Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜିଲ୍ଲାସ୍ତରୀୟ ଧାନ କ୍ରୟ ମଣ୍ଡି ଉଦଘାଟିତ
ଗଜପତି,୩/୧- ଗଜପତି ଜିଲ୍ଲା ଗୋଶାଣି ବ୍ଳକର ଉପଲଡାର ଉପବଜାର ପ୍ରାଙ୍ଗଣ ଠାରେ ଆଜି ଜିଲ୍ଲାସ୍ତରୀୟ ଧାନକ୍ରୟ ମଣ୍ଡିର ଶୁଭ ଉଦଘାଟନ ହୋଇଯାଇଛି । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପ୍ରଦୀପ ପ୍ରଜ୍ୱଳନ କରି ଏହି ଶୁଭ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ!-->…
Read More...
Read More...
ଗଜପତି ଜିଲ୍ଲା ତାଇକଣ୍ଡୋ ଏସୋସିଏସନକୁ ମିଳିଛି ବଡସଫଳତା
ଗଜପତି,୩/୧ - ବ୍ରହ୍ମପୁର ଠାରେ ଆୟୋଜିତ ଓପେନ ତାଇକଣ୍ଡୋ ଚଂପିଅନସିପରେ ଜିଲ୍ଲା ତାଇକଣ୍ଡୋ ଏସୋସିଏସନକୁ ୧୦୪ଟି ପଦକ ହାସଲ ହୋଇଛି । ଏଥିରେ ଗଜପତି ଜିଲ୍ଲାର ୬୧ଜଣ ପୁଅ ଓ ୨୯ଝିଅ ସମୁଦାୟ ୯୦ଜଣ ଭାଗ ନେଇଥିବା ବେଳେ ସମଗ୍ର ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୪ସହରୁ ଉର୍ଦ୍ଧ୍ୱ ଖେଳାଳୀ ଭାଗ ନେଇଥିଲେ!-->…
Read More...
Read More...
ଆଜି ଜିଲ୍ଲାରୁ ୨ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ
ବୌଦ୍ଧ,୨/୧- ଆଜି ବୌଦ୍ଧ ସହରରୁ ୨ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଗତ ଦୁଇଦିନ ତଳେ ଏ ଦୁଇଜଣ କରୋନା ପଜିଟିଭ ହୋଇଥିବାବେଳେ ଜିନୋମ୍ ସିକ୍ୱେନସିଂ ପାଇଁ ନମୁନା ପଠାଯାଇଥିଲା । ଆଜି ପରୀକ୍ଷା ରିପୋର୍ଟ ଆସିବାପରେ ଏ ଦୁଇଜଣ ଓମିକ୍ରନ ଆକ୍ରାନ୍ତ ବୋଲି ଜଣାପଡିଛି ।!-->…
Read More...
Read More...
୫୦ ବର୍ଷର ସ୍ୱର୍ଣ୍ଣିମ ଇତିହାସ ତଥାପି ସମସ୍ୟା ଜର୍ଜରିତ ବରପିଟା ସରକାରୀ ପ୍ରାଥମିକ ବିଦ୍ୟାଳୟ
ପାଟଣାଗଡ଼,୨/୧- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ଦେଉଳ ଗାଁ ପଞ୍ଚାୟତ ବରପିଟା ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ୧୯୭୧ ମସିହାରେ ସ୍ଥାପିତ ହୋଇଥିଲା । ବିଦ୍ୟାଳୟର ସ୍ଥାପିତ ଦିନ ଠାରୁ ୫୦ ଟି ବସନ୍ତ ଅତିକ୍ରମ କରି ସୁବର୍ଣ୍ଣ ଜୟନ୍ତୀରେ ପଦାର୍ପଣ କରିଛି ଏହି ପ୍ରାଥମିକ ବିଦ୍ୟାଳୟର ।!-->…
Read More...
Read More...
