Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପାତାଳୀ ଶ୍ରୀକ୍ଷେତ୍ରରେ ସମର୍ପଣ ହେଲା ଭାଗ୍ୟଜ୍ୟୋତି ପରମେଶ୍ୱରୀ ପଞ୍ଜିକା
ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଚତୁର୍ଦ୍ଧାମୂର୍ତ୍ତିଙ୍କ ସମ୍ମୁଖରେ କୋଭିଡ କଟକଣା ସହିତ ସମର୍ପଣ ହୋଇଛି ୨୦୨୨-୨୩ର ଭାଗ୍ୟଜ୍ୟୋତି ପରମେଶ୍ୱରୀ ପଞ୍ଜିକା । ଏହି ପଞ୍ଜିକାରେ ସାରା ଓଡ଼ିଶାର ପର୍ବ ପର୍ବାଣୀର ତିଥି ଓ ନୂତନ ସର୍ବୋତ୍ତମ ତଥ୍ୟ!-->…
Read More...
Read More...
ବାରିଝୋଲାରେ ପାନୀୟ ଜଳ ସଙ୍କଟ ଦୂର, ଓଭରହେଡ୍ ପାଣି ଟ୍ୟାଙ୍କର ଉଦଘାଟନ କଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ
ରାୟଗଡା : ରାତି ପାହିଲେ ପାନୀୟ ଜଳ ଚିନ୍ତା ଘାରୁଥିଲା । ଏକମାତ୍ର ଭରସା ଥିଲା ଶିରିଗୁଡା ନିକଟସ୍ଥ ନଦୀ ତଥା ଗାଁ ପାଖ ପାହାଡିଆ ନାଳ । ଯେଉଁଠିକୁ ଭୋର ସକାଳୁ ୨କିଲୋମିଟରୁ ଉଦ୍ଧ୍ୱର୍ ରାସ୍ତା ଗରା ଧରି ଚାଲି ଯାଉଥିଲେ ଗାଁର ମହିଳାମାନେ । ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନସ୍ଥ ଜିଲ୍ଳା!-->…
Read More...
Read More...
ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମିଳିଲା ପ୍ରଥମ ସରସ୍ବତୀ ଜୀବନ ଜ୍ଞାନ ଗୌରବ ସମ୍ମାନ
ଭୁବନେଶ୍ଵର: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମହାରାଷ୍ଟ୍ରର ପୁନେସ୍ଥିତ MIT ବିଶ୍ଵବିଦ୍ୟାଳୟ ତରଫରୁ ସମ୍ମାନଜନକ ଡିଲିଟ ଉପାଧି ଓ ଶ୍ରୀ ସରସ୍ଵତୀ ଦେବୀ ଜ୍ଞାନ ଜୀବନ ଗୌରବ ସମ୍ମାନ ମିଳିଛି I ଆଜି ବିଶ୍ଵବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଭୁବନେଶ୍ୱରର ଲୋକପ୍ରିୟ ସାଂସଦ ତଥା ଭାରତୀୟ ଜନତା!-->…
Read More...
Read More...
ମହଙ୍ଗା ହେବ ରେଳ ଯାତ୍ରା, ୫୦ ଟଙ୍କା ଯାଏ ଅଧିକ ବ୍ୟୟ କରିବେ ଯାତ୍ରୀ
ନୂଆଦିଲ୍ଲୀ ୦୯।୦୧: ଏଣିକି ଟ୍ରେନରେ ଟିକେଟ୍ ବୁକ୍ କରିବାକୁ ହେଲେ ଆପଣଙ୍କୁ ୫୦ ଟଙ୍କା ପର୍ଯ୍ୟନ୍ତ ଅଧିକ ଅର୍ଥ ଦେବାକୁ ପଡିବ। କାରଣ ଦେଶରେ ନୂତନ ଭାବେ ବିକଶିତ ରେଳ ଷ୍ଟେସନରେ ରେଳ ମନ୍ତ୍ରାଳୟ ଷ୍ଟେସନଗୁଡିକରୁ ଡେଭଲପମେଣ୍ଟ ଫି (ଏସ୍ଡିଏଫ୍) ଆଦାୟ କରିବାକୁ ନିଷ୍ପତ୍ତି ନେଇଛି। ରେଳବାଇର!-->…
Read More...
Read More...
୬ କୋଟି ୩୪ ଲକ୍ଷର ପ୍ରକଳ୍ପ ଉଦଘାଟନ କଲେ ମନ୍ତ୍ରୀ ଟୁକୁନି ସାହୁ
କଣ୍ଟାବାଞ୍ଜି : କ୍ରୀଡାବିତଙ୍କ ବହୁମୁଖୀ ବିକାଶ ଓ ମହାବାତ୍ୟା ନିରୋଧୀ ଇଣ୍ଡୋର ଷ୍ଟାଡ଼ିଉମ ପ୍ରକଳ୍ପ ଉଦଘାଟନ କାର୍ଯ୍ୟକ୍ରମ ସ୍ଥାନୀୟ ସରକାରୀ ବାଳିକା ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାଧରଣ ସମ୍ପାଦକ ଫିରୋଜ ଖାନଙ୍କ ନେତୃତ୍ୱ ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ!-->…
Read More...
