Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କୋଭିଡ ସମୀକ୍ଷା : ୧୦ ଦିନ ମଧ୍ୟରେ ସମସ୍ତ ସରକାରୀ, ବେସରକାରୀ ସମସ୍ତ କୋଭିଡ ହସ୍ପିଟାଲ ପ୍ରସ୍ତୁତ ରଖିବାକୁ…
ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ରାଜ୍ୟର ବିଭିନ୍ନ ବିଭାଗର ମୁଖ୍ୟ ପଦାଧିକାରୀ ଓ ଜିଲ୍ଲାପାଳ ମାନଙ୍କ ସହିତ କୋଭିଡ ମୁକାବିଲା ସଂପର୍କରେ ସମୀକ୍ଷା କରି କୋଭିଡ ପ୍ରସ୍ତୁତିକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଆସନ୍ତା ୧୦!-->…
Read More...
Read More...
ଘାଟି ତଳକୁ ଖସିଲା କାର; ୨ ମୃତ, ୭ ଆହତ
ଫୁଲବାଣୀ:କନ୍ଧମାଳ ଜ଼ିଲ୍ଲା ରାଇକିଆ ଥାନା ଅନ୍ତର୍ଗତ କରଡା ଘାଟିରେ ମଙ୍ଗଳବାର ଏକ ଜାଇଲୋ କାର ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡିବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୭ ଜଣ ଗୁରୁତର ଆହାତ ହୋଇଛନ୍ତି । ଦୁର୍ଘଟଣାଗ୍ରସ୍ତ କାର ନମ୍ବର ଓ ଆର୧୯କେ୫୬୫୧ରାଇକିଆ ଅଂଚଳର ୯ ଜଣ ଯୁବକ!-->…
Read More...
Read More...
ଚିହ୍ନଟ ହେଲା ଆଉ ଏକ ନୂଆ ଭାରିଆଣ୍ଟ
ନୂଆଦିଲ୍ଲୀ: ଓମିକ୍ରମ ସଂକ୍ରମମଣକୁ ନେଇ ସାରା ବିଶ୍ୱରେ ଆତଙ୍କ ଲାଗି ରହିଛି । ଏହାର ଦୈନିକ ସଂକ୍ରମଣ ଉଦବେଗଜନକ ଭାବେ ବଢିଚାଲିଛି । ପ୍ରତିଦିନ ଚିନ୍ତା ବଢାଇଲା ଭଳି ପଜିଟିଭ ଚିହ୍ନଟ ହେଉଛନ୍ତି । ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବ ର୍ମାନ ୧୯୦୦ ମୁହାଁ । ତାସହିତ ଦେଶରେ କରୋନାର!-->…
Read More...
Read More...
ଆସିଲା କୋର୍ଟ ରାୟ, ସୁମିତଙ୍କ ଘରେ ରହିବେ ତପସ୍ୱିନୀ
ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଡାକ୍ତର ସୁମିତ-ତପସ୍ୱିନୀ ବୈବାହିକ ବିବାଦ ମାମଲା ଆଜି ନିର୍ଣ୍ଣାୟକ ମୋଡରେ ପହଞ୍ଚିଛି । ଉଭୟ ସୁମିତ ଓ ତପସ୍ୱିନୀ ଏଣିକି ଏକାଠି ରହିବେ । ସୁମିତଙ୍କ ଘରେ ତପସ୍ୱିନୀ ଏକାଠି ରହିବା ନେଇ ଜିଲ୍ଲା କୋର୍ଟ ଆଜି ରାୟ ଦେଇଛନ୍ତି । ରାୟ ଅନୁଯାୟୀ ସୁମିତ ତପସ୍ୱନୀଙ୍କୁ!-->…
Read More...
Read More...
ସମେଟିଭ୍ ପରୀକ୍ଷାକୁ ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ପ୍ରଥମ ଥର ପାଇଁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ସମେଟିଭ ପରୀକ୍ଷା-୧ କରାଯାଇଉଛି । ଏହି ପରୀକ୍ଷାକୁ ନେଇ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଓ ଶୃଙ୍ଖଳାର ସହ ପରୀକ୍ଷା ଆରମ୍ଭ ହେବ ଓ ଠକ୍ ସମୟରେ ସରିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ସୂଚନା!-->…
Read More...
