Browsing Category

ରାଜ୍ୟ

ନେହେରୁ ଯୁବ କେନ୍ଦ୍ର ତରଫରୁ ଜିଲ୍ଲାସ୍ତରୀୟ ନୃତ୍ୟ, ଗୀତ ଓ ଅଭିନୟ ପ୍ରତିଯୋଗୀତା

ପାରଳାଖେମୁଣ୍ଡି : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ଥ ଗଜପତି ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଜିଲ୍ଲାସ୍ତରୀୟ ନୃତ୍ୟ ଗୀତ ଓ ଅଭିନୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ମୋଟ ୭ଗୋଟି ବ୍ଲକ ଏବଂ ପାରଳାଖେମୁଣ୍ଡି ପୌରାଞ୍ଚଳର
Read More...

ଦୁରାରୋଗ୍ୟରେ ପୀଡିତ ମୁନୁ ନାୟକ ଚିକିତ୍ସା ପାଇଁ ଅର୍ଥର ଅଭାବ, ସହାୟତା ପାଇଁ ନିବେଦନ

ଘୁ.ଉଦୟଗିରି,୩୦/୧୨- ଜଣେ ଦରଦୀ ମଣିଷ । ଗରିବ ହେଲେ ମଧ୍ୟ ସ୍ୱାଭିମାନ ଅଛି । ନିଃସନ୍ତାନ ମୁନୁ ନାୟକ । ଘର ସ୍ଥାନୀୟ ବ୍ଲକ ଅନ୍ତର୍ଗତ ମାଲିକାପୋଡି ପଞ୍ଚାୟତ ର କୁମ୍ଭାରକୁପା ଗ୍ରାମର ବ୍ରଡିନାଜୁରେ । ପେଶାରେ ସେ ଜଣେ ଦିନମଜୁରିଆ । କିଛିଦିନ ତଳେ ଗୋଟେ କନ୍ୟା ସନ୍ତାନକୁ ପୋଷ୍ୟ
Read More...

ବ୍ରଜରାଜନଗରର ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର: ବ୍ରଜରାଜନଗରର ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ହୋଇଛି। ହୃଦଘାତରେ ଆକ୍ରାନ୍ତ ହୋଇ ସେ ଝାରସୁଗୁଡ଼ାରେ ଏକ ଘରୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ଘଟିଛି। ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ କିଶୋର ମହାନ୍ତି ଝାରସୁଗୁଡ଼ା
Read More...

ୟୁଥସ୍ପୋର୍ଟିଂ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ: ମକୁନ୍ଦପୁର, ବୁରକଟା,ଚାରିଶମ୍ଭୁ ଓ ପଦ୍ମନପୁର ସେମିଫାଇନାଲରେ

ବୌଦ୍ଧ,୩୦/୧୨:ବୌଦ୍ଧ ବ୍ଳକ ଅନ୍ତର୍ଗତ ଜହ୍ନ ।ପଙ୍କ ମେଡିକାଲ ପଡ଼ିଆରେ ୟୁଥ ସ୍ପୋର୍ଟିଂ କ୍ରିକେଟ ଗ୍ରାମାଞ୍ଚଳ କ୍ରିକେଟ ପ୍ରତିଯୋଗିତା ଆଜି ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବୌଦ୍ଧ ବ୍ଳକ ଉପାଧ୍ୟକ୍ଷ ମନରଞ୍ଜନ ପୁରୋହିତ ଯୋଗଦେଇ ମ୍ୟାଚକୁ ଉଦଘାଟନ କରିଥିଲେ । ସମ୍ମାନିତ
Read More...

ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠାରୁ ପୁରୀ ପୋଲିସ ଆଦାୟ କଲା ଫାଇନ

ପୁରୀ : ଶ୍ରୀମନ୍ଦିର ଉତ୍ତରଦ୍ୱାର ନିକଟରେ ଖଜା ବିକ୍ରୀ କରି ନିଜର ଗୁଜୁରାଣ ମେଣ୍ଟାଉ ଥିବା ଦିବ୍ୟାଙ୍ଗ ହରିହର ସାହୁଙ୍କୁ ପୁରୀ ପୁଲିସ ଫାଇନ କରିଛି । ପୁରୀ ପୋଲିସ ପକ୍ଷରୁ ଯାଞ୍ଚ ଚାଲିଥିବା ବେଳେ ଦୁଇ ହାତ ନଥିବା ଏକ ଗରିବ ବ୍ୟବସାୟୀ ଠାରୁ ଫାଇନ ଆଦାୟ କଲା ପୋଲିସ । ତେବେ ଫାଇନ ନ
Read More...

