Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜ୍ୟରେ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତଙ୍କ ମୃତ୍ୟୁ
ଭୁବନେଶ୍ୱର : ରାଜ୍ୟରେ ଓମିକ୍ରନ ନେଲା ପ୍ରଥମ ମୁଣ୍ଡ । ମୃତକ ଜଣକ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଥିଲେ । ମୃତକ ମହଳା ଜଣକ ବଲାଙ୍ଗିର ଜିଲ୍ଲା ଆଗଲପୁରର ବୋଲି ଜଣାପଡିଛି । ମୃତକ ମହିଳା ଓମିକ୍ରନ ଆକ୍ରାନ୍ତ ଥିବା ବଲାଙ୍ଗିର ସିଡିଏମଓ ଡ଼. ସ୍ନେହଲତା ସାହୁ ସୂଚନା ଦେଇଛନ୍ତି । ଗତ ୨୭!-->…
Read More...
Read More...
ମହିଳା କ୍ରିକେଟ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା
ନୂଆଦିଲ୍ଲୀ : ଚଳିତ ବର୍ଷ ନ୍ୟୁଜିଲ୍ୟାଣ୍ଡରେ ଆୟୋଜିତ ହେବାକୁ ଥିବା ମହିଳା ବିଶ୍ୱକପ ପାଇଁ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ଭାରତୀୟ ଦଳ ଘୋଷଣା କରିଛି । ମାର୍ଚ୍ଚ ୪ ରୁ ଏପ୍ରିଲ ୩ ପର୍ଯ୍ୟନ୍ତ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ ପାଇଁ ଘୋଷିତ ୧୫ ଜଣ ଭାରତୀୟ ମହିଳା!-->…
Read More...
Read More...
ପ୍ରିଣ୍ଟିଂ ମିଲରେ ଗ୍ୟାସ୍ ଲିକ୍, ୬ ମୃତ
ସୁରତ : ଗୁଜୁରାଟର ସୁରଟରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏକ ପ୍ରିଣ୍ଟିଂ ମିଲରେ କେମିକାଲ୍ ଲିକ୍ ହେତୁ ୬ ଜଣ କର୍ମଚାରୀ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାରେ ୨୦ ରୁ ଅଧିକ ଲୋକଙ୍କ ଅବସ୍ଥା ଗୁରୁତର ରହିଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ସ୍ଥାନୀୟ ପୋଲିସକୁ ଦିଆଯାଇଛି। ଉଦ୍ଧାର!-->…
Read More...
Read More...
ଜିଲ୍ଲାସ୍ତରୀୟ ପ୍ରଥମ ଧାନ ମଣ୍ଡି ଉଦଘାଟନ କଲେ ବିଧାୟକ ରୁଦ୍ର ମହାରଥୀ
ପୁରୀ: ପୁରୀ ଜିଲ୍ଲା ପିପିଲି ବ୍ଲକ ତେଇସିପୁର ସେବା ସମବାୟ ସମିତି ଠାରେ ଖୋଲିଲା ଜିଲ୍ଲାସ୍ତରୀୟ ପ୍ରଥମ ଧାନ ମଣ୍ଡି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କଲେ ବିଧାୟକ ରୁଦ୍ରପ୍ରତାପ ମହାରଥୀ । ପିପିଲି ବ୍ଲକରେ ପାଖାପାଖି ୫ହଜାର ଚାଷୀ ମଣ୍ଡିରେ ଧାନ ଦେବା ପାଇଁ ପଞ୍ଜିକରଣ କରିଛନ୍ତି ।!-->…
Read More...
Read More...
ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକଙ୍କୁ ବିଦାୟ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି :ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଗତକାଲି ସର୍କିଟ୍ ହାଉସ୍ ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି ।ଶ୍ରୀ ବେହେରା ୨୦୧୮ ଅକ୍ଟୋବର!-->…
Read More...
Read More...
ବାଲିଗୁଡ଼ା ବିଧାୟକଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଉଦଘାଟନ
ବାଲିଗୁଡ଼ା: ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦକୁ ମୁକ୍ତା ଯୋଜନାରେ ସାମିଲ ସହ ୨କୋଟି ୧୨ଲକ୍ଷ ଟଙ୍କା ପ୍ରଦାନ ସହ ସହରର ବିକାଶ ପାଇଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ପାଇଁ ଅନୁଦାନ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।!-->…
Read More...
Read More...
କରୋନା ଓ ଓମିକ୍ରନ୍ ଭୂତାଣୁ ସଂକ୍ରମଣ ସମ୍ବନ୍ଧରେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ବାଲିଗୁଡ଼ା: ଦେଶରେ ପୁଣି କାୟା ମେଲେଇଲାଣି କରୋନାର ତୃତୀୟ ଲହର । ଓମିକ୍ରନ୍ ଭୂତାଣୁ ଦ୍ରୁତ ଗତିରେ ସଂକ୍ରମଣ ହେବାରେ ଲାଗିଛି । ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ପଡ଼ିଲାଣି ଏବଂ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ିବାକୁ ଲାଗିଲାଣି । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ପୁଣି ନୁଆ ଗାଇଡ୍!-->…
Read More...
Read More...
ରାଜ୍ୟରେ ୨ ହଜାରେ ମୁହାଁ ଦୈନିକ ସଂକ୍ରମଣ
ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ୧୮୯୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୯୭୭୩ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା!-->…
Read More...
Read More...
ସାମ୍ନାକୁ ଆସିଲା ଦେଶର ପ୍ରଥମ ଓମିକ୍ରନ ମୃତ୍ୟୁ ମାମଲା
ନୂଆଦିଲ୍ଲୀ: ଦେଶରେ କରୋନା ତଥା ଓମିକ୍ରନ ସଂକ୍ରମଣ ବଢି ଚାଲିଥିବାବେଳେ ଆଜି ସାମ୍ନାକୁ ଆସିଛି ପ୍ରଥମ ଓମିକ୍ରନ୍ ମୃତ୍ୟୁ ମାମଲା । ରାଜସ୍ଥାନ ଜୟପୁରର ଜଣେ ୭୨ ବର୍ଷୀୟ ବ୍ୟକ୍ତି ଓମିକ୍ରନ୍ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି ଏହି ସୂଚନା ଦେଇଛି!-->…
Read More...
Read More...
ପର୍ଯ୍ୟଟକଙ୍କ ପାଇଁ ଅଭିନବ ପଦକ୍ଷେପ; ସଂଗ୍ରହାଳୟରେ ରହିବ ପୁରୁଣା ସାମଗ୍ରୀ, ଆରମ୍ଭ ହେଲା ଚିହ୍ନଟ ପ୍ରକ୍ରିୟା
ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ଓ ସମୃଦ୍ଧି ଏବଂ ପର୍ଯ୍ୟଟକମାନଙ୍କୁ ଅଧିକ ମାତ୍ରାରେ ଆକୃଷ୍ଟ କରିବା ଦିଗରେ ଜିଲ୍ଲା ପ୍ରଶାସନ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛି । ଏଣିକି ବିନା ଗାଇଡରେ ଆସୁଥିବା ପର୍ଯ୍ୟଟକମାନେ ସୁବିଧାରେ ସଂଗ୍ରହାଳୟ ବୁଲିବା ସହ ପ୍ରତ୍ୟେକ ସାମଗ୍ରୀ!-->…
Read More...
Read More...