Browsing Category

ରାଜ୍ୟ

ସୋମବାରଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ

ପୁରୀ: ଆସନ୍ତା ସୋମବାରଠାରୁ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ। ସଂକ୍ରମଣ ବଢୁଥିବା କାରଣରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ନିଷ୍ପତ୍ତି। ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ। ଆଜି ବସିଥିବା ଛତିଶା ନିଯୋଗ-ଶ୍ରୀମନ୍ଦିର ପ୍ରଶାସନ ବୈଠକରେ
Read More...

୧୦ରୁ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ

ଭୁବନେଶ୍ୱର: କରୋନା ପାଇଁ କଟକଣାକୁ ଆହୁରି କଡା କଲେ ରାଜ୍ୟ ସରକାର । ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକୁ ବନ୍ଦ ଘୋଷଣା କରାଯାଇଛି । ଜାନୁଆରୀ ୧୦ ତାରିଖରୁ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ହେବ । ଏଥିରେ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡିକୁ ମଧ୍ୟ ସାମିଲ କରାଯାଇଛି । ତେବେ
Read More...

ଓବିସିଙ୍କୁ କୋଟାରୁ ବାଦ ଦେଲେ ତୀବ୍ର ଆନ୍ଦୋଳନ ହେବ :ଭାଜପା

ସୁବର୍ଣ୍ଣପୁର: ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ଓବିସି ସଂରକ୍ଷଣ ପ୍ରସଙ୍ଗ ଜୋର ଧରିବାରେ ଲାଗିଛିା ପୂର୍ବ ୫ ଟି ନିର୍ବାଚନ ରେ ଓବିସି ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ମିଳୁଥିବା ବେଳେ ଚଳିତ ଥର ଏଥିରୁ ଏହି ବର୍ଗକୁ ବଂଚିତ କରାଯାଇ ଥିବା ପ୍ରତିବାଦରେ ଗତକାଲି ସୁବର୍ଣ୍ଣପୁର ଜ଼ିଲ୍ଲା
Read More...

ଆଠମଲ୍ଲିକ ଅଞ୍ଚଳର ଏହି ସବୁ ସ୍ଥାନରେ ଆଜିଠୁ ଲାଗିବ ନାଇଟ୍‌ କର୍ଫ୍ୟୁ

ଆଠମଲ୍ଲିକ : ରାଜ୍ୟରେ କରୋନା ମାମଲା ଉଦବେଗଜନକ ଭାବେ ବୃଦ୍ଧି ପାଉଥିବାରୁ ଏହାକୁ ଚେକ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି । ଏହିକ୍ରମରେ ଆଜି ରାଜ୍ୟର ସମସ୍ତ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ଜାରି କରିଛି । ଏସ୍‌ଆରସିଙ୍କ ନିର୍ଦ୍ଦେଶକ୍ରମେ ଅନୁଗୋଳ ଜିଲ୍ଲାପ୍ରଶାସନ
Read More...

କୋଠଘର ପାଇଁ ଶୁଭଦେଲେ ବିଧାୟକ

ଦଶପଲ୍ଲା,୭/୧: - ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୁର୍ଗା ପ୍ରସାଦ ଗ୍ରାମ ଠାରେ ନୂତନ କୋଠ ନିମନ୍ତେ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା । ଦୁର୍ଗାପ୍ରସାଦ ଗ୍ରାମରେ ଏକ କୋଠଘରର
Read More...

ପରିମଳ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

ବାଲିଗୁଡ଼ା,୭/୧: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍‌ଏସି ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ପରିମଳ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ବାଲିଗୁଡ଼ା ଉପଜିଲ୍ଲାପାଳ ତଥା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼.ଶୁଭଙ୍କର ମହାପାତ୍ରଙ୍କ ପ୍ରଚେଷ୍ଟାରେ ଏହି
Read More...

