Browsing Category

ରାଜ୍ୟ

ଗ୍ରୀନ ଗୋଲ୍‌ ବୌଦ୍ଧ ତରଫରୁ ରକ୍ତଦାନ ଶିବିର

ବୌଦ୍ଧ,୮/୧ - ଆଜି ଗ୍ରୀନ ଗୋଲ୍‌ ବୌଦ୍ଧ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବ୍ଲଡବ୍ୟାଙ୍କ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ସିଡିଏମଓ ଡା. ଅଭୟ କୁମାର ଦାଶ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଏଡିଏମଓ ଡା. କିଶୋର ଚନ୍ଦ୍ର
Read More...

ଧାନ କ୍ରୟବିକ୍ରୟକୁ ବ୍ୟବସ୍ଥିତ କରିବା ନିମନ୍ତେ ପ୍ରଶାସନ ତରଫରୁ କଡା ଆଭିମୁଖ୍ୟ ଗ୍ରହଣ

ସୁବର୍ଣ୍ଣପୁର,୮/୧- ସୁବର୍ଣ୍ଣପୁର ଜିଲ୍ଲାରେ ଧାନ କ୍ରୟବିକ୍ରୟକୁ ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ ଭାବେ ନିର୍ବାହ କରିବାକୁ ଜିଲ୍ଲପ୍ରଶାସନ ତରଫରୁ ବିଶେଷ ବ୍ୟବସ୍ଥା କରାଯାଇଛି । ଜିଲ୍ଲପାଳ ସୁବର୍ଣ୍ଣପୁର ଶ୍ରୀମତୀ ଆବୋଲୀ ସୁନିଲ ନରୱଣେ ଧାନ କ୍ରୟ ବିକ୍ରୟରେ କଡା ଆଭିମୁଖ୍ୟ ଗ୍ରହଣ ପୂର୍ବକ
Read More...

ଗଣିଆ ପଞ୍ଚାୟତ ସମିତିର ଶେଷ ଅଧିବେଶନ ଶେଷ

ଗଣିଆ,୮/୧ - ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୫ ବର୍ଷୀୟା ଯୋଜନାର ଶେଷ ଅଧିବେଶନ ଶୁକ୍ରବାର ଅପରାହ୍ନରେ ସ୍ଥାନୀୟ ପଞ୍ଚାୟତ ସମିତିର ଅଡିଟୋରିଅମରେ ଅଧ୍ୟକ୍ଷ ଶେଷଦେବ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର
Read More...

କୁଆଁରିଆ ବିସ୍ଥାପିତଙ୍କ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି

ଦଶପଲ୍ଲା,୮/୧- କୁଆଁରିଆ ବିସ୍ଥାପିତଙ୍କ ସମସ୍ୟା ଦୀର୍ଘ ଦିନପରେ ମଧ୍ୟ ସମାଧାନ ହୋଇପାରିନାହିଁ । ସବୁ ତ୍ୟାଗ ପରେ ମଧ୍ୟ ସେମାନଙ୍କ ଦୁଃଖ ଲାଘବ ନହେବା ଯୋଗୁଁ ସେମାନେ କ୍ଷୋଭ ଓ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ଶୁକ୍ରବାର ଦିନ କଟକସ୍ଥିତ "କ୍ଲାପ୍‌ ଲିଗାଲ ସର୍ଭିସ୍‌ ଇନଷ୍ଟିଚ୍ୟୁଟ୍‌ " ର
Read More...

କରୋନା ନିୟମ ଭଙ୍ଗ ଅଭିଯୋଗରେ ଟ୍ୟୁଟୋରିଆଲ ସିଲ୍‌ ସହ ଦଶ ହଜାର ଜୋରିମାନା

ଘୁ.ଉଦୟଗିରି,୮/୧- ସ୍ଥାନୀୟ ପୋଲିସ ଏବଂ ପ୍ରଶାସନ ପକ୍ଷରୁ କରୋନା କଟକଣାକୁ ନେଇ ଆକ୍ସନ ମୁଡରେ ଥିବା ଦେଖୁବାକୁ ମିଳିଛି । କରୋନା କଟକଣା ନିୟମ ଭଙ୍ଗ ଅଭିଯୋଗରେ ସ୍ଥାନୀୟ ସହରର ଏକ ଟ୍ୟୁଟୋରିଆଲକୁ ଜଉମୁଦ ଦେଇ ସିଲ କରିବା ସହ ଦଶ ହଜାର ଟଙ୍କା ଜୋରିମାନା ପକାଯାଇଥିବା ସୂଚନା ମିଳିଛି ।
Read More...

