Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କରୋନା ଟିକାନେଲେ ୪୪୦ କିଶୋର କିଶୋରୀ
ଜହ୍ନାପଙ୍କ,୮/୧: ବୌଦ୍ଧ ବ୍ଳକ ଜହ୍ନାପଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ୧୫ ରୁ ୧୮ ବର୍ଷ ବର୍ଗର କିଶୋର କିଶୋରୀଙ୍କୁ କରୋନା ଟିକା ଦିଆଯାଇଛି । ୫୦୦ ଡୋଜ ଟିକା ଆସିଥିବା ବେଳେ ଏଥିରୁ ୧୮୦ ଜଣ କିଶୋର ଓ ୨୬୦ ଜଣ କିଶୋରୀ ସମୁଦାୟ ୪୪୦ ଜଣ ଟିକା ନେଇଥିଲେ । ୬୦ ଡୋଜ ବଳିଥିଲା । ଏହି!-->…
Read More...
Read More...
ବୌଦ୍ଧ ତହସିଲ ସେବା ପକ୍ଷରୁ ଗରିବ ଶିଶୁଙ୍କୁ ଶୀତବସ୍ତ୍ର ପ୍ରଦାନ
ଜହ୍ନାପଙ୍କ :ବୌଦ୍ଧ ତହସିଲ ପକ୍ଷରୁ ଗଠନ କରାଯାଇଥିବା ସେବା ପକ୍ଷରୁ ଆଜି ବୌଦ୍ଧ ବ୍ଳକ ଲଷ୍ମୀପ୍ରସାଦ ପଂଚାୟତର କୋଡା ସାହିରେ ଗରିବ ୨୬ ଶିଶୁଙ୍କୁ ବୌଦ୍ଧ ତହସିଲଦାର ଅବିନାଶ ପାଣ୍ଡିଆଙ୍କ ନେତୃତ୍ୱରେ ଶୀତ ବସ୍ତ୍ର ବଣ୍ଟନ କରାଯାଇଛି । ଏହାପରେ ତେଲିବନ୍ଧ ପଂଚାୟତ ଗୌତମପାଲିରେ ୨୬ ଶିଶୁଙ୍କୁ!-->…
Read More...
Read More...
ଦିବଙ୍ଗତ ଅତିରିକ୍ତ ଜିଲ୍ଲାପାଳଙ୍କ ପରିବାରକୁ ସମବେଦନା ରାଶି ପ୍ରଦାନ
ଗଞ୍ଜାମ : ଗତ କୋଭିଡ ସମୟରେ ପ୍ରାଣ ହରାଇଥିବା ଗଜପତିର ଅତିରିକ୍ତ ଜିଲ୍ଲାପାଳ ସ୍ୱର୍ଗତ କରୁଣାକର ରାଇକାଙ୍କ ପରିବାର ବର୍ଗକୁ ଓଡ଼ିଶା ପ୍ରାଶାସନିକ ସେବା ସଙ୍ଘ ପକ୍ଷରୁ ପଚାଶ ହଜାର ଟଙ୍କାର ସମବେଦନା ସହାୟତା ରାଶି ପ୍ରଦାନ କରାଯାଇଛି । ଏଥିପାଇଁ ସଙ୍ଘର ସଭାପତି ସରୋଜ କୁମାର ସାମଲ, ସମ୍ପାଦକ!-->…
Read More...
Read More...
ଦଶପଲ୍ଲାରେ ଉପସ୍ଥିତି ଜାହିର୍ କଲା ଓମିକ୍ରନ
ଦଶପଲ୍ଲା : ଗତକାଲି ଦଶପଲ୍ଲାରେ ପ୍ରଥମ କରି ୭ ଜଣ ଓମିକ୍ରନ ରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଦଶପଲ୍ଲା ବ୍ଲକ ଅଞ୍ଚଳରେ ୨ ଜଣ ରୋଗୀ ଚିହ୍ନଟ ହୋଇଥୁବା ବେଳେ ବିଜ୍ଞାପିତ ଅଞ୍ଚଳ ପରିଷଦରେ ୫ ଜଣ ରୋଗୀ ଚିହ୍ନଟ ହୋଇଥିବା ଜଣଯାଇଛି । ସମସ୍ତେ ମାସ୍କ ବ୍ୟବହାର କରିବା ସହିତ ସଚେତନ!-->…
Read More...
Read More...
ତୃତୀୟ ଲହର ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି
ଫୁଲବାଣୀ : ରାଜ୍ୟ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସାଧାରଣ ଜନତାଙ୍କ ସ୍ୱାର୍ଥରେ ଏବଂ କୋଭିଡ-୧୯ କୁ ନିୟନ୍ତ୍ରଣ କରିବା ପାଇଁ ସର୍ତ୍ତାବଳୀ/ନିର୍ଦ୍ଦେଶାବଳୀ ଜାରି କରିଛି । କୋଭିତ-୧୯ ପଜିଟିଭ୍ କେସର ପୁନରୁଥାନ ଏବଂ ଦେଶ/ରାଜ୍ୟ ତଥା ଜିଲ୍ଲା ଗୁଡ଼ିକର ବିଭିନ୍ନ ଭାଗରେ ଓମିକ୍ରନ୍ କେସ୍!-->…
Read More...
