Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସର୍ଟ ସର୍କିଟ ଯୋଗୁଁ ଜଳିଗଲା ଦୋକାନ, ଦେଢ଼ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ
ବାଲିଗୁଡ଼ା: ସଟ ସର୍କିଟ ଯୋଗୁଁ ଜଳିଗଲା ଦୋକାନ । ପାଖାପାଖି ଦେଢ଼ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବା ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ବଣ୍ଡଗୁଡ଼ା ଗ୍ରାମର ଚଞ୍ଚଳା ସାହିରେ ଘଟିଛି ଏଭଳି ଘଟଣା । ସୂଚନା ପ୍ରକାରେ ଚଞ୍ଚଳା ସାହି ଛକରେ ଥିବା ଟୁନା ମିଶ୍ର ନାମକ!-->…
Read More...
Read More...
କୋଭିଡ କଟକଣାରେ ପାଳିତ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଏବେ ଉପରମୁହାଁ । ଦୈନିକ ପଜିଟିଭ ବଢୁଛି । ତା ସାଙ୍ଗକୁ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢୁଛି । ଏଭଳି ସ୍ଥିତିକୁ ଦେଖି ରାଜ୍ୟ ସରକାର କଟକଣା ବଢାଇଦେଇଛନ୍ତି । ରାତ୍ରିକାଳୀନ କର୍ଫ୍ୟୁ ସମୟ ରାତି ୯ଟାରୁ ସକାଳ ୬ଟା କରଯାଇଛି । ସଂକ୍ରମଣ!-->…
Read More...
Read More...
ସୁମିତଙ୍କ ଓକିଲ କାଢିଲେ କେଁ ; କହିଲେ, ତପସ୍ୱିନୀଙ୍କ ଗୃହ ପ୍ରବେଶ ପାଇଁ ରାୟରେ ନାହିଁ ସ୍ପଷ୍ଟ ନିର୍ଦ୍ଦେଶ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଜଜ୍ କୋର୍ଟଙ୍କ ଗତ ୪ ତାରିଖର ରାୟ ପରେ ଅନେକଙ୍କର ବିଶ୍ୱାସ ଜାତ ହୋଇଥିଲା ଯେ ଏଣିକି ଆଉ ସମସ୍ୟା ରହିବ ନାହିଁ ଏବଂ ତପସ୍ୱିନୀ ଓ ତାଙ୍କ ସ୍ୱାମୀ ସୁମିତ ସ୍ୱାଭାବିକଭାବେ ଜୀବନ ବିତାଇବେ । କିନ୍ତୁ ଏବେ ସେଭଳି କିଛି ଅନୁଭୂତ ହେଉ ନାହିଁ,ବରଂ ମାମଲା ପୁଣି!-->…
Read More...
Read More...
ଓଡ଼ିଶା ସମେତ ୯ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ, କୋଭିଡ ଟେଷ୍ଟିଂ ବଢାଅ
ନୂଆଦିଲ୍ଲୀ : କରୋନା ସାଙ୍ଗକୁ ଓମିକ୍ରନ ସଂକ୍ରମଣ ଦ୍ରୁତ ବେଗରେ ମାଡ଼ିଚାଲିଥିବାରୁ ସେନେଇ କେନ୍ଦ୍ର ସରକାର ଉଦବେଗ ପ୍ରକାଶ କରିଛନ୍ତି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି କ୍ରମରେ ସରକାର ଆଜି ଓଡ଼ିଶା ସମେତ ୯ଟି ରାଜ୍ୟ ଓ!-->…
Read More...
Read More...
୧୦ରୁ ରାଜ୍ୟରେ ବର୍ଷା ଆଶଙ୍କା
ଭୁବନେଶ୍ୱର : ଆସନ୍ତା ୧୦ ତାରିଖଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାର ଆଶଙ୍କା କରାଯାଉଛି । ସେହିପରି ପଶ୍ଚିମଓଡିଶାର ସମସ୍ତ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପଶ୍ଚିମା ଝଡ ପ୍ରଭାରେ ୧୦!-->…
Read More...
Read More...
