Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୁର୍ଲା ପାୱାର ଚାନେଲରେ ଭାସିଗଲେ ନାବାଳକ
ସମ୍ବଲପୁର : ମା’ ସହିତ ଗାଧୋଉଥିବା ବେଳେ ଭାସିଗଲେ ୮ ବର୍ଷର ବାଳକ। ଏଭଳି ଏକ ଘଟଣା ଘଟିଛି ବୁର୍ଲା ସ୍ଥିତ ପାୱାର ଚାନେଲରେ। ଭାସି ଯାଇଥିବା ବାଳକର ନାଁ ରୋନକ ପଞ୍ଚବିହାର। ତା’ ଘର ବୁର୍ଲା ସ୍ଥିତ ୱାନ୍-ଆର୍ କଲୋନୀରେ। ଆଜି ସକାଳେ ସେ ପାୱାର ଚାନେଲର ଶିବ ମନ୍ଦିର ଘାଟ ନିକଟରେ ଗାଧୋଉଥିବା!-->…
Read More...
Read More...
ଦିଲ୍ଲୀରେ କରୋନା ହାହାକାର, ୬ ପ୍ରମୁଖ ହସ୍ପିଟାଲର ୭୫୦ ଡାକ୍ତର କରୋନା ପଜିଟିଭ
ନୂଆଦିଲ୍ଲୀ : ପୁଣି ଥରେ ମହାମାରୀ କରୋନାଭାଇରସ୍ ସାରା ଦେଶରେ ହଇଚଇ ସୃଷ୍ଟି କରିବା ଆରମ୍ଭ କରିଛି । ସାଧାରଣ ଜନତାଙ୍କ ସହ କରୋନା ୱାରିୟର୍ସ ମଧ୍ୟ ଏହି ଜୀବାଣୁଙ୍କ ଅଧୀନରେ ଆସିଛନ୍ତି । ବର୍ତ୍ତମାନ, ଦିଲ୍ଲୀର ୬ ପ୍ରମୁଖ ଡାକ୍ତରଖାନାରେ ଅତି କମରେ ୭୫୦ ଡାକ୍ତର, ନର୍ସ ଏବଂ ପାରାମେଡିକ୍!-->…
Read More...
Read More...
କୋଭିଡକୁ ନେଇ ପୌର ପରିଷଦ ପକ୍ଷରୁ ସହରରେ ସଚେତନତା
ଗଜପତି,୯/୧- ଗଜପତିଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦ ଓ ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଇଛି । ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ମାଇକ ଯୋଗେ ଲୋକଙ୍କୁ ସଚେତନ କରିଛନ୍ତି । ମାସ୍କ ପିନ୍ଧିବା,ସାମାଜିକ ଦୂରତା ରକ୍ଷା କରିବା, ଜନଗହଳି!-->…
Read More...
Read More...
ଜିଲ୍ଲା ପ୍ରଶାସନ ଓ ଟିମ ହ୍ୟୁମାନିଟି ମିଳିତରେ କରୋନାର ତୃତୀୟ ଲହରୀକୁ ନେଇ ସଚେତନତା କାର୍ଯ୍ୟକ୍ରମ
ଫୁଲବାଣୀ: ଫୁଲବାଣୀ ସହରର କରୋନାର ତୃତୀୟ ଲହରୀ ଘୁ ଘୁ ହୋଇ ମାଡିଆସୁଛି । ବର୍ତ୍ତମାନ ପୂର୍ବପରି ନିଜେ ସତର୍କ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ୍ୟ ସତର୍କ ଓ ସଚେତନତା କରିବା ଆମର ନିହାତି ଜରୁରୀ ହୋଇପଡିଛି । ୨୦୨୨ର ପ୍ରଥମ ମାସ ପ୍ରଥମ ସପ୍ତାହରେ ଜିଲ୍ଲା ପ୍ରଶାସନ ସହ ମିଳିତରେ କରୋନାର ତୃତୀୟ!-->…
Read More...
