Browsing Category

ରାଜ୍ୟ

ମୁକୁଳା ପଡ଼ିଛି ପାନୀୟ ଜଳ ଷ୍ଟାଣ୍ଡ, ବିଭାଗୀୟ ଅଧିକାରୀଙ୍କ ନଜର ନାହିଁ

ଘୁ.ଉଦୟଗିର : ଘୁ.ଉଦୟଗିରି ସହରରେ ପାନୀୟ ଜଳ ବିତରଣ ସମସ୍ୟା ସମାଧାନର ନାଁ ଧରୁନି । କେଉଁଠି ପାଣି ଅନବରତ ବୋହୁଛି ତ କେଉଁଠି ଲୋକ ଟୋପାଏ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ସ୍ଥାନୀୟ
Read More...

ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା, ଦିନକରେ ୧୨୧୬ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଧୀରେଧୀରେ କରୋନା ଗ୍ରାଫ ଉପର ମୁହାଁ ହେବାରେ ଲାଗିଛି । ଗତ କିଛି ଦିନ ତଳେ କରୋନା ସଂକ୍ରମଣ ହାର ସାମାନ୍ୟ ହ୍ରାସ ପରିଲକ୍ଷିତ ହେଉଥିବାବେଳେ ବର୍ତ୍ତମାନ ସଂକ୍ରମଣ ବଢିବାରେ ଲାଗିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୧୦୦୦ପାର୍ କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି ରାଜ୍ୟରେ
Read More...

ମା ଭୈରବୀ ଫୁଟବଲ ପ୍ରତିଯୋଗିତା : ଗିରାସିଙ୍ଗା ଓ ଜଡାପାଲ ବିଜୟୀ

ବୌଦ୍ଧ/ଜହ୍ନ ।ପଙ୍କ ,୪/୧: ବୌଦ୍ଧବ୍ଳକ ବଢିଗାଁ ଖେଳପଡ଼ିଆରେ ମା ଦୁର୍ଗା କ୍ଳବ ଆନୁକୂଲ୍ୟରେ ୫ ମ ମା ଭୈରବୀ ଫୁଟବଲ ପ୍ରତିଯୋଗିତା ଆଜି ତୃତୀୟ ଦିନର ପ୍ରଥମ ମ୍ୟାଚ ତାଳସରଡା ଓ ଗିରାସିଙ୍ଗା ମଧ୍ୟରେ ହୋଇଥିଲା । ଏଥିରେ ଗିରାସିଙ୍ଗା ୨-୦ ଗୋଲରେ ବିଜୟୀ ହୋଇଥିଲା । ଦ୍ୱିତୀୟ ମ୍ୟାଚ ବିରିଗଡ ଓ
Read More...

ଓମିକ୍ରନ ଭାଇରସକୁ ନେଇ ଶ୍ରୀକ୍ଷେତ୍ରରେ ଆତଙ୍କ

ପୁରୀ : ପର୍ଯ୍ୟଟନ ତଥା ଧାର୍ମିକ କ୍ଷେତ୍ର ପୁରୀରେ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହେବା ପରେ ସଜାଗ ହୋଇଛି ଜିଲ୍ଲା ପ୍ରଶାସନ । ଗତ ରବିବାର ଜିଲ୍ଲାରୁ ୧୪ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୧୨ ଜଣ ଥିଲେ ପୁରୀ ସହରର । ଆଉ ଏହି ୧୨ ଜଣଙ୍କ ମଧ୍ୟରୁ ତିନିଜଣ ଓମିକ୍ରନରେ
Read More...

ହାଇକୋର୍ଟଙ୍କ ନିର୍ଦ୍ଦେଶ: ସପ୍ତାହରେ ଆଇନଜୀବୀ ପରିଷଦ ନିର୍ବାଚନ କାମ ସାର

କଟକ : ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ ନେଇ ରାଜ୍ୟ ହାଇକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୬ ସପ୍ତାହ ମଧ୍ୟରେ ନିର୍ବାଚନ ସାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପରିଷଦର ପୂର୍ବତନ ଅଧ୍ୟକ୍ଷ ଚିନ୍ମୟ ମହାନ୍ତିଙ୍କ ଆବେଦନର ରାୟ ପ୍ରକାଶ ସହ ହାଇକୋର୍ଟ ଏହା
Read More...