ଜିଲ୍ଲପାଳ ଅଫିସରେ ଭଙ୍ଗାରୁଜା କଲେ ବିଜେପି କର୍ମୀ
ଭଦ୍ରକ : ଓବିସିମାନଙ୍କ ପାଇଁ ସଂରକ୍ଷଣ କରିବା, ଭୋଟର ତାଲିକାରେ ଜାଲିଆତି ଏବଂ ପଞ୍ଚାୟତ ନିର୍ବାଚନ ପାଇଁ ଜାରି ହୋଇଥିବା ସରଂକ୍ଷଣ ତାଲିକାରେ ବ୍ୟାପକ ଭାବେ ବେଆଇନ କାର୍ଯ୍ୟ କରାଯାଇଥିବା ଦାବିରେ ଭଦ୍ରକ ବିଜେପି ପକ୍ଷରୁ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି । ଏହି!-->…
Read More...
Read More...
ସଡକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର
ଜଳେଶ୍ବର : ବାଇକକୁ ପଛପଟୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍ । ଘଟଣାସ୍ଥଳରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ବାଲେଶ୍ବର ଜିଲ୍ଲା ତାଳବଣିଆଠାରେ ଦୁର୍ଘଟଣା ଘଟିଛି । ଉତ୍ତ୍ୟକ୍ତ ଲୋକ ରାସ୍ତା ରୋକ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗ ରାଜ୍ୟ!-->!-->!-->…
Read More...
Read More...
ଆମ୍ ଆଦ୍ମି ପାର୍ଟିର ନୂତନ ଜିଲ୍ଲା କାର୍ଯ୍ୟାଳୟ ଉଦଘାଟିତ
ପାରଳାଖେମୁଣ୍ଡି : ଆମ୍ ଆଦ୍ମି ପାର୍ଟି ଗଜପତି ଜିଲ୍ଲା ତରଫରୁ ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କରଣ ସାହିରେ ନୂତନ ଜିଲ୍ଲା କାର୍ଯ୍ୟାଳୟ ଉଦ୍ଘାଟନ ହୋଇଯାଇଛି । ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଆବାହକ ସୁବାସ!-->…
Read More...
Read More...
ଅନୁଷ୍ଠିତ ହେଲା ମାଟ୍ରିକ ସମେଟିଭ ପରୀକ୍ଷା,୧୪୩ ଛାତ୍ରଛାତ୍ରୀ ଅନୁପସ୍ଥିତ
ଦଶପଲ୍ଲା : ଗତକାଲି ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମାଟ୍ରିକ ପରୀକ୍ଷାର୍ଥୀ ମାନଙ୍କୁ ନେଇ ପରୀକ୍ଷା କରାଯାଇଥିଲା । ନୂତନ ପଦ୍ଧତି ଅନୁଯାୟୀ ସମେଟିଭ ଆସେସ୍ ମେଣ୍ଟ -୧ ର ଗଣିତ ବିଷୟ ଉପରେ ପରୀକ୍ଷା କରାଯାଇଥିଲା । ଦଶପଲ୍ଲା ଏନ୍ଏସି ଅନ୍ତର୍ଗତ ସମସ୍ତ ବିଦ୍ୟାଳୟରୁ ମୋଟ ୨୦୩୭ ଜଣ!-->…
Read More...
Read More...
ମିଶନ୍ ଶକ୍ତି ଗୃହର ଶିଳାନ୍ୟାସ କଲେ ମନ୍ତ୍ରୀ ଅରୁଣ ସାହୁ
ଦଶପଲ୍ଲା : ଓଡ଼ଗାଁ ବ୍ଲକ ପରିସରରେ ବ୍ଲକସ୍ତରୀୟ ମିଶନ ଶକ୍ତି ମହାସଂଘ ଭବନର ଶିଳାନ୍ୟାସ କରିଛନ୍ତି ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ । ବୁଧବାର ଅପରାହ୍ନରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ଗହଣରେ ଆସି ଭିତ୍ତିପ୍ରସ୍ତର ସ୍ଥଳକୁ ଆସି ଶୁଭ ଦେଇଥିଲେ । ଏହି ଅବସରରେ ମନ୍ତ୍ରୀ!-->…
Read More...
Read More...