Browsing Category

ରାଜ୍ୟ

କୁନି ଝିଅର ଉଚ୍ଚ ଆକାଂକ୍ଷା, ମୁଁ ଜଜ୍‌ ହେବି ମ୍ୟାଡମ !

ପାଟଣାଗଡ଼ : ମୁଁ ଜଜ୍‌ ହେବି ମ୍ୟାଡମ,ଅପରାଧୀମାନଙ୍କୁ ଉଚିତ୍‌ ଦଣ୍ଡଦେବି । ଏମିତି କହିଥିବା ଏକ କୁନି ଝିଅକୁ ନିଜର ସିଟ୍‌ ରେ ବସାଇ ତହସିଲଦାର ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ଯାହା ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ପାଟଣାଗଡ଼ ବ୍ଳକ
Read More...

କନ୍ଧମାଳର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ଜିଲ୍ଲା ନିର୍ବାଚନ ବିଭାଗ ତରଫରୁ ଏନେଇ ଜାରି ରହିଥିବା ତାଲିକା ପ୍ରକାରେ ମୋଟ ୫୫୪୫୪୧ ଜଣ ଭୋଟର ଅଛନ୍ତି । ସେଥି ମଧ୍ୟରୁ ପୁରୁଷ ୨୬୮୪୭୨ ଭୋଟର ଥିବାବେଳେ ୨୮,୬୦୦୭ ଜଣ ମହିଳା ଭୋଟର ଅଛନ୍ତି । ପୁରୁଷ ଭୋଟରଙ୍କ
Read More...

ମାଁ ବରାଳଦେବୀ ମନ୍ଦିର ପରିଚାଳନା କମିଟିର ସାଧାରଣ ବୈଠକ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ରବିବାର ଦିନ ଫୁଲବାଣୀ ନିକଟସ୍ଥ ପୁନ୍ଦାଲି ଗ୍ରାମରେ ଶ୍ରୀ ଶ୍ରୀ ମାଁ ବରାଳଦେବୀ ମନ୍ଦିର ପରିଚାଳନା କମିଟି ଫୁଲବାଣୀର ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ପରିଚାଳନା କମିଟିର ସଭାପତି ଶ୍ରୀ ସପ୍ତେଶ୍ୱର କହଁରର ଅଧ୍ୟକ୍ଷତାରେ କାର୍ଯ୍ୟ ପରିଚାଳନା ହୋଇଥିଲା । ଏଠାରେ
Read More...

୧୨ ଓ ୧୩ରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ସୋମବାର ରାଜ୍ୟରେ ବର୍ଷା ଆରମ୍ଭ ହେବ । ୪ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ୧୨ ଓ ୧୩ ତାରିଖରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ବର୍ଷାରେ ବିଲରେ ଅମଳ ହୋଇ
Read More...

ରାଜ୍ୟରେ ପୁଣି ୪୮୨୯ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ୪୮୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୭୫୬୯୮ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା
Read More...

ଭୁବନେଶ୍ୱର ବିମାନ ବନ୍ଦରରେ ଜରୁରୀ ଅବତରଣ କଲା ବିମାନ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ ବିମାନର ଜରୁରୀ ଅବତରଣ । ବିମାନରେ ଜଣେ ଯାତ୍ରୀ ହଠାତ୍‌ ଅସୁସ୍ଥ ହେବାରୁ ବିମାନକୁ ଜରୁରୀ ଅବତରଣ କରାଯାଇଛି । ବିମାନଟି ରାଞ୍ଚିରୁ ଚେନ୍ନାଇ ଯାଉଥିବା ବେଳେ ଜରୁରୀ ଅବତରଣ କରିଛି। ତେବେ ଯାତ୍ରୀ ଜଣଙ୍କୁ କ୍ୟାପିଟଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି
Read More...