ରାଜ୍ୟପାଳଙ୍କ ପୁରୀ ଗସ୍ତ, ପିଲାମାନଙ୍କୁ ବାଣ୍ଟିଲେ ହାଇଜେନିକ କିଟ

ପୁରୀ : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ଅପରାହ୍ନରେ ୪ ଦିନିଆ ପୁରୀ ଗସ୍ତରେ ଆସି ରାଜଭବନରେ ପହଞ୍ଚିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା ପ୍ରମୁଖ ରାଜ୍ୟପାଳଙ୍କୁ ସ୍ୱାଗତ କରିଥିଲେ । ଏହାପରେ ରାଜ୍ୟପାଳ ରାଜଭବନ
Read More...

ପିକଅପ୍‌ ଭ୍ୟାନ୍‌ ଧକ୍କାରେ ତିନିବର୍ଷର ଶିଶୁପୁତ୍ରର ମୃତ୍ୟୁ

ରାୟଗଡା: ଏକ ପିକଅପ୍‌ ଭ୍ୟାନ ଧକ୍କାରେ ଚାଲି ଯାଇଛି ଜଣେ ତିନି ବର୍ଷର ଶିଶୁପୁତ୍ରର ଜୀବନ । ଘଟଣାଟି ଘଟିଛି ରାୟଗଡା ସହରର ଜଗନ୍ନାଥ ସାହିରେ । ମୃତ ତିନିବର୍ଷର ଶିଶୁର ନାମ ବଜରଙ୍ଗୀ ବେହେରା ବୋଲି ଜଣାପଡିଛି । ରାୟଗଡା ଥାନା ପୋଲିସ ଘଟଣାସ୍ଥଳରେ ପଂହଚି ଦୁର୍ଘଟଣା ଘଟାଇଥିବା ପିକ୍‌ ଅପ୍‌
Read More...

ପାତାଳି ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରକୁ ବସ ସେବାକୁ ଶୁଭାରମ୍ଭ କଲେ ପରିବହନ ମନ୍ତ୍ରୀ

ସୁବର୍ଣ୍ଣପୁର: ବହୁ ଦିନର ଅପେକ୍ଷାର ଅନ୍ତ ଘଟିଲା ଆଜି । ପାତାଳି ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ର ସହିତ ସିଧାସଳଖ ସଡକ ପଥରେ ସଂଯୋଗ ହୋଇପାରିଛି । ପାତାଳି ଶ୍ରୀ କ୍ଷେତ୍ର କୋଟସମଲାଇ, ସୁବର୍ଣ୍ଣପୁର ଠାରୁ ଶ୍ରୀକ୍ଷେତ୍ର ପୁରୀ ଜଗନ୍ନାଥ ଧାମକୁ ରାଜ୍ୟ ପରିବହନ ବିଭାଗ ତରଫରୁ ସରକାରୀ ବସ
Read More...

ଘୁ ଉଦୟଗିରି ଲ୍ୟାମ୍ପ ପରିସରରେ ଆରମ୍ଭ ହେଲା ଧାନ କିଣା

ଘୁ ଉଦୟଗିର: କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ଲ୍ୟାମ୍ପରେ ଆଜି ଚାଷୀ ମାନଙ୍କର ଧାନ କିଣା ପ୍ରକ୍ରିୟାର ଶୁଭାରମ୍ଭ କରାଯାଇଛି । ଦୀର୍ଘ ୪୧ ଦିନ ଲ୍ୟାମ୍ପ କର୍ମଚାରୀଙ୍କ କଲମଛାଡ଼ ଆନ୍ଦହଳନ ପରେ ଗତମାସ ୨୭ ତାରିଖ ଦିନ ସରକାର ଲିଖିତ ପ୍ରତିଶ୍ରୁତି ଦେଇଥିଲେ ତାପରେ ଆନ୍ଦୋଳନରୁ କର୍ମଚାରୀ ଓହରି
Read More...

ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଘର ମରାମତି ପାଇଁ ତିନିହଜାର ଲେଖାଏଁ ସହାୟତା ପ୍ରଦାନ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଘର ପାଇଥିବା ହିତାଧିକାରୀ ମାନଙ୍କୁ ୩୦୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ କରିଛନ୍ତି । ରାଜ୍ୟର ସମୁଦାୟ ୩୧ ଲକ୍ଷ ପରିବାରକୁ ୧୪୪୪ କୋଟି ଟଙ୍କାର ସହାୟତା
Read More...