Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜିଲ୍ଲାରେ ୧୫ରୁ ୧୮ ବର୍ଷ କିଶୋରମାନଙ୍କୁ କୋଭିଡ ଟିକାକରଣ ଶୁଭାରମ୍ଭ
ପୁରୀ : ଜିଲ୍ଲରେ ୧୫ରୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ କିଶୋର ମାନଙ୍କୁ କୋଭିଡ ଟିକାକରଣ ଆରମ୍ଭ ହୋଇଛି । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା କମଳା ଦେବୀ ମାତୃ ମଙ୍ଗଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଜିଲ୍ଲାରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାରେ ଏହି ବୟସ ବର୍ଗରେ ୯୦ ହଜାର ୯୬୧ ଜଣ ଥିବାବେଳେ!-->…
Read More...
Read More...
ତିନି ଦିନ ପରେ ଜଗା ଦର୍ଶନ କଲେ ଭକ୍ତ
ପୁରୀ : ତିନି ପରେ ଜଗା ଦର୍ଶନ ପାଇଛନ୍ତି ଭକ୍ତ । କୋଭିଡ ଗାଇଡ଼ ଲାଇନ ମାନି ଭକ୍ତ ମାନେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ନୂଆ ବର୍ଷରେ ମହାପ୍ରଭୁଙ୍କ ଦର୍ଶନରୁ ବଂଚିତ ଥିବା ଭକ୍ତ ମହାପ୍ରଭୁଙ୍କ ଦର୍ଶନ ନେଇ ବେଶ ଉତଫୁଲିତ ଅଛନ୍ତି ।ନୂଆ ବର୍ଷରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ!-->…
Read More...
Read More...
ପୂର୍ଣ୍ଣକାଳୀନ ମୁଖ୍ୟ କୋଚ ପଦକୁ ସାକଲେନଙ୍କ ନା
କରାଚୀ : ପାକିସ୍ତାନ ଜାତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ପଦ ଗ୍ରହଣ କରିବାକୁ ସାକଲେନ ମୁସ୍ତାକ ମନା କରିଦେଇଛନ୍ତି । ପିସିବିକୁ ଲେଖିଥିବା ଏକ ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ କେତେକ ବ୍ୟକ୍ତିଗତ କାର୍ଯ୍ୟବ୍ୟସ୍ତତା କାରଣରୁ ସେ ଏହି ଦାୟିତ୍ୱ ପୂର୍ଣ୍ଣକାଳୀନଭାବେ ଗ୍ରହଣ କରିବାକୁ ଅକ୍ଷମ ।!-->…
Read More...
Read More...
ଦେଶର ପ୍ରଥମ ଶିକ୍ଷିକା ମାତା ସାବିତ୍ରୀବାଇ ଫୁଲେଙ୍କ ଜନ୍ମ ଦିବସ ପାଳିତ
ଫୁଲବାଣୀ : ଜାଗ୍ରତ କନ୍ଧମାଳ ଓଡିଶା ସାମାଜିକ ସଂଗଠନର ମହିଳା ସଂଗଠିକା ଶ୍ରୀମତି ପାର୍ବତୀ ନାୟକଙ୍କ ନେତୃତ୍ୱରେ ମାତା ସାବିତ୍ରୀ ବାଇ ଫୁଲେଙ୍କ ଜନ୍ମ ଦିବସ ଫୁଲବାଣୀ ସହରର ସଗଡିଆ ସାହି ଠାରେ ପାଳିତ ହୋଇଯାଇଛି । ଆଜିର ଦିନ ଅର୍ଥାତ ୩.୧-୧୮୩୧ ମସିହା ମହାରାଷ୍ଟ୍ରର ନଇଗାଁରେ ତାଙ୍କର ଜନ୍ମ!-->…
Read More...
Read More...
୧୫ ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ କାର୍ଯ୍ୟକ୍ରମର ଉଦଘାଟନ
ନବରଙ୍ଗପୁର: ଜିଲ୍ଲାରେ ଆରମ୍ଭ ହେଲା ୧୫ ରୁ ୧୮ ବର୍ଷ ବୟସ୍କଙ୍କ ଟିକାକରଣ କାର୍ଯ୍ୟକ୍ରମ । ଏଥି ନିମନ୍ତେ ସମସ୍ତ ପ୍ରସ୍ତୁତି ସରିଯାଇଛି । ମୁଖ୍ୟ ଚିକିତ୍ସାଳୟରେ ଆୟୋଜିତ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ରକୁ ଜିଲ୍ଲାପାଳ ଡକ୍ଟର କୋମଳ ଲୋଚନ ମିଶ୍ର ଉଦଘାଟନ କରିଥିଲେ । ଜିଲ୍ଲାର ୧୦ଟି ବ୍ଲକ ଓ!-->…
Read More...