Read More...
ଶଙ୍କରାଖୋଲ ସମବାୟ ସମିତିରେ ଧାନମଣ୍ଡି ଖୋଲିଲା
ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଶଙ୍କରାଖୋଲ ସମବାୟ ସମିତିରେ ଧାନମଣ୍ଡି ଖୋଲିଲା । ଖରିଫ ଧାନ ସଂଗ୍ରହ କରିବା ପାଇଁ ଶଙ୍କରାଖୋଲ ଗ୍ରାମକୁ ସରକାରଙ୍କ ଟାର୍ଗେଟ ୪୫୦୦ କ୍ୱିଣ୍ଟାଲ ଦିଆଯାଇଥିବା ବେଳେ ଆଶାନୁରୂପେ ପୂରଣ ହେଲାପରି ଦେଖାଯାଉନାହିଁ । କାରଣ ୨୦୨୧ ବର୍ଷର ବର୍ଷାର ଅଭାବ ସହ ଚାଷୀ!-->…
Read More...
Read More...
ତେଲ ନଦୀ ପୋଲ ଉପରେ ଝୁଲି ରହିଲା ଟ୍ରକ, ଅଳ୍ପକେ ବଞ୍ଚିଗଲେ ଡ୍ରାଇଭର ଓ ହେଲପର
ସୁବର୍ଣ୍ଣପୁର: ୫୭ ନଂ ଜାତୀୟ ରାଜପଥ ନମ୍ୱର ସୁବର୍ଣ୍ଣପୁର ସଦର ଓ ମନ ମୁଣ୍ଡା ସହର ମଧ୍ୟରେ ଯାଇଥିବା ତେଲ ନଦୀ ପୋଲ ଉପରେ ଭାରସାମ୍ୟ ହରାଇ ପୋଲ ବାଡ଼ାକୁ ଧକ୍କା ଦେଇ ଏକ ଟମାଟୋ ବୋଝେଇ ଟ୍ରକ୍ ଗତ ରାତିରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ବାଡ଼ାକୁ ଧକ୍କା ଦେଇ ଟ୍ରକ୍ଟି ବ୍ରିଜ ତଳକୁ ଝୁଲି!-->…
Read More...
Read More...
୫୦ ହଜାର ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମଚାରୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ପ୍ୟାକେଜ
ଭୁବନେଶ୍ୱର: ମିଶନ ଶକ୍ତି ଆନ୍ଦୋଳନ ଆଜି ଓଡିଶାର ୭୦ ଲକ୍ଷ ମା ମାନଙ୍କ ଜୀବନରେ ଏକ ବଡ ଧରଣର ପରିବର୍ତ୍ତନ ଆଣିଛି । ଚଳିତ ବର୍ଷ ମିଶନ ଶକ୍ତି ମା ମାନଙ୍କୁ ରେକର୍ଡ ୬୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ କରାଯାଇଛି। ତା ସହିତ ସୁଧ ରିହାତି ବାବଦରେ ମଧ୍ୟ ୨୦୦ କୋଟି ଟଙ୍କା ମା ମାନଙ୍କ!-->…
Read More...
Read More...
ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ବଡ଼ ଘୋଷଣା, ଆର୍ଥିକ ପ୍ରୋତ୍ସାହନ ରାଶି ବୃଦ୍ଧି କଲେ ସରକାର
ଭୁବନେଶ୍ୱର:ଗ୍ରାମାଞ୍ଚଳରେ ପିଲାମାନଙ୍କ ସ୍ବାସ୍ଥ୍ୟ, ପୁଷ୍ଟିସାଧନ ଓ ଶିକ୍ଷା ତଥା ମହିଳା ମାନଙ୍କ ସଚେତନତା କ୍ଷେତ୍ରରେ ଅଙ୍ଗନବାଡ଼ି କର୍ମୀ ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଅଙ୍ଗନବାଡ଼ି ସେବା ଯୋଜନାରେ ରାଜ୍ୟରେ ନିଯୁକ୍ତ ଅଙ୍ଗନବାଡୀ କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ!-->…
Read More...
Read More...
ଟ୍ରାକ୍ଟର ଧକ୍କାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ୫ ଘଣ୍ଟା ପରେ ହଟିଲା ରାସ୍ତାରୋକ
ବାଲିଗୁଡ଼ା,୮/୧: କନ୍ଧମାଳ ଦାରିଙ୍ଗବାଡି ଥାନା ୫୯ନଂ ଜାତୀୟ ରାଜପଥ ସିମନବାଡ଼ିରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯୁବକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ । ସୂଚନା ପ୍ରକାରେ ଗତକାଲି ରାତିରେ ଦାରିଙ୍ଗବାଡି ଥାନା ସାରିଙ୍ଗିର୍ପି ଗ୍ରାମ ନିକଟରେ!-->…
Read More...
Read More...