Read More...
ନବରଙ୍ଗପୁର ମହାବିଦ୍ୟାଳୟ ରେ “ଯୁବ ସଂସ୍କାର’ କାର୍ଯ୍ୟକ୍ରମ ଶୁଭାରମ୍ଭ
ନବରଙ୍ଗପୁର: ନବରଙ୍ଗପୁର ମହାବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥା, ଯୁବ ରେଡ଼କ୍ରସ ଓ ଏନସିସିର ଅଧିକାରୀମାନଙ୍କୁ ନେଇ ଗଠିତ କମିଟି ତରଫରୁ ମହାବିଦ୍ୟାଳୟ ସ୍ତରୀୟ ଯୁବ ସଂସ୍କାର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଓଡିଶା ସରକାରଙ୍କର ଉଚ୍ଚଶିକ୍ଷା ବିଭାଗ ତରଫରୁ ସମସ୍ତ କଲେଜରେ!-->…
Read More...
Read More...
ବ୍ୟବସାୟୀଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକ
ସୁବର୍ଣ୍ଣପୁର : ଗତ ରାତିରେ ମୟୂରଉଡାନ ପଂଚାୟତ ସାର୍ଗୁଣାମୁଣ୍ଡା ଗାଁର ଜଣେ ମେଳାପୀ ବ୍ୟକ୍ତି ତଥା ପରିଚିତ ବ୍ୟବସାୟୀ ବୁଡୁ ସାହୁ( ୮୦)ଙ୍କ ହୃଦଘାତରେ ପରଲୋକ ଘଟି ଥିବାରୁ ତାଙ୍କର ଗାଁ ସମେତ ସାରା ମୟୂର ଉଡାନ ପଞ୍ଚାୟତରେ ଶୋକର ଛାୟା ଖେଳି ଯାଇଛି । ଗାଁ ଶ୍ମଶାନ ଘାଟରେ ଶ୍ରୀ ସାହୁଙ୍କ!-->…
Read More...
Read More...
ଏଟିଏମ୍ ଲୁଟ୍ ଉଦ୍ୟମ ବିଫଳ, ଧରାପଡିଲେ ଲୁଟେରା
ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ର ବାଣୀଗୋଛା ବଜାରରେ ଥିବା ଏଟିଏମ୍ ଲୁଟ୍ ହେବାବେଳେ ଧରାପଡିଲେ ଲୁଟେରା । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତ୍ର ୧.୪୫ ମିନିଟରେ କେନ୍ଦ୍ରାପଡା ଅଂଚଳର ଦୁଇ ଲୁଟେରା ଗ୍ୟାସ୍ କଟର ସହିତ ଏକ କାରରେ ଆସି ଏଟିଏମ୍ ଲୁଟ୍ କରିବା ପାଇଁ!-->…
Read More...
Read More...
ପ୍ରଧାନ ଶିକ୍ଷକଙ୍କ ବଦଳି ବାତିଲ ପ୍ରତିବାଦରେ କନଗାଁ ସ୍କୁଲ ସମ୍ମୁଖରେ ଅଭିଭାବକଙ୍କ ଧାରଣା
ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ପଡିଆବାହାଲ ପଞ୍ଚାୟତ କନଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ବଦଳି ପ୍ରତିବାଦରେ ସୋମବାର ଅଭିଭାବକମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ସୂଚନା ଅନୁସାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୋତିଲାଲ ତାଣ୍ଡିଙ୍କୁ ଅନ୍ୟତ୍ର ବଦଳି!-->…
Read More...
Read More...
ଦିଲ୍ଲୀରେ ଲାଗୁ ହେଲା ସପ୍ତାହାନ୍ତ କର୍ଫ୍ୟୁ
ନୂଆଦିଲ୍ଲୀ:ଦିନକୁ ଦିନ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଲାଗୁ କରାଯାଉଛି । ସୂଚନାନୁସାରେ, ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହାପୂର୍ବରୁ ଦିଲ୍ଲୀରେ ନାଇଟ କର୍ଫ୍ୟୁ ଲାଗୁ ହୋଇସାରିଛି । ସୂଚନା!-->…
Read More...
Read More...