ଜାଗ୍ରତ କନ୍ଧମାଳ ଓଡ଼ିଶାର ସଚେତନତା ଶିବିର

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ବନ୍ଧଗଡ଼ ବରାଳଦେବୀ ଖେଳ ପଡିଆଠାରେ ଜାଗ୍ରତ କନ୍ଧମାଳ ସାମାଜିକ ସଂଗଠନ ଫିରିଙ୍ଗିଆ ଶାଖା ପକ୍ଷରୁ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟା ଲଘୁ ପଛୁଆବର୍ଗ ଓବିସିଙ୍କ ସାମ୍ବିଧାନିକ ଅଧିକାର ଆଲୋଚନା ଚକ୍ର କନ୍ଧ ଗୌଡ଼ ସମାଜର
Read More...

ଭାଇସ ଆଡମିରାଲ ଶ୍ରୀହରିଲାଲ ଶର୍ମାଙ୍କ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସଂପନ୍ନ

ପୁରୀ : ଭାଇସ ଆଡମିରାଲ ଶ୍ରୀହରିଲାଲ ଶର୍ମାଙ୍କ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସଂପନ୍ନ ହୋଇଛି । ସ୍ୱର୍ଗଦ୍ୱାରରେ ତାଙ୍କୁ ନୌସେନା ପକ୍ଷରୁ ପୂର୍ଣ୍ଣ ରାଷ୍ଟ୍ରିୟ ମର୍ଯ୍ୟାଦା ପ୍ରଦାନ କରାଯାଇଛି । ଏଥିସହ ସ୍ୱର୍ଗତ ଭାଇସ ଆଡମିରାଲଙ୍କୁ ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ
Read More...

ହାଇକୋର୍ଟ ଯିବେ ସୁମିତ

ବ୍ରହ୍ମପୁର : ଡାକ୍ତର ସୁମିତ-ତପସ୍ୱିନୀ ଦାମ୍ପତ୍ୟ ବିବାଦ ମାମଲା ତୁଟିବା ପରିବର୍ତ୍ତେ ଅଧିକ ଜଟିଳ ହେଉଛି । ଆଜି ଜିଲ୍ଲା ଜଜ୍‌ କୋର୍ଟଙ୍କ ରାୟକୁ ନେଇ ତପସ୍ୱିନୀ ବେଶ୍‌ ଖୁସି ଥିଲେ । କିନ୍ତୁ ତାଙ୍କ ପାଇଁ ପୁଣି ଚିନ୍ତା ବଢିଛି । କାରଣ ସ୍ୱାମୀ ସୁମିତ ସହଜରେ ହାର ମାନିଲା ଭଳି ସ୍ଥିତିରେ
Read More...

ବନାଇମୁଣ୍ଡା ପଞ୍ଚାୟତସ୍ତରୀୟ ବିଜେପି କର୍ମୀ ସମ୍ମିଳନୀ

ପାଟଣାଗଡ଼ : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ବନାଇମୁଣ୍ଡା ପଞ୍ଚାୟତର ବନାଇମୁଣ୍ଡା ଗ୍ରାମରେ ବିଜେପି ପକ୍ଷରୁ ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗିମୁଣ୍ଡା ମଣ୍ଡଳ ସଭାପତି ଚତୁର୍ଭୁଜ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ପୂର୍ବତନ
Read More...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନିଜର ନୂଆଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ. ଜଗନମୋହନ ରେଡ୍ଡୀଙ୍କୁ ସାକ୍ଷାତ୍‌ କରିବା ସହ ଶିକ୍ଷା କ୍ଷେତ୍ର ସହ ଜଡିତ ବିଭିନ୍ନ
Read More...