Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଏକାଠି ହେଲେ ବିରୋଧୀ, ପଞ୍ଚାୟତ ନିର୍ବାଚନ ୩ ମାସ ସ୍ଥଗିତ ରଖିବାକୁ କଲେ ଦାବି
ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ୩ ମାସ ସ୍ଥଗିତ ରଖିବାକୁ ଦାବି କରିଛନ୍ତି ରାଜ୍ୟର ସମସ୍ତ ବିରୋଧୀ ଦଳ। ଆଜି ପଞ୍ଚାୟତ ନିର୍ବାଚନ ନେଇ ନିର୍ବାଚନ କମିଶନ ସର୍ବଦଳୀୟ ବୈଠକ ଡକାଇଥିବା ବେଳେ ଏଥିରେ ସରକାରୀ ଦଳ ବିଜେଡିକୁ ଛାଡ଼ି ଅନ୍ୟ ସମସ୍ତ ଦଳ ନିର୍ବାଚନକୁ ସ୍ଥଗିତ କରିବା ପାଇଁ ଦାବି!-->…
Read More...
Read More...
କୁକୁଡାଖଣ୍ଡି ବ୍ଲକ ଏଲିମେଣ୍ଟାରୀ ବିଏଡ଼ ଶିକ୍ଷକ ସଂଘର ସାମ୍ବିଧାନିକ ବୈଠକ
ଗଞ୍ଜମ : କୁକୁଡାଖଣ୍ଡି ବ୍ଲକ ଏଲିମେଣ୍ଟାରୀ ବିଏଡ଼ ଶିକ୍ଷକ ସଂଘର ସାମ୍ବିଧାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକର ସମସ୍ତ ବିଏଡ଼ ଯୋଗ୍ୟତାଧାରୀ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ଶ୍ରୀମତୀ ସରସ୍ୱତୀ ଅକାରୀଙ୍କୁ ସଭାନେତ୍ରୀ, ପ୍ରଦୀପ କୁମାର ରାଉତଙ୍କୁ କାର୍ଯ୍ୟକାରୀ ସଭାପତି,!-->…
Read More...
Read More...
ଆଜି କୋଭିଡ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ ।ରାଜ୍ୟରେ କରୋନା ମହାମାରୀର ଲହର ଦ୍ରୁତ ଗତିରେ ମାଡ଼ି ଚାଲିଛି । ଦୈନିକ ସଂକ୍ରମଣ ୫ ହଜାର ମୁହାଁ ହୋଇଛି। ଦିନକରେ ଏତେ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେବା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି । ବଢୁଥିବା କୋରୋନା ସଂକ୍ରମଣକୁ ନେଇ ଆଜି!-->…
Read More...
Read More...
କୁନି ଝିଅର ଉଚ୍ଚ ଆକାଂକ୍ଷା, ମୁଁ ଜଜ୍ ହେବି ମ୍ୟାଡମ !
ପାଟଣାଗଡ଼ : ମୁଁ ଜଜ୍ ହେବି ମ୍ୟାଡମ,ଅପରାଧୀମାନଙ୍କୁ ଉଚିତ୍ ଦଣ୍ଡଦେବି । ଏମିତି କହିଥିବା ଏକ କୁନି ଝିଅକୁ ନିଜର ସିଟ୍ ରେ ବସାଇ ତହସିଲଦାର ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ପାଟଣାଗଡ଼ ବ୍ଳକ!-->…
Read More...
Read More...
କନ୍ଧମାଳର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ
ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ଜିଲ୍ଲା ନିର୍ବାଚନ ବିଭାଗ ତରଫରୁ ଏନେଇ ଜାରି ରହିଥିବା ତାଲିକା ପ୍ରକାରେ ମୋଟ ୫୫୪୫୪୧ ଜଣ ଭୋଟର ଅଛନ୍ତି । ସେଥି ମଧ୍ୟରୁ ପୁରୁଷ ୨୬୮୪୭୨ ଭୋଟର ଥିବାବେଳେ ୨୮,୬୦୦୭ ଜଣ ମହିଳା ଭୋଟର ଅଛନ୍ତି । ପୁରୁଷ ଭୋଟରଙ୍କ!-->…
Read More...
Read More...
ମାଁ ବରାଳଦେବୀ ମନ୍ଦିର ପରିଚାଳନା କମିଟିର ସାଧାରଣ ବୈଠକ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ରବିବାର ଦିନ ଫୁଲବାଣୀ ନିକଟସ୍ଥ ପୁନ୍ଦାଲି ଗ୍ରାମରେ ଶ୍ରୀ ଶ୍ରୀ ମାଁ ବରାଳଦେବୀ ମନ୍ଦିର ପରିଚାଳନା କମିଟି ଫୁଲବାଣୀର ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ପରିଚାଳନା କମିଟିର ସଭାପତି ଶ୍ରୀ ସପ୍ତେଶ୍ୱର କହଁରର ଅଧ୍ୟକ୍ଷତାରେ କାର୍ଯ୍ୟ ପରିଚାଳନା ହୋଇଥିଲା । ଏଠାରେ!-->…
Read More...
Read More...
୧୨ ଓ ୧୩ରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ସୋମବାର ରାଜ୍ୟରେ ବର୍ଷା ଆରମ୍ଭ ହେବ । ୪ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ୧୨ ଓ ୧୩ ତାରିଖରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ବର୍ଷାରେ ବିଲରେ ଅମଳ ହୋଇ!-->…
Read More...
Read More...
ରାଜ୍ୟରେ ପୁଣି ୪୮୨୯ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ୪୮୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୭୫୬୯୮ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା!-->…
Read More...
Read More...
ଭୁବନେଶ୍ୱର ବିମାନ ବନ୍ଦରରେ ଜରୁରୀ ଅବତରଣ କଲା ବିମାନ
ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ ବିମାନର ଜରୁରୀ ଅବତରଣ । ବିମାନରେ ଜଣେ ଯାତ୍ରୀ ହଠାତ୍ ଅସୁସ୍ଥ ହେବାରୁ ବିମାନକୁ ଜରୁରୀ ଅବତରଣ କରାଯାଇଛି । ବିମାନଟି ରାଞ୍ଚିରୁ ଚେନ୍ନାଇ ଯାଉଥିବା ବେଳେ ଜରୁରୀ ଅବତରଣ କରିଛି। ତେବେ ଯାତ୍ରୀ ଜଣଙ୍କୁ କ୍ୟାପିଟଲ୍ ହସ୍ପିଟାଲ୍ରେ ଭର୍ତ୍ତି!-->…
Read More...
Read More...
ମା ଭୈରବୀ ଫୁଟବଲ ପ୍ରତିଯୋଗିତା ଉଦଯାପିତ, ଆଇଆରବି ଚଂପିଆନ
ବୌଦ୍ଧ/ଜହ୍ନ ।ପଙ୍କ,୯/୧: ବୌଦ୍ଧ ବ୍ଳକ ବଢିଗାଁ ଖେଳ ପଡ଼ିଆରେ ମା ଦୁର୍ଗା କ୍ଳବ ଆନୁକୂଲ୍ୟରେ ପଞ୍ଚମ ମା ଭୈରବୀ ଫୁଟବଲ ପ୍ରତିଯୋଗିତାର ଫାଇନାଲ ଖେଳ ଆଇ ଆର ବି ଅଫିସିଆଲ ଓ ବଢ଼ିଗାଁ ମଧ୍ୟରେ ହୋଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାକୁ ଗୋଲ ଦେଇନପାରିବାରୁ ଟାଇବେକର ସହାୟତା!-->…
Read More...
Read More...