କନ୍ଧମାଳ ବାସୀଙ୍କ ସ୍ୱାର୍ଥ ପାଇଁ ପୁଣି ଆରମ୍ଭ ହେବ ଲଢେଇ

ଫୁଲବାଣୀ : ପୁଣି ରାଜ ରାସ୍ତାରେ କନ୍ଧମାଳ ପିପୁଲସ ଫୋରମ । କନ୍ଧମାଳ ବାସୀଙ୍କ ସ୍ୱାର୍ଥ ପାଇଁ ପୁଣି ଆରମ୍ଭ ହେବ ଲଢେଇ । ଏଥର ଲଢେଇ ହେବ ମୋବାଇଲ ଟାୱାର ପାଇଁ । ସ୍ୱାଧିନତାର ଅନେକ ବର୍ଷ ବିତି ଯାଇଥିଲେ ମଧ୍ୟ କନ୍ଧମାଳ ଜିଲ୍ଲାର ଅନେକ ଲୋକଙ୍କ ପାଇଁ ମୋବାଇଲ୍‌ ସେବା ସାତ ସପନ । ଗୋଟେ ପଟେ
Read More...

ପୁରୀଜିଲ୍ଲାର ଓମିକ୍ରନ ଆକ୍ରାନ୍ତ ବୃଦ୍ଧି ଯୋଗୁଁ ପ୍ରଶାସନ ଚିନ୍ତାରେ

ପୁରୀ,୭/୧- ଜିଲ୍ଲାରେ ଓମିକ୍ରନ ଆକ୍ରାନ୍ତଙ୍କ ଚିହ୍ନଟ ପରେ ପ୍ରଶାସନର ଚିନ୍ତା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଜି ପୁରୀ ଜିଲ୍ଲାରୁ ପୁଣି ୩୦ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟସରକାରଙ୍କ ନୂଆ ଏସଓପି ଅନୁଯାୟୀ ନୂଆ କଟକଣା ଜାରିକରାଯାଇଛି । ଶ୍ରୀମନ୍ଦିରରେ
Read More...

ପ୍ଲମ୍ୱର ଆସୋସିଏନ ବୁଗୁଡ଼ାର ଶାଖା କାର୍ଯ୍ୟାଳୟ ଭୂମିପୂଜନ ଉତ୍ସବ

ଗଞ୍ଜାମ,୭/୧: ଗଞ୍ଜାମ ଜିଲ୍ଲାର ଡିଷ୍ଟ୍ରିକ୍ଟ ପ୍ଲମ୍ୱର ୱାର୍କମେନ୍ସ ଏସୋସିଏସନ ବୁଗୁଡ଼ା ଶାଖାର ସ୍ଥାୟୀ କାର୍ଯ୍ୟାଳୟ ନିମନ୍ତେ ଭିତ୍ତିପ୍ରସ୍ତର କୋଭିଡ ଗାଇଡ ଲାଇନ ଅନୁସାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି
Read More...

ଲୁଟ୍‌ ହେଉଛି ବନ୍ୟଜନ୍ତୁ ଓ ବନଜାତ ଦ୍ରବ୍ୟ, କୁମ୍ଭକର୍ଣ୍ଣ ନିଦ୍ରାରେ ବନବିଭାଗ

ଦଶପଲ୍ଲା,୭/୧: - ଦଶପଲ୍ଲାର ଘୋର ଅରଣ୍ୟ ମଧ୍ୟରୁ ହରିଡା, ବାହାଡା,ଅଁଳା, ଭୂଇଁ କଖାରୁ, ସୁଗନ୍ଧୀ,ଅର୍ଘା ଶଶା, ଚେମେଡି ଲଇ ,ଝୁଣା, ମହୁ , ଲାଖ, ଚିରେଇତା, କତକ, ନିର୍ଗୁଣ୍ଡି, ପଥର ଝୁଣା, ଅର୍ଜୁନ ଛାଲି,କଫ କସ୍ତୁରୀ, ଚିତ୍ରା କଂକଡା, ବଜ୍ରକାପ୍ତା, ନେପାଳୀ ମୂଷା, ମୟୂର, ବାର୍‌ହାଛୁଆ,
Read More...