ସ୍ୱତନ୍ତ୍ର ଶୀତ କାଳୀନ ସପ୍ତ ଦିବସୀୟ ଶିବିର ଉଦଯାପିତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଆଦର୍ଶ ସ୍ନାତକ ମହା ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ସପ୍ତ ଦିବସୀୟ ଶିବିର ଉଜ୍ଜାପିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁକାନ୍ତ ପଟ୍ଟନାୟକ ଯୋଗ ଦେଇ ସମାଜ ସେବାରେ
Read More...

ନୂତନ ଥାନାଧିକାରୀଙ୍କ ଯୋଗଦାନ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସଦର ଥାନା ର ନୂତନ ଅଧିକାରୀ ଭାବେ ଶ୍ରୀ ନିରଞ୍ଜନ ଦାସ ଯୋଗ ଦେଇଛନ୍ତି । ମନ୍ଦିର, ମେଡିକାଲ, ରିଙ୍ଗରୋଡ଼ , ସାପ୍ତାହିକ ବଜାର ଓ ବିଭିନ୍ନ ସାହିବସ୍ତି ଅଂଚଳରେ ଘଟୁଥିବା ଚୋରି, ଲୁଟ ତରାଜ, ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ଓଟ୍ରାଫିକ ସମସ୍ୟା ସବୁକୁ
Read More...

ରାଜ୍ୟରେ ଏକାଥରେ ଚିହ୍ନଟ ହେଲେ ୫ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଲମ୍ବା ଡିଆଁ ମାରିଲା ଓମିକ୍ରନ୍‌। ଏକାଥରେ ଚିହ୍ନଟ ହେଲେ ୫ ଆକ୍ରାନ୍ତ । ଫଳରେ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ୧୦ ଦିନରେ ୧୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି। ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍‌ସେସ୍‌ (ଆଇଏଲ୍‌ଏସ୍‌)
Read More...

କୁଆପଥର ବୃଷ୍ଟି ଯୋଗୁଁ ବ୍ୟାପକ ଫସଲ ଓ ପନିପରିବା ନଷ୍ଟ

ବୌଦ୍ଧ,୩୦/୧୨- ଗତକାଲି ରାତି ପ୍ରାୟ ସାଢେ ୯ଟା ସମୟରେ ବୌଦ୍ଧସହର ତଥା ବିଭିନ୍ନ ଅଞ୍ଚଳରେ ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ହୋଇଥିଲା । ଏହି କୁଆପଥର ମାଡରେ ସମଗ୍ର ଜିଲ୍ଲାରେ ବ୍ୟାପକ ଫସଲ ଓ ପନିପରିବା ନଷ୍ଟ ହୋଇଯାଇଛି । ଏଥିସହିତ ବିଭିନ୍ନ ମଣ୍ଡିରେ ପଡିରହିଥିବା ଧାନବସ୍ତା ଗୁଡିକ
Read More...

ସାଂପ୍ରତିକ ପରିସ୍ଥିତିରେ ସାମ୍ବାଦିକଙ୍କର ଭୂମିକା ସଂପର୍କରେ ଆଲୋଚନାଚକ୍ର,ସାମ୍ବାଦିକତା ସମାଜର ଏକ ଅବିଛେଦ ଅଙ୍ଗ :…

ନବରଙ୍ଗପୁର: ଜିଲା ପ୍ରଶାସନ ପକ୍ଷରୁ ଜିଲାପଞ୍ଚାୟତ ସାଧନକେନ୍ଦ୍ର ଠାରେ ସାଂପ୍ରତିକ ପରିସ୍ଥିତିରେ ସାମ୍ବାଦିକମାନଙ୍କର ଭୂମିକା ସଂପର୍କରେ ଏକ ଜିଲାସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ଡଃ. କମଳଲୋଚନ ମିଶ୍ର ଯୋଗଦେଇ ସମାଜର ବିକାଶରେ ସାମ୍ବାଦିକ
Read More...