Read More...
ଗଣିଆ ପଞ୍ଚାୟତର ନୂତନ ଗୃହକୁ ଉଦଘାଟନ କଲେ ବିଧାୟକ
ନୟାଗଡ଼ : ନୟାଗଡ଼ ଜିଲା ଗଣିଆ ବ୍ଲକ୍ ଅନ୍ତର୍ଗତ ଗଣିଆ ଗ୍ରାମପଞ୍ଚାୟତର ନବନିର୍ମିତ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ଶୁକ୍ରବାର ଉଦଘାଟିତ ହୋଇଯାଇଛି । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି । ଏଥିରେ ସମ୍ମାନିତ ଅତିଥି ଭାବେ!-->…
Read More...
Read More...
ହାରୁ ହାରୁ ବର୍ତ୍ତିଗଲା ଇଂଲଣ୍ଡ, ଚତୁର୍ଥ ଆଶେସ୍ ଟେଷ୍ଟ ଡ୍ର
ସିଡନୀ : ଜ୍ୟାକ୍ କ୍ରାଉଲି (୭୭) ଏବଂ ବେନ୍ ଷ୍ଟୋକ୍ସ (୬୦)ଙ୍କ ଦାୟିତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ଏବଂ ଲୋୟର ଅର୍ଡର ବ୍ୟାଟ୍ସମ୍ୟାନ୍ଙ୍କ ସାହସିକ ପ୍ରଦର୍ଶନ ବଳରେ ଆଶେସର ଚତୁର୍ଥ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଦଳ ହାରୁ ହାରୁ ବର୍ତ୍ତି ଯାଇଛି । ଇଂଲଣ୍ଡ ଦଳ ପଞ୍ଚମ ଦିନ ଖେଳ ଶେଷ ବେଳକୁ ୯ ଉଇକେଟ!-->…
Read More...
Read More...
ରାମ ଲିଙ୍ଗେଶ୍ୱର ସମବାୟ ସମିତିରେ କିଣା ହୋଇପାରୁନି ଧାନ, ଚାଷୀ ନିରାଶ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକ କେରାଣ୍ଡି ପଞ୍ଚାୟତର ନୂଆ କେରାଣ୍ଡି ଠାରେ ଥିବା ରାମଲିଙ୍ଗେଶ୍ୱର ସମବାୟ ସମିତି ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀ ବୃନ୍ଦାବତୀ ମିଶନ ଶକ୍ତିକୁ ପ୍ରଦାନ କରାଯାଇଛି । ଗତକାଲି ଚାଷୀଙ୍କ ଠାରୁ ଧାନ କ୍ରୟ ସକାଶେ ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରସ୍ତୁତ!-->…
Read More...
Read More...
ଗଜପତି ଜିଲ୍ଲାରେ କିଶୋରକିଶୋରୀଙ୍କୁ ଟିକା ପ୍ରଦାନ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୫ ବର୍ଷରୁ ୧୮ ବର୍ଷ ବୟସର ଛାତ୍ର ଛାତ୍ରୀ ଏବଂ ଯୁବକଯୁବତୀଙ୍କୁ କୋଭିଡ ଟିକା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟକର୍ମୀ ମାନେ ପ୍ରଦାନ କରାଯାଇଛି । ସେହିପରି ପାରଳାଖେମୁଣ୍ଡିର ଶିଶୁ ମନ୍ଦିର, ସହରର ରାଟୋରି କ୍ଳବ, ମୋହନା!-->…
Read More...
Read More...
ମାଓବାଦୀଙ୍କ ବର୍ବରତା, ପୁଲିସ ଇନଫର୍ମର ସନ୍ଦେହରେ ୨ଜଣଙ୍କୁ ହତ୍ୟା
ମାଲକାନଗିରି : ବିଜାପୁରରେ ମାଓବାଦୀଙ୍କ ବର୍ବରତା କାଣ୍ଡ । ପୁଲିସ ଇନଫର୍ମର ସନ୍ଦେହରେ ଦୁଇଜଣଙ୍କୁ ହତ୍ୟା କରିଥିବା ଜଣାପଡିଛି । ଏହି ଦୁଇ ଗ୍ରାମବାସୀଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦିଆଯାଇଥିବା ସୂଚନା ମିଳିଛି । ଏମିତି ଏକ ଘଟଣା ଘଟିଛି ଜାଙ୍ଗଲା ଥାନା ବେଲଚାର ଗ୍ରାମରେ ।
Read More...
Read More...