Browsing Category

ରାଜ୍ୟ

ଆପ ପକ୍ଷରୁ ଜିଲ୍ଲାପାଳଙ୍କୁ ୧୪ଦଫା ଦାବିପତ୍ର ପ୍ରଦାନ

କଣ୍ଟାବଞ୍ଜି: କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଆମ ଆଦମୀ ପାର୍ଟି ନେତା ସୁରଥ ବେହେରାଙ୍କ ନେତୃତ୍ୱରେ ୧୪ଦଫା ଦାବିକୁ ଭିତ୍ତି କରି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ଜରିଆରେ ଜିଲ୍ଲାପାଳକୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ବାର୍ଦ୍ଧବ୍ୟ, ବିଧବା ଓ ଭିନ୍ନକ୍ଷମକୁ ତିନି ମାସର
Read More...

ପ୍ରଥମ ପଶ୍ଚିମ ଓଡିଶା ତାଇକଣ୍ଡୋ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ସଂଘ ପକ୍ଷରୁ ସୋନପୁର ସହର କସ୍ତୁରୀ ହୋଟେଲ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଜାନୁଆରୀ ୧୫ ଏବଂ ୧୬ ତାରିଖ ଦୁଇଦିନ ଧରି ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଥମ ପଶ୍ଚିମ ଓଡିଶା ତାଇକଣ୍ଡୋ ପ୍ରତିଯୋଗିତା
Read More...

ଭୁବନେଶ୍ବରର ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ବିଏମସି

ଭୁବନେଶ୍ବର : ଭୁବନେଶ୍ବରର ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ବିଏମସି । ଏହି ସ୍ଥାନରୁ ଏକାଧିକ ପଜିଟିଭ୍ କେସ୍ ବାହରି ଥିବାରୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଆଚାର୍ଯ୍ୟ ବିହାର ସାଇ ମନ୍ଦିର ନିକଟ ପ୍ଲଟ୍ ନଂ ୧୪୯୯, ସତ୍ୟ ନଗରର ୧୨୦ବି ପ୍ଲଟ୍ ନଂ, ବାପୁଜୀ ନଗରର ପ୍ଲଟ୍ ନଂ
Read More...

ବିଦେଶୀ ପକ୍ଷୀଙ୍କ ସମାଗମରେ ମୁଖରିତ ସାତକୋଶିଆ ଗଣ୍ଡ, ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା

ଗଣିଆ : ଅଧିକ ଶୀତ, ଖାଦ୍ୟଭାବରୁ ନିଜକୁ ରକ୍ଷା କରିବା ପାଇଁ ପକ୍ଷୀ ମାନେ ଦେଶାନ୍ତର ହୋଇଥାନ୍ତି । ହଜାର ହଜାର କିଲୋମିଟର ପଥ ଅତିକ୍ରମ କରି ଓଡିଶାକୁ ଆସି ବିଦେଶ ପକ୍ଷୀ ମାନେ ମହାନଦୀ ବନ୍ୟପ୍ରାଣୀ ଅଧୀନରେ ଥିବା ନୟାଗଡ଼ ମହାନଦୀର ସାତୋକୋଶିଆ ଗଣ୍ଡ ଓ ପଦ୍ମତୋଳା ଅଭୟରଣ୍ୟକୁ ଚାଲି ଆସନ୍ତି
Read More...

କ୍ୟାବିନେଟ୍ ବୈଠକ: ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ସଂଶୋଧନ ନେଇ ନିଷ୍ପତ୍ତି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ସଂଶୋଧନ ନେଇ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ଅଧୀନ ଜମି ସମ୍ପର୍କିତ ମାମଲା ତୁରନ୍ତ ଫଇସଲା ପାଇଁ
Read More...

ଓଡିଶାରେ ଦିଲ୍ଲୀ ପରି ସ୍ଥିତି ହେବା ଆଶଙ୍କା !

ଭୁବନେଶ୍ବର : ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ଓଡ଼ିଶାରେ ଯେପରି ବଢୁଛି ପୂର୍ବରୁ ବି ଅନ୍ୟ ରାଜ୍ୟରେ ଏପରି ସଂକ୍ରମଣ ବଢ଼ୁଥିଲା। ବର୍ତ୍ତମାନ ଟ୍ରାନ୍ସମିସନ ହାର ଅଧିକ ରହୁଛି । ବର୍ତ୍ତମାନ ଯେପରି
Read More...

ଓବିସି ସଂରକ୍ଷଣ ବାତିଲ ବିରୋଧରେ ଜିଲ୍ଲା ଓବିସି ମଞ୍ଚର ବିକ୍ଷୋଭ

ବଲାଙ୍ଗୀର: ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଓବିସି ସଂରକ୍ଷଣ ବାତିଲ ବିରୋଧରେ ଜିଲ୍ଲା ଓବିସି ମଞ୍ଚ ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଂରକ୍ଷଣ କାଏମ ନ ହେବାଯାଏ ନିର୍ବାଚନ ବାତିଲ ଦାବି କରାଯାଇଛି । ନାମକୁ ମାତ୍ର କମିଶନ ଗଠନ ବ୍ୟତୀତ
Read More...

ବ୍ରହ୍ମପୁର ରେଲୱେ ଷ୍ଟେସନ୍‌ ଓ ଦକ୍ଷିଣ ଓଡ଼ିଶାରେ ରେଲୱେର ବିକାଶ ପାଇଁ ରେଳମନ୍ତ୍ରୀଙ୍କୁ ଓଡ଼ିଶା ଡେଭଲପମେଣ୍ଟ…

ବ୍ରହ୍ମପୁର : ଓଡ଼ିଶା ଡେଭଲପମେଣ୍ଟ ଫୋରମ୍‌ ତରଫରୁ କେନ୍ଦ୍ର ରେଳମନ୍ତ୍ରୀ ଓ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କୁ ବ୍ରହ୍ମପୁର ରେଳ ଷ୍ଟେସନ ପ୍ରବନ୍ଧକଙ୍କ ଜରିଆରେ ବିଭିନ୍ନ ବିକାଶ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା, ଯାତ୍ରୀ ସୁବିଧା ସହିତ ଷ୍ଟେସନର ବିକାଶ ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି
Read More...

ଜିଲ୍ଲା ପ୍ରଶାସନର ମହାନତା

ପାରଳାଖେମୁଣ୍ଡି : କୋଭିଡର ଦ୍ୱିତୀୟ ପର୍ଯ୍ୟାୟରେ ଜଣେ ବିହାରୀ ମହିଳା ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ତାଙ୍କର ଦୁଇ ଗୋଟି ଝିଅ (ବୟସ ୫ ବର୍ଷ ଏବଂ ୭ ବର୍ଷ) ସହିତ ମୋହନା ପୋଲିସ ଦ୍ୱାରା ଧରା ପଡି ପାରଳାଖେମୁଣ୍ଡି ସବଜେଲରେ ବିଚାରଧିନ ବନ୍ଦୀନି ହିସାବରେ ରହି ଆସୁଛନ୍ତି । ତାଙ୍କ ସହିତ
Read More...

ଏନଏସି ପକ୍ଷରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ କାର୍ଯ୍ୟାଦେଶ ପତ୍ର ବଣ୍ଟନ

ଘୁ.ଉଦୟଗିରି: ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଏନଏସି ପକ୍ଷରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ମୁକ୍ତା ଯୋଜନାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିବା ନିମନ୍ତେ କାର୍ଯ୍ୟାଦେଶ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି
Read More...