Read More...
ଘର ମରାମତି ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ପାରଳାଖେମୁଣ୍ଡି : ଘର ମରାମତି ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରିଛନ୍ତି ନବୀନ ପଟ୍ଟନାୟକ । ଭିଡିଓ କନଫେରେନ୍ସ ଜରିଆରେ ରାଜ୍ୟର ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କୁ ତିନି ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି । ଏହି ସହାୟତା ହିତାଧିକାରୀଙ୍କ!-->…
Read More...
Read More...
ରାଜ୍ୟରେ ୫ ହଜାର ମୁହାଁ ଦୈନିକ ସଂକ୍ରମଣ
ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ୪୭୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୭୦୮୬୯ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା!-->…
Read More...
Read More...
ବିବାଦୀୟ ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରାଯାଉ
ଭୁବନେଶ୍ୱର: ମହିଳାଙ୍କୁ ସମ୍ମାନ ଓ ମୋ ପରିବାର ସ୍ଲୋଗାନ ଦେଉଥିବା ବିଜୁ ଜନତା ଦଳ ଏବଂ ମୁଖ୍ୟମନ୍ତ୍ରୀ ନବୀନ ବାବୁ କିଭଳି ବିବାଦୀୟ ମନ୍ତ୍ରୀମାନଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟି ପ୍ରଶ୍ନ କରିଛି । ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ!-->…
Read More...
Read More...
ଗ୍ରାମ ପଞ୍ଚାୟତ ସ୍ତରୀୟ ବିଜେଡିର ସାଂଗଠନିକ ବୈଠକ
ଫୁଲବାଣୀ:କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ ଅନ୍ତର୍ଗତ ପେଟାପାଙ୍ଗା ଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ବି. ଜେ. ଡି ର ସାଂଗଠନିକ ବୈଠକ ପେଟାପାଙ୍ଗା ଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବ୍ଲକ ସଭାପତି ରାଜମୋହନ ଦିଗାଲ ସଭାପତିତ୍ୱ କରିଥିବା ବେଳେ,ଜିଲ୍ଲା ସ୍ତରୀୟ ନେତୃବୃନ୍ଦ ଜୟାନନ୍ଦ ନାୟକ,!-->…
Read More...
Read More...
ପିପିଲିରୁ ୨୫ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ
ପିପିଲି : ପିପିଲି ପୋଲିସ ଧଳାଜହର ବେପାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଥିବା ବେଳେ ପିପିଲି ଦେବୀ ଗଳିର ଜଗବନ୍ଧୁ ବୈଠାରୁକୁ ଗିରଫ କରିଛି ପିପିଲି ପୋଲିସ । ତାଠାରୁ ୨୫୫ ଗ୍ରାମର ବ୍ରାଉନସୁଗାର ସହ ନଗଦ ୫୦୦୦ ହଜାର ଟଙ୍କା ଜବତ କରାଯାଇଛି । ଜବତ ହୋଇଥିବା ବ୍ରାଉନସୁଗାର ଆନୁମାନିକ!-->…
Read More...
Read More...
ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜରିଆରେ ଚାଷୀଙ୍କ ଧାନ କ୍ରୟ ହେବ କେବେ?
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ପାହାଡ଼ ପର୍ବତ ଘେରା ଅଞ୍ଚଳରେ ଅବସ୍ଥିତ । ଏଠାକାର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି । ସେମାନଙ୍କ ଜୀବନ ଜୀବିକା କୃଷି ଉପରେ ନିର୍ଭର,ଜିଲ୍ଲାରେ ୭ ଟି ବ୍ଳକ ମଧ୍ୟରୁ ତିନୋଟି ବ୍ଳକରେ ଅଧିକ ଧାନ ଚାଷ ହୋଇଥାଏ । ଚଳିତ!-->…
Read More...
Read More...