Read More...
କନ୍ଧସମାଜ ପଞ୍ଚରାର ତ୍ରିସ୍ତରୀୟ ନିର୍ବାଚନରେ ଆସନ ସଂରକ୍ଷଣ ପାଇଁ ଦାବୀପତ୍ର ପ୍ରଦାନ
ବୌଦ୍ଧ,୩/୧- ଆଗକୁ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାଜ୍ୟ ସରକାରଙ୍କ ଦ୍ୱାରା ଦ୍ୱିତୀୟ ଦଫାରେ ବୌଦ୍ଧଜିଲ୍ଲା ପାଇଁ ଜାରି କରାଯାଇଥିବା ସରପଞ୍ଚ ପଦବୀ ଗୁଡ଼ିକ ମଧ୍ୟରୁ କୌଣସି ପଞ୍ଚାୟତ ରେ ଅନୁସୂଚିତ ଜନଜାତିଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ରହିନଥିବା ଜଣାପଡିବା ପରେ ଏହି!-->…
Read More...
Read More...
ବିଜେପି ଓବିସି ମୋର୍ଚ୍ଚା ବୌଦ୍ଧଜିଲ୍ଲାର ସରଂକ୍ଷଣ ନେଇ ଦାବୀ
ବୌଦ୍ଧ,୩/୧- ଭାରତୀୟ ଜନତାପାର୍ଟି ଓବିସି ମୋର୍ଚ୍ଚା ପକ୍ଷରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ୭ ଦଫା ଦାବି ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ବୌଦ୍ଧଙ୍କୁ ମୋର୍ଚ୍ଚା ସଭାପତି ପୂର୍ଣ୍ଣଚନ୍ଦ୍ର ଗାଈ ଗୌରିଆଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଥିଲା । ରାଜ୍ୟରେ ଓବିସି ସଂଖ୍ୟା ୫୪% ରୁ!-->…
Read More...
Read More...
ଶିକ୍ଷକ ବଦଳି ବାତିଲ ଓ ଖାଲିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ଆଦର୍ଶ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ
ବୌଦ୍ଧ,୩/୧- ବୌଦ୍ଧଜିଲ୍ଲା ତେତେଲେଙ୍ଗା ଓଡିଶା ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ବଦଳି ବାତିଲ ଓ ଖାଲିଥିବା ଶିକ୍ଷକ ପଦବୀ ପୂରଣ ନିମନ୍ତେ ଆଜି ଛାତ୍ରଛାତ୍ରୀ ମାନେ ମୁଖ୍ୟ ଫାଟକରେ ତାଲା ପକେଇ ଆନ୍ଦୋଳନ କରିଥିଲେ । ବିଇଓ ଆସି ବହୁ ବୁଝାଶୁୁଝା କଲାପରେବି ଛାତ୍ରଛାତ୍ରୀମାନେ ଶୁଣିନଥିଲେ । ଶେଷରେ!-->…
Read More...
Read More...
ସଂରକ୍ଷଣ ଦାବିରେ ଆଦିବାସୀଙ୍କ ମହାବିକ୍ଷୋଭ
ବଲାଙ୍ଗୀର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କ ସଂରକ୍ଷଣ ଦାବିରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ମହାବିକ୍ଷୋଭ । ହଜାର ହଜାର ମହିଳା ପୁରୁଷ ପାରମ୍ପାରିକ ବେଶଭୂଷାରେ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଏକତ୍ରୀତ ହୋଇ ଜିଲ୍ଲାରେ ସରପଞ୍ଚ ଓ ବ୍ଳକ ଅଧକ୍ଷ ପଦବୀ ପାଇଁ ଆସନ ସଂରକ୍ଷଣ!-->…
Read More...
Read More...
କନିଷ୍ଠ ଶିକ୍ଷକଙ୍କ ଦରମା ୫୦% ବଢିଲା
ଭୁବନେଶ୍ୱର: ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ନିୟୋଜିତ କନିଷ୍ଠ ଶିକ୍ଷକମାନଙ୍କ ଦରମା ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ଦରମାବୃଦ୍ଧି ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି । ନିଷ୍ପତ୍ତି ଅନୁଯାୟୀ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ଓ କନିଷ୍ଠ ଶିକ୍ଷକମାନଙ୍କ ଦରମା!-->…
Read More...
Read More...