ମା ଭୈରବୀ ଫୁଟବଲ ପ୍ରତିଯୋଗିତା ଉଦଯାପିତ, ଆଇଆରବି ଚଂପିଆନ

ବୌଦ୍ଧ/ଜହ୍ନ ।ପଙ୍କ,୯/୧: ବୌଦ୍ଧ ବ୍ଳକ ବଢିଗାଁ ଖେଳ ପଡ଼ିଆରେ ମା ଦୁର୍ଗା କ୍ଳବ ଆନୁକୂଲ୍ୟରେ ପଞ୍ଚମ ମା ଭୈରବୀ ଫୁଟବଲ ପ୍ରତିଯୋଗିତାର ଫାଇନାଲ ଖେଳ ଆଇ ଆର ବି ଅଫିସିଆଲ ଓ ବଢ଼ିଗାଁ ମଧ୍ୟରେ ହୋଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାକୁ ଗୋଲ ଦେଇନପାରିବାରୁ ଟାଇବେକର ସହାୟତା
Read More...

ନର୍ଦ୍ଦମା ପାଲଟିଛି ହବାକ ହାଇସ୍କୁଲ ଖେଳ ପଡିଆ, କର୍ତ୍ତୃପକ୍ଷଙ୍କ ନିଘାନାହିଁ

ଜି ଉଦୟଗିରି : ବ୍ରିଟିଶ ଅମଳର ହବାକ ହାଇସ୍କୁଲ ଖେଳ ପଡିଆ ସାରା ଅଞ୍ଚଳରେ ପ୍ରସିଦ୍ଧି ଲାଭ କରିଥିଲା, ତାହା ଏବେ ଲିଭିବାକୁ ବସିଲାଣି । ବ୍ରିଟିଶ ଅମଳରେ ପ୍ରଥମ ରାଜ୍ୟପାଳ ସାର ଜହନ ହଷ୍ଠୀନ ହବାକଙ୍କ ନାମରେ ନାମିତ ହୋଇଥିବା ସ୍ଥାନୀୟ ଅଞ୍ଚଳର ଏକ ସୁନାମଧନ୍ୟ ହାଇସ୍କୁଲ । ପାଠପଢା ଯେମିତି
Read More...

ବୌଦ୍ଧ ବିଜେପିର ମୌନ ଧାରଣା

ବୌଦ୍ଧ,୯/୧- ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଞ୍ଜାବ ଗସ୍ତ ସମୟରେ ହୋଇଥିବା ଜାଣିଶୁଣି ଅଘଟଣ ଓ ମୋଦିଜୀଙ୍କୁ ଜୀବନରେ ମାରିଦେବାର କୁଚକ୍ରାନ୍ତକୁ ବିରୋଧକରି ବିଜେପି ବୌଦ୍ଧଜିଲ୍ଲା ତରଫରୁ ବିଭିନ୍ନ ସ୍ଥାନରେ ମୌନ ଧାରଣା ଏକ ଘଣ୍ଟା ପାଇଁ ଦିଆଯାଇଛି । ଆଜିର ଏହି
Read More...

ଡୁମାଳ ବିକାଶ ପରିଷଦ ତରଫରୁ କିଶୋର ମହାନ୍ତିଙ୍କ ଶ୍ରଦ୍ଧାଞ୍ଜଳି ସଭା

ବୌଦ୍ଧ,୯/୧- ବୌଦ୍ଧସ୍ଥିତ ମାହେଶ୍ୱରୀ ସଂସ୍କୃତି ଭବନ ଠାରେ ଜିଲ୍ଲା ଯୁବ ଡୁମାଳ ବିକାଶ ପରିଷଦ ଆନୁକୂଲ୍ୟରେ କିଶୋର ମହାନ୍ତିଙ୍କ ଏକାଦଶାହ ତିଥିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପରିଷଦର ସଭାପତି ଶମ୍ଭୁ ଗିରି ସଭାପତିତ୍ୱ କରିଥିଲେ । ସମ୍ପାଦକ କୃତ୍ତିବାସ ପଲିଆ,
Read More...