୟରୁ ଜଣେ ଖୋର୍ଦ୍ଧା ଜିଲ୍ଲାର!-->…
Read More...
Read More...
ରାଜ୍ୟରେ ଶହେ ଟପିଲା ଓମିକ୍ରନ ଆକ୍ରାନ୍ତ ସଂଖ୍ୟା
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଆଜି ପୁଣି ଆଉ ୨୮ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି । ଏ ନେଇ ସ୍ୱାସ୍ଥ୍ୟ ବିଭାଗକୁ ଆଇଏଲ୍ଏସ୍ ସୂଚନା ଦେଇଛି ।!-->…
Read More...
Read More...
ଯୋଗିମୁଣ୍ଡା ସର୍କଲ ସ୍ତରୀୟ କୋଶଳିଆ ମାଳିସମାଜ ବିକାଶ ପରିଷଦର ବାର୍ଷିକ ସଭା
ପାଟଣାଗଡ଼ : ପାଟଣାଗଡ଼ ବ୍ଳକ ଯୋଗିମୁଣ୍ଡା ସର୍କଲ ସ୍ତରୀୟ କୋଶଳିଆ ମାଳିସମାଜ ବିକାଶ ପରିଷଦ ପକ୍ଷରୁ ୧୧ ତମ ବାର୍ଷିକ ସଭା ଅନୁଷ୍ଠିତ ହୋଇଯାଇଛି । ଯୋଗିମୁଣ୍ଡା ସର୍କଲର ଅଞ୍ଚଳ ସଭାପତି ନିତାଇ ପୁଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ!-->…
Read More...
Read More...
ଏକାଠି ହେଲେ ବିରୋଧୀ, ପଞ୍ଚାୟତ ନିର୍ବାଚନ ୩ ମାସ ସ୍ଥଗିତ ରଖିବାକୁ କଲେ ଦାବି
ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ୩ ମାସ ସ୍ଥଗିତ ରଖିବାକୁ ଦାବି କରିଛନ୍ତି ରାଜ୍ୟର ସମସ୍ତ ବିରୋଧୀ ଦଳ। ଆଜି ପଞ୍ଚାୟତ ନିର୍ବାଚନ ନେଇ ନିର୍ବାଚନ କମିଶନ ସର୍ବଦଳୀୟ ବୈଠକ ଡକାଇଥିବା ବେଳେ ଏଥିରେ ସରକାରୀ ଦଳ ବିଜେଡିକୁ ଛାଡ଼ି ଅନ୍ୟ ସମସ୍ତ ଦଳ ନିର୍ବାଚନକୁ ସ୍ଥଗିତ କରିବା ପାଇଁ ଦାବି!-->…
Read More...
Read More...
କୁକୁଡାଖଣ୍ଡି ବ୍ଲକ ଏଲିମେଣ୍ଟାରୀ ବିଏଡ଼ ଶିକ୍ଷକ ସଂଘର ସାମ୍ବିଧାନିକ ବୈଠକ
ଗଞ୍ଜମ : କୁକୁଡାଖଣ୍ଡି ବ୍ଲକ ଏଲିମେଣ୍ଟାରୀ ବିଏଡ଼ ଶିକ୍ଷକ ସଂଘର ସାମ୍ବିଧାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକର ସମସ୍ତ ବିଏଡ଼ ଯୋଗ୍ୟତାଧାରୀ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ଶ୍ରୀମତୀ ସରସ୍ୱତୀ ଅକାରୀଙ୍କୁ ସଭାନେତ୍ରୀ, ପ୍ରଦୀପ କୁମାର ରାଉତଙ୍କୁ କାର୍ଯ୍ୟକାରୀ ସଭାପତି,!-->…
Read More...
Read More...
ଆଜି କୋଭିଡ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ ।ରାଜ୍ୟରେ କରୋନା ମହାମାରୀର ଲହର ଦ୍ରୁତ ଗତିରେ ମାଡ଼ି ଚାଲିଛି । ଦୈନିକ ସଂକ୍ରମଣ ୫ ହଜାର ମୁହାଁ ହୋଇଛି। ଦିନକରେ ଏତେ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେବା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି । ବଢୁଥିବା କୋରୋନା ସଂକ୍ରମଣକୁ ନେଇ ଆଜି!-->…
Read More...
Read More...