ଜିଲ୍ଲାପାଳଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଲା ଜିଲ୍ଲା ସାମ୍ବାଦିକ ସଂଘ
ନବରଙ୍ଗପୁର,୨/୧: ଜିଲ୍ଲାରେ ନବବର୍ଷ ୨୦୨୨ ନିରାଡମ୍ବର ଭାବେ ପାଳନ କରାଯାଇଛି । କରୋନା କଟକଣାକୁ ଦୃଷ୍ଟିରେ ରଖି କୈାଣସି ଠାରେ ଉତ୍ସବ ପାଳନ କରାଯାଇ ନାହିଁ । ଜିଲ୍ଲାପାଳ ଡଃ.କମଳଲୋଚନ ମିଶ୍ରଙ୍କୁ ଜିଲ୍ଲା କାର୍ଯ୍ୟାଳୟ ଓ ଆବାସିକ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଭିନ୍ନ!-->…
Read More...
Read More...
ମା ଭୈରବୀ ଫୁଟବଲ ପ୍ରତିଯୋଗିତା ଉଦଘାଟିତ
ବୌଦ୍ଧ/ଜହ୍ନ ।ପଙ୍କ,୨/୧: ବୌଦ୍ଧ ବ୍ଳକ ବଢିଗାଁ ଖେଳ ପଡ଼ିଆରେ ମା ଦୁର୍ଗା କ୍ଳବ ଆନୁକୂଲ୍ୟରେ ୫ ମ ମା ଭୈରବୀ ଫୁଟବଲ ପ୍ରତିଯୋଗିତା ଆଜି ଉଦଘାଟିତ ହୋଇଯାଇଛି । ଉଦଘାଟନୀ ମ୍ୟାଚ ବଲ ।ସିଙ୍ଗା ଓ କମ୍ପରା ମଧ୍ୟରେ ହୋଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାକୁ ଗୋଲ ଦେଇପାରି ନଥିଲେ ।!-->…
Read More...
Read More...
ପୁରୀ: ମା’ର କୋକେଇକୁ କାନ୍ଧଦେଲେ ୪ ଝିଅ
ପୁରୀ,୨/୧- ସହରରେ ଅଭାବନୀୟ ଘଟଣା । ନିଜ ମା ମଲା ଶବକୁ କାନ୍ଧ ଦେଲେନି ଦୁଇ ପୁଅ । ଶେଷରେ କିଛି ଉପାୟ ନ ପାଇ ସାମାଜିକ ବିଧି ବ୍ୟବସ୍ଥା ଭୃକ୍ଷେପ ନକରି ନିଜ ମା’ର କୋକେଇକୁ କାନ୍ଧଦେଲେ ୪ ଝିଅ । ଦୀର୍ଘ ୪ କିଲୋମିଟର ଚାଲି ସ୍ୱର୍ଗ ଦ୍ୱାରରେ କଲେ ଅନ୍ତିମ ସଂସ୍କାର । ମୃତ ମହିଳା ହେଉଛନ୍ତି!-->…
Read More...
Read More...
ଗର୍ଜନ ସେନା ତରଫରୁ ବୌଦ୍ଧ ଦିନ ପାଳିତ
ବୌଦ୍ଧ,୨/୧- ଆଜି ବୌଦ୍ଧ ସହରରେ ଥିବା ବୁଦ୍ଧ ପାର୍କରେ ଗର୍ଜନ ସେନା ତରଫରୁ ବୌଦ୍ଧ ଦିନ ପାଳିତ ହୋଇଯାଇଛି । ଜାନୁୟାରୀ ୨ ତାରିଖରେ ଆମ ବୌଦ୍ଧ ଜିଲ୍ଳା ଏକ ସ୍ୱତନ୍ତ୍ର ଜିଲ୍ଳାର ମାନ୍ୟତା ପାଇଥିଲା । ସ୍ୱାଧୀନ ଭାରତରେ ବୌଦ୍ଧ ଜିଲ୍ଲା ଏକ ନୂତନ ପରିଚୟ ପାଇଲା । ତେଣୁ ଏହି ଦିନକୁ ବୌଦ୍ଧ!-->…
Read More...
Read More...
ନବବର୍ଷ ଅବସରରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରକ୍ତଦାନ ଶିବିର, ୬୩ ୟୁନିଟ ରକ୍ତ ସଂଗ୍ରହ
ବୌଦ୍ଧ,୧/୧: ନିଆରା ଢ଼ଙ୍ଗରେ ନୂତନ ବର୍ଷକୁ ସ୍ୱାଗତ ଜଣାଇଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ନୂତନ ବର୍ଷକୁ ସ୍ୱାଗତ ଜଣାଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ରକ୍ତଭଣ୍ଡାର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ!-->…
Read More...
Read More...